Browsing Tag

WHO

ଉହାନର ଲ୍ୟାବ୍‌ରୁ କରୋନା ବ୍ୟାପିବାର ପ୍ରମାଣ ନାହିଁ: ଡବ୍ଲୁଏଚ୍‌ଓ ଟିମ୍‌

ବେଜିଂ – କରୋନା ଭାଇରସ୍ ଚୀନର ଉହାନର ଏକ ଲ୍ୟାବ୍‌ରୁ ବ୍ୟାପିଥିବାର କୌଣସି ପ୍ରମାଣ ନାହିଁ ବୋଲି ଡବ୍ଲୁଏଚ୍‌ଓର ବିଶେଷଜ୍ଞ ଦଳ କହିଛି । ଡିସେମ୍ବର ୨୦୧୯ ପୂର୍ବରୁ ଏହି ଭାଇରସ ବ୍ୟାପକ ଭାବେ ଉହାନ ସହରରେ କିମ୍ବା ଚୀନର ଅନ୍ୟ ଅଞ୍ଚଳରେ ବ୍ୟାପିଥିବାର ମଧ୍ୟ ପ୍ରମାଣ ମିଳିନାହିଁ । ଗତବର୍ଷ…

କରୋନା ବ୍ୟାପିବା ନେଇ ଚୀନ୍‌ର ଭୂମିକା ଉପରୁ ହଟିବ ପରଦା, ଡବ୍ଲୁଏଚ୍‌ଓ ଟିମ୍ ଆଜି ଦେବ ରିପୋର୍ଟ

ବେଜିଂ –କରୋନା ମହାମାରୀର ଉତ୍ପତ୍ତି ଚୀନର ଉହାନ୍ ସହରରୁ ହୋଇଥିଲା କି ନାହିଁ ଆଜି ତାହା ସ୍ପଷ୍ଟ ହେବ । କରୋନା ପ୍ରଥମେ ଉହାନରୁ ସାରା ବିଶ୍ୱକୁ ବ୍ୟାପିଥିଲା ବୋଲି କୁହାଯାଇଥିଲା । ଏନେଇ ଅନୁଧ୍ୟାନ କରିବାକୁ ନିକଟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍‌ଓ)ର ଏକ ବିଶେଷଜ୍ଞ ଟିମ୍ ଉହାନ…

ଉହାନରେ ପହଞ୍ଚିଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ବିଶେଷଜ୍ଞ ଦଳ

ବେଜିଂ – ଅନେକ ବାଦବିବାଦ ମଧ୍ୟରେ କରୋନା ଭାଇରସ୍ ଉତ୍ପତ୍ତି ସମ୍ପର୍କରେ ଅନୁଧ୍ୟାନ କରିବା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍‌ଓ)ର ଏକ ବିଶେଷଜ୍ଞ ଦଳ ଚୀନର ଉହାନ ସହରରେ ପହଞ୍ଚିଛି । ଉହାନରେ ପହଞ୍ଚିଥିବା ଡବ୍ଲ୍ୟୁଏଚ୍‌ଓ ଦଳରେ ୧୦ ଜଣ ବୈଜ୍ଞାନିକ ଅଛନ୍ତି । ଏହି ଦଳ ସେଠାରେ ପ୍ରଥମେ…

କରୋନା ଭାଇରସ୍ ଉତ୍ପତ୍ତି ସମ୍ପର୍କରେ ଯାଞ୍ଚ୍ ପାଇଁ ଡବ୍ଲ୍ୟୁଏଚ୍‌ଓ ଟିମ୍‌କୁ ଅନୁମତି ଦେଲାନି ଚୀନ୍

‌ଜେନେଭା – କରୋନାଭାଇରସ୍‌ର ଉତ୍ପତ୍ତି ସମ୍ପର୍କରେ ଯାଞ୍ଚ୍ ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍‌ଓ)ର ଏକ ବିଶେଷଜ୍ଞ ଦଳ ଚୀନର ଉହାନ୍ ଯିବାକୁ ଚାହୁଁଛନ୍ତି । କିନ୍ତୁ ଚୀନ୍ ଡବ୍ଲୁଏଚ୍‌ଓର ଏହି ଦଳକୁ ଏଯାବତ୍ ଅନୁମତି ଦେଇନାହିଁ । ଚୀନର ଏଭଳି ଆଭିମୁଖ୍ୟ ନେଇ ଡବ୍ଲୁଏଚ୍‌ଓ ମୁଖ୍ୟ…

ସଂଗରୋଧରେ ରହିଲେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମୁଖ୍ୟ

ଜେନିଭା- ସାରା ବିଶ୍ୱକୁ କୋରୋନା ସଚେତନତାର ବାର୍ତା ଦେଉଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ଟେଡ୍ରସ ଆଧାନମ ଜଣେ କୋରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଲା ପରେ ନିଜକୁ ସଂଗରୋଧରେ ରଖିଛନ୍ତି । ସେ ସୁସ୍ଥ ଅଛନ୍ତି ଓ କୋରୋନାର କୌଣସି ଲକ୍ଷଣ ତାଙ୍କର ନାହିଁ ବୋଲି କହିଛନ୍ତି ବିଶ୍ୱ…

ଚଳିତବର୍ଷ ଶେଷଆଡକୁ କୋରୋନା ଟିକା ସମ୍ଭାବନା : ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ଜେନିଭା- କୋଭିଡ-୧୯ ଟିକା ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଆଶ୍ୱସ୍ତିକର ଖବର ମିଳିଛି । ଚଳିତ ବର୍ଷ ଶେଷଆଡକୁ କୋରୋନା ଟିକା ପ୍ରସ୍ତୁତ ହୋଇଯାଇପାରେ ବୋଲି ଆଶା ପ୍ରକାଶ କରିଛି ସଂଗଠନ । ସଂଗଠନର ମୁଖ୍ୟ କହିଛନ୍ତି ଯେ,ଚଳିତ ବର୍ଷ ଶେଷଆଡକୁ କୋରୋନା ଟିକା ପ୍ରସ୍ତୁତ ହେବା ସମ୍ଭାବନା…

କୋଭିଡ ମୁକାବିଲା ପାଇଁ ଓଡିଶାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପ୍ରଶଂସା

ଭୁବନେଶ୍ୱର- ବାତ୍ୟା ପରି ପ୍ରାକୃତିକ ବିପର୍ଯ୍ୟୟର ଉଚିତ ମୁକାବିଲା କରି ସଫଳ ଟ୍ରାକ୍ ରେକର୍ଡ ଥିବା ଭାରତର ପୂର୍ବ ଉପକୂଳ ରାଜ୍ୟ ଓଡିଶା ଏବେ କୋଭିଡ-୧୯ ମହାମାରୀର ବି ସଫଳ ମୁକାବିଲା କରିବାରେ ସମର୍ଥ ହୋଇଛି । ୨୦୨୦ ଜୁନ୍‌ରେ ରାଜ୍ୟରେ କୋରୋନା ସୁସ୍ଥ ହାର ଥିଲା ୬୯ ଦଶମିକ ୪ ପ୍ରତିଶତ,…