Browsing Tag

Akash Pathak

ପାଠକ ବାପ-ପୁଅଙ୍କ ବିରୋଧରେ ଗୋଳନ୍ଥରା ଥାନାରେ ୩ ନୂଆ ମାମଲା, ଜେରା ପାଇଁ ଅଣାଯିବ ବ୍ରହ୍ମପୁର

ବ୍ରହ୍ମପୁର- ଠକେଇ ମାମଲାରେ ପାଠକ ବାପ-ପୁଅଙ୍କ ନାଁରେ ରୁଜୁ ହୋଇଛି ଆଉ ତିନିଟି ମାମଲା । ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନାରେ ଏସବୁ ମାମଲା ରୁଜୁ ହୋଇଛି । ଏବେ ଅଭୟକାନ୍ତ ଓ ଆକାଶ ପାଠକଙ୍କୁ ନୂଆ ତିନିଟି ମାମଲାରେ ରିମାଣ୍ଡରେ ଅଣାଯିବ । ଆସନ୍ତାକାଲି ପାଠକ ବାପ-ପୁ୍‌ଅଙ୍କୁ ବ୍ରହ୍ମପୁର…

ସ୍କାଏକିଙ୍ଗ୍ ଠକେଇ ମାମଲା, ଜେଲ ଗଲେ ଆକାଶ ପାଠକ

ଭୁବନେଶ୍ୱର- ସ୍କାଏକିଙ୍ଗ ଠକେଇ ମାମଲାରେ ଜେଲ୍ ଗଲେ ଆକାଶ ପାଠକ । ଆଜି କୋର୍ଟରେ ହାଜର କରାଗଲା ପରେ ଆକାଶଙ୍କୁ ଝାରପଡା ଜେଲ୍ ପଠାଇ ଦିଆଯାଇଛି । ଟ୍ରାଭେଲ ଏଜେନ୍ସୀ ସ୍କାଏକିଙ୍ଗକୁ ୬୫ ଲକ୍ଷ ଟଙ୍କା ଠକିଥିବା ନେଇ ଆକାଶଙ୍କ ନାଁରେ ଅଭିଯୋଗ ଆସିବା ପରେ କମିଶନରେଟ ପୋଲିସ ଏ ନେଇ ଖୋଳତାଡ…

ସ୍କାଏ କିଙ୍ଗ୍ ଠକେଇ ମାମଲାରେ ଆକାଶଙ୍କ ରିମାଣ୍ଡ ଅବଧି ଶେଷ, ଉଦ୍ଦେଶ୍ୟ ପୂରଣ ହୋଇଥିବା କହିଲେ ଡିସିପି

ଭୁବନେଶ୍ୱର – ଟ୍ରାଭେଲ ଏଜେନସୀ ସ୍କାଏ କିଙ୍ଗକୁ ୬୫ ଲକ୍ଷ ଟଙ୍କା ଠକେଇ ମାମଲାରେ ଆକାଶ ପାଠକଙ୍କ ୪ ଦିନିଆ ରିମାଣ୍ଡ ଅବଧି ଶେଷ ହୋଇଛି । କମିଶନରେଟ ପୋଲିସ, ଆକାଶଙ୍କୁ ରିମାଣ୍ଡରେ ନେଇଥିଲା । ଯେଉଁ ଉଦ୍ଦେଶ୍ୟ ରଖି ଆକାଶଙ୍କୁ ରିମାଣ୍ଡରେ ଅଣାଯାଇଥଲା, ସେହି ଉଦ୍ଦେଶ୍ୟ ପୂରଣ ହୋଇଛି ବୋଲି…

ସ୍କାଏ କିଙ୍ଗ୍ ଉପରେ ୬୫ ଲକ୍ଷ ଟଙ୍କା ବକେୟା ଥିବା ମାନିଲେ ଆକାଶ ପାଠକ

ଭୁବନେଶ୍ୱର-ଟ୍ରାଭେଲ ଏଜେନସୀ ସ୍କାଏ କିଙ୍ଗ୍ ଉପରେ ୬୫ ଲକ୍ଷ ଟଙ୍କା ବକେୟା ଥିବା ନେଇ ଆକାଶ ପାଠକ ସ୍ୱୀକାର କରିଛନ୍ତି । କମିଶନଟରେଟ ପୋଲିସ ଆଗରେ ଏ କଥା ସ୍ୱୀକାର କରିଛନ୍ତି ଆକାଶ ପାଠକ । ଟାଟା ମୋଟର୍ସର ସେ ଏମ୍‌ଡି ନ ଥିଲେ ବୋଲି ଆକାଶ ପାଠକ ମାନିଛନ୍ତି । ଟଙ୍କା ଟ୍ରାଞ୍ଜାକସନ୍‌,…

ପାଠକ ବାପ-ପୁଅ ଆୟ ବହିର୍ଭୂତ ସଂପତି ଠୁଳ ମାମଲାର ତଦନ୍ତ ପାଇଁ ବ୍ରହ୍ମପୁରରେ ପୁଣି ଭିଜିଲାନ୍ସ ଟିମ୍

‌ବ୍ରହ୍ମପୁର- ପାଠକ ବାପ-ପୁଅଙ୍କ ଆୟ ବହିର୍ଭୂତ ସଂପତି ଠୁଳ ମାମଲାର ତଦନ୍ତ ପାଇଁ ପୁଣି ଥରେ ବ୍ରହ୍ମପୁରରେ ପହଂଚିଛି ଭିଜିଲାନ୍ସ ଟିମ୍ । ଭିଜିଲାନ୍ସ ସେଲ ଡିଏସପି ସଂଧ୍ୟାରାଣୀ ସାହୁଙ୍କ ନେତୃତ୍ୱରେ ମାମଲାର ତଦନ୍ତ କରାଯିବ । କିିଛିଦିନ ତଳେ ବ୍ରହ୍ମପୁରରେ ତଦନ୍ତ କରି ଫେରିଥିଲା ଟିମ୍ ।…