ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ଜେଲ୍ ଗଲେ କୋଟିପତି କିରାଣି

ଭୁବନେଶ୍ୱର- ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ଗିରଫ ହୋଇଛନ୍ତି ଭୁବନେଶ୍ୱର ଆର୍ ଆଣ୍ଡ ବି ଡିଭିଜନ-୧ର ବରିଷ୍ଠ କିରାଣି ଅସିତ ନାୟକ । ଭୁବନେଶ୍ୱର ଭିଜିିଲାନ୍ସ ଡିଭିଜନ ତାଙ୍କୁ ଗିରଫ କରିଛି । ମଙ୍ଗଳବାର ଅସିତଙ୍କ ଘରେ ଚଢାଉ କରିଥିଲା ଭିଜିଲାନ୍ସ । ଚଢାଉ ପରେ ୫ କୋଟି ୨୩ ଲକ୍ଷରୁ ଅଧିକ ସଂପତ୍ତି ଠାବ ହୋଇଥିଲା ।

Comments are closed.