କଥାକାର ରାମଚନ୍ଦ୍ର ବେହେରାଙ୍କୁ ମିଳିବ ଅତିବଡି ଜଗନ୍ନାଥ ଦାସ ପୁରସ୍କାର

ଭୁବନେଶ୍ଵର: ୨୦୨୦ ମସିହା ନିମନ୍ତେ ମର୍ଯ୍ୟାଦାଜନକ ସର୍ବୋଚ୍ଚ ସାରସ୍ଵତ ସମ୍ମାନ ଅତିବଡି ଜଗନ୍ନାଥ ଦାସ ପୁରସ୍କାର ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଘୋଷଣା କରାଯାଇଛି । କଥାକାର ରାମଚନ୍ଦ୍ର ବେହେରା ପାଇବେ ଏହି ସମ୍ମାନଜନକ ପୁରସ୍କାର। ଏଥିସହ ବୟୋଜ୍ୟେଷ୍ଠ ସାରସ୍ଵତ ସାଧକ-ସାଧିକା ସମ୍ବର୍ଦ୍ଧନା ପାଇଁ ୧୫ ଜଣଙ୍କ ନାମ ଘୋଷଣା ହୋଇଛି।

Comments are closed.