ନାବାଳିକା ହତ୍ୟା ଓ ଦୁଷ୍କର୍ମ ମାମଲାରେ ଆଜି ଅଭିଯୁକ୍ତର ନାର୍କୋ ଟେଷ୍ଟ ନେଇ ଏସଆଇଟି ଆବେଦନର ଶୁଣାଣି

ନୟାଗଡ- ନୟାଗଡ ଯଦୁପୁରର ବହୁଚର୍ଚ୍ଚିତ ନାବାଳିକା ହତ୍ୟା ଓ ଦୁଷ୍କର୍ମ ମାମଲାରେ ଆଜି ଅଭିଯୁକ୍ତ ନାବାଳକର ନାର୍କୋ ଟେଷ୍ଟର ଶୁଣାଣି ହେବ । ଏଥିପାଇଁ ଏସଆଇଟି ଆବେଦନ କରିଥିଲା । ଏସଆଇଟିର ଆବେଦନ ଉପରେ ଜୁଭେଇନାଲ ଜଷ୍ଟିସବୋର୍ଡରେ ଶୁଣାଣି ହେବ । ଏଥିପାଇଁ ନୟାଗଡରେ କ୍ରାଇମବ୍ରାଂଚ ଏସଆଇଟିର ପୂୂରା ଟିମ ପହଂଚିଛନ୍ତି । ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ ବି ବଡ କାର୍ଯ୍ୟାନୁଷ୍ଠାନ ହେବା ସମ୍ଭାବନା ରହିଛି ।

Comments are closed.