Browsing Tag

Nayagarh Minor Girl Murder Case

ପରୀ ମାମଲାରେ ସିବିଆଇକୁ ସୁପ୍ରିମକୋର୍ଟଙ୍କ ନୋଟିସ

ଭୁବନେଶ୍ୱର- ବହୁଚର୍ଚ୍ଚିତ ପରୀ ଦୁଷ୍କର୍ମ ଓ ହତ୍ୟା ମାମଲାର ସିବିଆଇ ଯାଂଚ ଦାବି କରି ମାଆ ସୌଦାମିନୀ ସାହୁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ତ ହୋଇଛନ୍ତି । ସୌଦାମିନୀଙ୍କ ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ ଆଜି ସିବିଆଇକୁ ନୋଟିସ ଜାରି କରିଛନ୍ତି । ଜବାବ ଦାଖଲ ପାଇଁ ସିବିଆଇକୁ ନୋଟିସ…

ନୟାଗଡ ପରୀ ମୃତ୍ୟୁ ମାମଲାରେ ଅଭିଯୁକ୍ତର ନାର୍କୋ ଟେଷ୍ଟ ହେବ ନାହିଁ

ନୟାଗଡ- ନୟାଗଡ ପରୀ ମୃତ୍ୟୁ ମାମଲାରେ ଅଭିଯୁକ୍ତର ନାର୍କୋ ଟେଷ୍ଟ ହେବ ନାହିଁ । ନାର୍କୋ ଟେଷ୍ଟ ପାଇଁ ଅଭିଯୁକ୍ତ ରାଜି ହୋଇନାହିଁ । ଅଭିଯୁକ୍ତର ସମ୍ମତି ନ ମିଳିବାରୁ ଜୁଭେଇନାଲ ଜଷ୍ଟିସ ବୋର୍ଡ ଏ ନେଇ ଏସଆଇଟିକୁ ଅନୁମତି ଦେଇନାହାନ୍ତି । ଅଭିଯୁକ୍ତର ନାର୍କୋ ଟେଷ୍ଟ ପାଇଁ ଏସଆଇଟି ଆବେଦନ…

ନାବାଳିକା ହତ୍ୟା ଓ ଦୁଷ୍କର୍ମ ମାମଲାରେ ଆଜି ଅଭିଯୁକ୍ତର ନାର୍କୋ ଟେଷ୍ଟ ନେଇ ଏସଆଇଟି ଆବେଦନର ଶୁଣାଣି

ନୟାଗଡ- ନୟାଗଡ ଯଦୁପୁରର ବହୁଚର୍ଚ୍ଚିତ ନାବାଳିକା ହତ୍ୟା ଓ ଦୁଷ୍କର୍ମ ମାମଲାରେ ଆଜି ଅଭିଯୁକ୍ତ ନାବାଳକର ନାର୍କୋ ଟେଷ୍ଟର ଶୁଣାଣି ହେବ । ଏଥିପାଇଁ ଏସଆଇଟି ଆବେଦନ କରିଥିଲା । ଏସଆଇଟିର ଆବେଦନ ଉପରେ ଜୁଭେଇନାଲ ଜଷ୍ଟିସବୋର୍ଡରେ ଶୁଣାଣି ହେବ । ଏଥିପାଇଁ ନୟାଗଡରେ କ୍ରାଇମବ୍ରାଂଚ ଏସଆଇଟିର…

ନୟାଗଡ ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା : ଅଭିଯୁକ୍ତକୁ ସାବାଳକ ପ୍ରମାଣ ପାଇଁ ଉଦ୍ୟମ ହେବ ବୋଲି କହିଲା ଏସଆଇଟି

ନୟାଗଡ-ବହୁଚର୍ଚ୍ଚିତ ନୟାଗଡ ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତକୁ ପକ୍ସୋ କୋର୍ଟ ନାବାଳକା ଦର୍ଶାଇବା ପରେ ଏସଆଇଟି ପକ୍ଷରୁ ପ୍ରତିକ୍ରିୟା ଆସିଛି । ଅଭିଯୁକ୍ତକୁ ସାବାଳକ ପ୍ରମାଣ କରିବା ପାଇଁ ଉଦ୍ୟମ କରାଯିବ ବୋଲି ଏସଆଇଟି ପକ୍ଷରୁ କୁହାଯାଇଛି । ୧୬ରୁ ୧୮ ବର୍ଷର ନାବାଳକ…

ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତକୁ ନାବାଳକ ଦର୍ଶାଇଲେ ପକ୍ସୋ କୋର୍ଟ, ଜୁଭେଇନାଲ ଜଷ୍ଟିସ ବୋର୍ଡକୁ…

ନୟାଗଡ- ବହୁଚର୍ଚ୍ଚିତ ନୟାଗଡ ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଅଭିଯୁକ୍ତର ବୟସ ମାମଲା ନେଇ ରାୟ ପ୍ରକାଶ କରିଛନ୍ତି ନୟାଗଡ ପକ୍ସୋ କୋର୍ଟ । ୧୮ ବର୍ଷରୁ କମ୍ ଥିବାରୁ ଅଭିଯୁକ୍ତକୁ ଜୁଭେଇନାଲ କୋର୍ଟରେ ହାଜର କରିବାକୁ ଏସଆଇଟିକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଅଭିଯୁକ୍ତର ବୟସ ନେଇ…

ନୟାଗଡ ନାବାଳିକା ହତ୍ୟା ମାମଲା : ଅଭିଯୁକ୍ତ ସରୋଜର ନାର୍କୋ ଟେଷ୍ଟ ପାଇଁ ପକ୍ସୋ କୋର୍ଟରେ ଏସଆଇଟିର ଆବେଦନ

ଭୁବନେଶ୍ୱର- ବହୁଚର୍ଚ୍ଚିତ ନୟାଗଡ ଜିଲ୍ଲା ଯଦୁପୁର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତ ସରୋଜ ସେଠୀର ନାର୍କୋ ଆନାଲିସିସ ଟେଷ୍ଟ ପାଇଁ ସ୍ୱତନ୍ତ୍ର ତଦନ୍ତକାରୀ ଦଳ –ଏସଆଇଟି ଆବେଦନ କରିଛି । ନାର୍କୋ ଆନାଲିସିସ ଟେଷ୍ଟ ପାଇଁ ପକ୍ସୋ କୋର୍ଟରେ ଆବେଦନ କରିଛି ଏସଆଇଟି । ଏହି…