ରାଜ୍ୟରେ ୨୦୬ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଗତ ୨୪ ଘଂଟାରେ ୨୦୬ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୧୧୯ ଓ ସ୍ଥାନୀୟ ଅଂଚଳରୁ ୮୭ ଜଣ ଚିହ୍ନଟ ହୋଇଛନ୍ତି । ଅନୁଗୁଳ ଜିଲ୍ଲାରୁ ୨୭, ବଲାଙ୍ଗୀରରୁ ୨୬, ସୁନ୍ଦରଗଡରୁ ୨୬, ଖୋର୍ଦ୍ଧାରୁ ୧୮, ବରଗଡରୁ ୧୬, ସମ୍ବଲପୁରରୁ ୧୬ , କଟକରୁ ୬, ପୁରୀରୁ ୪ ଓ ଗଞ୍ଜାମ ଜିଲ୍ଲାରୁ ୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Comments are closed.