ଲିଙ୍ଗରାଜ ମନ୍ଦିର ସଂପର୍କିତ ବାଇ-ଲ’ ପ୍ରତ୍ୟାହାର ଦାବି କଲେ ସେବାୟତ ନିଯୋଗ

ଭୁବନେଶ୍ୱର- ଲିଙ୍ଗରାଜ ମନ୍ଦିର ସଂପର୍କିତ ବାଇ-ଲ’ ପ୍ରତ୍ୟାହାର ଦାବି କରିଛି ସେବାୟତ ନିଯୋଗ । ଏହା ପ୍ରତ୍ୟାହାର ନ ହେଲେ ଜୋରଦାର ଆନ୍ଦୋଳନ ହେବ ବୋଲି ୪ଟି ସେବାୟତ ନିଯୋଗ ପକ୍ଷରୁ ଚେତାବନୀ ଦିଆଯାଇଛି । ମନ୍ଦିରର ଉନ୍ନତିକରଣ କାମ ବନ୍ଦ ପାଇଁ ରାଜନୀତି କରାଯାଉଥିବା ଅଭିଯୋଗ କରିଛି ସେବାୟତ ନିଯୋଗ । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସେବାୟତ ନିଯୋଗ ପକ୍ଷରୁ ବାଇ-ଲ ପ୍ରତ୍ୟାହାର ପାଇଁ ଦାବି ହୋଇଛି ।

Comments are closed.