Browsing Tag

Lingaraj Temple

ଗୁଜବ ସୃଷ୍ଟିକାରୀଙ୍କୁ ପୁଣି ଶକ୍ତ ଧକ୍କା: ଏକାମ୍ର ହେରିଟେଜ କାର୍ଯ୍ୟ ସମୀକ୍ଷା କଲେ ନବୀନ

ଭୁବନେଶ୍ବର: ପୁଣି ଗୁଜବ ସୃଷ୍ଟିକାରୀଙ୍କୁ ଶକ୍ତ ଧକ୍କା ଲାଗିଛି। ବାରମ୍ବାର ମୁଖ୍ୟମନ୍ତ୍ରୀଙ୍କ ସ୍ବାସ୍ଥ୍ୟକୁ ନେଇ ଅପପ୍ରଚାର କରୁଥିବା ଗୋଷ୍ଠୀଙ୍କୁ ମୁହଁ ଲୁଚାଇବାକୁ ଜାଗା ମିଳିନି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହାପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ ସହ ଏକାମ୍ର ହେରିଟେଜ କାର୍ଯ୍ୟ…

କିଛି ସମୟପରେ ଏକାମ୍ର ଯୋଜନାର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର -  କିଛି ସମୟ ପରେ ଲିଙ୍ଗରାଜ ମନ୍ଦିର ଯାଇ ଏକାମ୍ର ଯୋଜନାର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲିଙ୍ଗରାଜ ମନ୍ଦିର ଓ ଆଖପାଖ ଅଞ୍ଚଳରେ ବିକାଶ କାର୍ଯ୍ୟର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ସେପଟେମ୍ବର ପହିଲାରୁ ଖୋଲିବ ଶ୍ରୀଲିଙ୍ଗରାଜ ମନ୍ଦିର, ଭକ୍ତଙ୍କୁ ଗର୍ଭଗୃହ ପ୍ରବେଶ ମନା

ଭୁବନେଶ୍ୱର- ଆସନ୍ତାମାସ ପହିଲାରୁ ଖୋଲିବ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ମନ୍ଦିର । କୋଭିଡ କଟକଣା ମାନି ଶ୍ରଦ୍ଧାଳୁମାନେ ମନ୍ଦିର ପ୍ରବେଶ କରିପାରିବେ । କୋଭିଡ ଟିକାର ୨ଟିଯାକ ଡୋଜ୍ ନେଇଥିବା ଶ୍ରଦ୍ଧାଳୁମାନେ ହିଁ ମନ୍ଦିର ଭିତରକୁ ପ୍ରବେଶ କରିପାରିବେ । ଭକ୍ତମାନେ ଶ୍ରୀଲିଙ୍ଗରାଜ ମନ୍ଦିରର…

ଶ୍ରୀଲିଙ୍ଗରାଜ ମନ୍ଦିରରେ ଏଥର କୋଭିଡ କଟକଣାରେ ପାଳନ ହେବ ଶିବରାତ୍ରୀ, ଆଡକାଠରୁ ହେବ ଦର୍ଶନ

ଭୁବନେଶ୍ୱର- ଏଥର କୋଭିଡ କଟକଣାରେ ପାଳନ କରାଯିବ ମହାଶିବରାତ୍ରୀ । ଭୁବନେଶ୍ୱର ଶ୍ରୀଲିଙ୍ଗରାଜ ମନ୍ଦିରରେ ଜାଗର ପାଳନ ବେଳେ କୋଭିଡ କଟକଣା ମାନିବାକୁ ପଡିବ । ଏଥର ଆଡକାଠରୁ ହେବ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ । ଗର୍ଭଗୃହକୁ ଯିବା ପାଇଁ ଅନୁମତି ମିଳିବ ନାହିଁ । ଛୋଟ ପିଲା ଓ ୬୦ରୁ ଅଧିକ ବୟସ୍କ…