ଉପନିର୍ବାଚନ : ତିର୍ତୋଲ ଓ ବାଲେଶ୍ୱର ସଦର ଆସନରେ ବିଜେଡି ପ୍ରାର୍ଥୀ ଆଗୁଆ

ଭୁବନେଶ୍ୱର- ତିର୍ତୋଲ ଆସନରେ ଉପନିର୍ବାଚନର ଭୋଟ୍ ଗଣତି ଜାରି ରହିଛି । ତୃତୀୟ ରାଉଣ୍ଡ ଗଣତି ପରେ ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ୧୧ ହଜାର ୪୦୪ଟି ଭୋଟ୍ ପାଇଥିବା ବେଳେ ବିଜେପି ପ୍ରାର୍ଥୀଙ୍କୁ ମିଳିଛି ୬ ହଜାର ୯୫୯ଟି ଭୋଟ୍ । କଂଗ୍ରେସ ପ୍ରାର୍ଥୀଙ୍କୁ ୧ ହଜାର ୧୬୭୭ ଭୋଟ୍ ମିଳିଛି ।

ବାଲେଶ୍ୱର ସଦର ବିଧାନସଭା ଉପନିର୍ବାଚନର ଭୋଟ୍ ଗଣତି ଜାରି ରହିଛି । ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସ ୩ ହଜାର ୬୬୯, ବିଜେପି ପ୍ରାର୍ଥୀ ୩ ହଜାର ୨୩୦ ଭୋଟ୍ ପାଇଛନ୍ତି ।

Comments are closed.