କଟକ, ଭୁବନେଶ୍ୱରରେ କୋଭିଡ ହସପିଟାଲରେ ଆଇସିୟୁ ଓ ଭେଟିଂଲେଟର ଯାଂଚ ପାଇଁ କମିଟି ଗଠନ

ଭୁବନେଶ୍ୱର- କଟକ ଓ ଭୁବନେଶ୍ୱରରେ ଆଇସିୟୁ ଏବଂ ଭେଂଟିଲେଟର ଯାଂଚ ପାଇଁ ଗଠିତ ହୋଇଛି ସ୍ୱତନ୍ତ୍ର ଟିମ୍ । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୪ ଜଣିଆ ବିଶେଷଜ୍ଞ କମିଟି ଗଠନ ହୋଇଛି । କମିଟି କଟକ ଓ ଭୁବନେଶ୍ୱରରେ କୋଭିଡ ହସପିଟାଲ ବୁଲି ସ୍ଥିତି ଅନୁଧ୍ୟାନ କରିବେ । ଗୁରୁତର ରୋଗୀଙ୍କୁ ଆଇସିୟୁ ବେଡ୍ ମିଳୁଛି କି ନାହିଁ , ତାହା ଯାଂଚ କରିବ ବିଶେଷଜ୍ଞ କମିଟି ।

Comments are closed.