ପ୍ରଫେସର ସଞ୍ଜୟ କୁମାର ନାୟକ ରେଭେନସାର ନୂଆ କୁଳପତି

ଭୁବନେଶ୍ୱର- ପ୍ରଫେସର ସଞ୍ଜୟ କୁମାର ନାୟକଙ୍କୁ ରେଭେନସା ବିଶ୍ୱବିଦ୍ୟାଳୟର ନୂଆ କୁଳପତି ଭାବେ ନିଯୁକ୍ତି ଦିଆଯାଇଛି । ରାଜ୍ୟପାଳ ତଥା କୁଳାଧିପତି ପ୍ରଫେସର ଗଣେଶୀ ଲାଲଙ୍କୁ ନିଯୁକ୍ତି ଦେଇଛନ୍ତି । ସଞ୍ଜୟ ନାୟକଙ୍କୁ ୪ ବର୍ଷ ପାଇଁ ନିଯୁକ୍ତି ଦିଆଯାଇଛି । ଚେନ୍ନାଇ ସିପେଟ୍‌ରେ ବର୍ତ୍ତମାନ ମହାନିର୍ଦ୍ଦେଶକ ଅଛନ୍ତି ସଞ୍ଜୟ । ୩୪ ବର୍ଷର ଅଭିଜ୍ଞତା ସହ ୩୫ଟି ପୁସ୍ତକ ରଚନା କରିଛନ୍ତି ସଞ୍ଜୟ ନାୟକ ।

Comments are closed.