ନୂଆ ଜନସଂଖ୍ୟା ନୀତି ଘୋଷଣା କଲେ ଉତ୍ତର ପ୍ରଦେଶ ସରକାର

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରବିବାର ବିଶ୍ୱ ଜନସଂଖ୍ୟା ଦିବସ ଅବସରରେ ରାଜ୍ୟ ପାଇଁ ଜନସଂଖ୍ୟା ନୀତି ୨୦୨୧-୩୦ ଘୋଷଣା କରିଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ ଜନସଂଖ୍ୟା ବୃଦ୍ଧି ବିକାଶ ପଥରେ ଅନ୍ତରାୟ ସୃଷ୍ଟି କରିପାରେ। ସେ କହିଛନ୍ତି ଯେ ସମୟ ସମୟରେ ଏହି…

ଶଙ୍କରାଚାର୍ଯ୍ୟଙ୍କୁ ନିମନ୍ତ୍ରଣ

ପୁରୀ : ରଥଯାତ୍ରା ପାଇଁ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ନିମନ୍ତ୍ରଣ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ କୁମାର। ରଥରେ ମହାପ୍ରଭୁଙଙ୍କ ଦର୍ଶନ ପାଇଁ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ନିମନ୍ତ୍ରଣ । ଜଗଦଗୁରୁଙ୍କୁ ବିଧିବଦ୍ଧ ନିମନ୍ତ୍ରଣ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।…

ପଦ୍ମ ସମ୍ମାନ ପାଇଁ ନିଜ ପସନ୍ଦର ପ୍ରେରଣାଦାୟୀ ବ୍ୟକ୍ତିଙ୍କୁ ଚୟନ କରିବାକୁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅପିଲ

ନୂଆଦିଲ୍ଲୀ: ପଦ୍ମ ସମ୍ମାନ ପାଇଁ ଲୋକଙ୍କୁ ନିଜ ପସନ୍ଦର ପ୍ରାର୍ଥୀଙ୍କ ନାମ ସୁପାରିସ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅପିଲ କରିଛନ୍ତି । ତୃଣମୂଳ ସ୍ତରରେ ସମାଜ ପ୍ରତି ଉଲ୍ଲେଖନୀୟ ଅବଦାନ ଥିବା ପ୍ରେରଣାଦାୟୀ ବ୍ୟକ୍ତି ବିଶେଷଙ୍କୁ ପଦ୍ମ ସମ୍ମାନ ପାଇଁ ଚୟନ କରିବା ପାଇଁ ମୋଦି…

ଆଜି ତିନିରଥର ଦକ୍ଷିଣୀ ମୋଡ଼, ରଥଖଳାରୁ ରଥ ଯିବ ସିଂହଦ୍ଵାରକୁ

ଆଜି ତିନିରଥ ଦକ୍ଷିଣୀ ମୋଡ଼ ହୋଇ ସିଂହଦ୍ଵାରରେ ଲାଗିବ। ଆସନ୍ତା କାଲି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା। ରଥଖଳାରେ ତିନିରଥର ସମ୍ପୂର୍ଣ୍ଣ ପ୍ରସ୍ତୁତି ସରିଛି। ଆଜି ମହାପ୍ରଭୁଙ୍କ ସକାଳ ଧୂପ ଶେଷ ହେବାପରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରୁ ରଥଖଳାକୁ ଆଜ୍ଞାମାଳ ବିଜେ କରିବେ।…

ହୀରାକୁଦରୁ ଛଡାଗଲା ପ୍ରଥମ ବନ୍ୟାଜଳ, ୨ ଗେଟ୍ ଖୋଲିଲା

ସମ୍ବଲପୁର: ହୀରାକୁଦରୁ ଆଜି ପ୍ରଥମ ବନ୍ଯାଜଳ ନିଷ୍କାସିତ ହୋଇଛି । ଲେପ୍ଟ ପଟର ଦୁଇଟି ଗେଟ୍ ଖୋଲାଯାଇ ପ୍ରାୟ ୨୭ ଲଖ୍ୟ କ୍ୟୁସେକ ଜଳ ନିଷ୍କାସିତ ହେଉଛି । ପୂଜାର୍ଚ୍ଚନା ପରେ ବାମ ପାର୍ଶ୍ୱ ରେ ପ୍ରଥମେ ଗୋଟିଏ ପରେ ଗୋଟିଏ ସମୁଦାୟ ୨ଟି ସୁଇସ ଗେଟ ଦେଇ ବନ୍ୟାଜଳ ନିଷ୍କାସନ ଆରମ୍ଭ ହୋଇଥିବା…

ବିନୟ ପ୍ରକାଶଙ୍କୁ ଅଭିଯୋଗ ଅଧିକାରୀ ଭାବେ ନିଯୁକ୍ତ କଲା ଟ୍ବିଟର୍

ନୂଆଦିଲ୍ଲୀ: ଟ୍ୱିଟର ବିନୟ ପ୍ରକାଶଙ୍କୁ ଭାରତରେ ନିଜ କମ୍ପାନୀର ରେସିଡେଣ୍ଟ ଅଭିଯୋଗ ଅଧିକାରୀ ଭାବେ ନିଯୁକ୍ତ କରିଛି। ଏହି ସୂଚନା କମ୍ପାନୀର ୱେବସାଇଟରେ ଦିଆଯାଇଛି | ଗୁରୁବାର ଦିନ ଦିଲ୍ଲୀ ହାଇକୋର୍ଟରେ କମ୍ପାନୀ କହିଥିଲା ଯେ ନୂଆ ଆଇଟି ନିୟମ ଅନୁଯାୟୀ ଅଭିଯୋଗ ଅଧିକାରୀ (ଆବାସିକ ଅଭିଯୋଗ…

ଶ୍ରୀମନ୍ଦିରରୁ ଆଜ୍ଞାମାଳ ବିଜେ ହେଲା ପରେ ସିଂହଦ୍ୱାରରେ ତିନିରଥ, ଆଜି ମହାପ୍ରଭୁଙ୍କ ଉଭାଯାତ୍ରା

ଭୁବନେଶ୍ୱର- ଆସନ୍ତାକାଲି ପବିତ୍ର ଘୋଷଯାତ୍ରା । ବଡ ଭାଇ ବଳଭଦ୍ର ଓ ଉଉଣୀ ସୁଭଦ୍ରାଙ୍କୁ ନେଇ ରତ୍ନବେଦୀରୁ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା କରିବେ କାଳିଆ ଠାକୁର । ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ଆଜି ଶ୍ରୀମନ୍ଦିରରୁ ତିନି ରଥକୁ ବିଜେ ହୋଇଛି ଆଜ୍ଞାମାଳ । ସକାଳ ଧୂପ ନୀତି ପରେ…

ଶ୍ରୀକ୍ଷେତ୍ରରେ ଶ୍ରୀଗୁଣ୍ଡିଚା ମାର୍ଜନ ପରମ୍ପରା

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦ୍ଵାଦଶ ଯାତ୍ରା ମଧ୍ୟରୁ ଶ୍ରେଷ୍ଠ ଯାତ୍ରା ହେଉଛି ରଥଯାତ୍ରା। କେଉଁ ଆବହମାନ କାଳରୁ ଏହି ପତିତପାବନ ଯାତ୍ରା ଅନୁଷ୍ଠିତ ହୋଇ ଆସୁଅଛି। ଏହି ପବିତ୍ର ଯାତ୍ରାକୁ ଦର୍ଶନ କରିବା ପାଇଁ ଭାରତର କୋଣ ଅନୁକୋଣରୁ ଛୁଟି ଆସିଛନ୍ତି ଅନେକ ସାଧୁସନ୍ଥ, ଭକ୍ତ ଓ ଅବତାରି…

କଳାକୃତିରେ ଶ୍ରୀଜଗନ୍ନାଥ ସଂସ୍କୃତି

ଘୋଷଯାତ୍ରା ଆସିଲେ ପ୍ରତିଟି ଓଡ଼ିଆର ମନ ଉଲ୍ଲସିତ ହୋଇ ଉଠେ। ବଡ଼ ଠାକୁରଙ୍କ ବଡ଼ ଯାତ ଇଏ। ତେଣୁ ଯିଏ ଯେମିତି ପାରିଲା ନିଜ ଅନୁସାରେ ମହାବାହୁଙ୍କୁ ଅର୍ପଣ କରିଥାଏ ନିଜ ଭକ୍ତିର ଅର୍ଘ୍ୟ। ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହରର ତିନି ଶିଳ୍ପୀ ଜଗତର ନାଥଙ୍କ ଏହି ପବିତ୍ର ପର୍ବ ଅବସରରେ ନିଜର…