ମହାଶିବରାତ୍ରୀ ଉପଲକ୍ଷେ ବିଭିନ୍ନ ଶିବ ମନ୍ଦିରରେ ଭିଡ, ଶ୍ରୀ ଲିଙ୍ଗରାଜ ମନ୍ଦିରରେ ରାତି ୧୦ରେ ଉଠିବ ମହାଦୀପ

ଭୁବନେଶ୍ୱର - ଆଜି ପବିତ୍ର ମହାଶିବରାତ୍ରି। ଜାଗର ପାଇଁ ସକାଳୁ ସକାଳୁ ବିଭିନ୍ନ ଶିବ ମନ୍ଦିରରେ ଓ ଶୈବପୀଠରେ ଶ୍ରଦ୍ଧାଳୁମାନଙ୍କର ଭିଡ଼ ଲାଗିଛି । ଭୁବନେଶ୍ୱରର ଶ୍ରୀ ଲିଙ୍ଗରାଜ ମନ୍ଦିରରେ କୋଭିଡ୍ କଟକଣା ଭିତରେ ଶ୍ରଦ୍ଧାଳୁମାନେ ଦର୍ଶନ କରୁଛନ୍ତି। ଆଜି ରାତି ୧୦ ଟାରେ ଉଠିବ ପ୍ରଭୁ…

କ୍ରୀଡାରେ ବି ଏକଘରିକିଆ ରୁଷ, ଫିଫା ବିଶ୍ବକପରୁ ବହିଷ୍କୃତ, ଆଇଓସି ଲଗାଇଲା କଟକଣା

ପ୍ୟାରିସ୍: ୟୁକ୍ରେନକୁ ଆକ୍ରମଣ ପାଇଁ ରୁଷକୁ ଅନ୍ତର୍ଜାତୀୟ ସମୁଦାୟ ପକ୍ଷରୁ ଏକଘରିକିଆ କରିବା ଅଭିଯାନ ଆରମ୍ଭ ହୋଇଛି। ଏପରିକି କ୍ରୀଡ଼ା ଜଗତ ମଧ୍ୟ ରୁଷ ବିରୋଧରେ କଡ଼ା ପଦକ୍ଷେପ ନେଇଛି । ବିଶ୍ୱର ସବୁଠୁ ବଡ଼ ଫୁଟବଲ୍ ସଂସ୍ଥା ଫିଫା ଏବଂ ୟୁରୋପୀୟ ଫୁଟବଲ୍ ସଂଘ (ୟୁଏଫା) ରୁଷ ଉପରେ କଟକଣା…

ନିଜର ହିଁ ରେକର୍ଡ଼ ଭାଙ୍ଗିଲା ବିଜେଡି

ଭୁବନେଶ୍ୱର - ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜେଡିର ଏକତରଫା ଓ ବିପୁଳ ବିଜୟ ହୋଇଛି । ୨୦୧୨ରେ ଜିତିଥିବା ଆସନଠାରୁ ଏଥର ଅଧିକ ଆସନ ଜିତି ରେକର୍ଡ କରିଛି ଶାସକ ଦଳ । ଘୋଷିତ ୮୨୯ ଜିଲ୍ଲା ପରିଷଦ ଜୋନରୁ ୭୪୩ଟିରେ ବିଜେଡି ବିଜୟୀ ହୋଇଛି । ବିଜେପି ୪୨ ଓ କଂଗ୍ରେସ ୩୭ଟି ଜୋନରେ ବିଜୟୀ…

ରାଜନୀତି ମଇଦାନରେ ଚମକିଲେ ଗୋପବନ୍ଧୁ

ବ୍ରହ୍ମପୁର: ଇତିହାସର ପୁନରାବୃତ୍ତି ଆଉ ଇତିହାସରେ ପରିବର୍ତ୍ତନ ମଧ୍ୟ। ହଁ ଏକାଥରକେ ଉଭୟ ଉଲ୍ଲେଖନୀୟ ଘଟଣା ଦେଖିବାକୁ ମିଳିଛି ଯେବେ ପଞ୍ଚାୟତ ନିର୍ବାଚନର ଫଳ ସମ୍ପୂର୍ଣ୍ଣ ରୂପେ ପ୍ରକାଶ ପାଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଜ ଗଞ୍ଜାମ ଜିଲ୍ଲାରେ ଲଗାତାର ପଞ୍ଚମ ଥର ପାଇଁ…

ଆଜି ଜାଗର, କ୍ଷୁଦ୍ର କଳାକୃତି କଲେ ଦୁଇ ଯୁବ ଶିଳ୍ପୀ

ବ୍ରହ୍ମପୁର: ମହାଶିବରାତ୍ରୀ ଅବସରରେ ନିଜ ନିଜ ପ୍ରତିଭାର ପ୍ରଦର୍ଶନ କରି କ୍ଷୁଦ୍ରାତିକ୍ଷୁଦ୍ର କଳାକୃତି ପ୍ରସ୍ତୁତ କରିଛନ୍ତି ବ୍ରହ୍ମପୁର ସହରର ଦୁଇ ଯୁବ ଓ ଉଦୀୟମାନ ଶିଳ୍ପୀ। କ୍ଷୁଦ୍ର କାଷ୍ଟ ଶିଳ୍ପୀ ଦିଲ୍ଲୀପ ମହାରଣା ଏକ ଇଞ୍ଚ ଉଚ୍ଚତା ବିଶିଷ୍ଟ କାଠର ଏକ କ୍ଷୁଦ୍ର ଶିବ ମୂର୍ତ୍ତି…

ମହା ଶିବରାତ୍ରି: ଜଗତର କଲ୍ୟାଣପାଇଁ ଭଗବାନ ଶିବ ଏହିଦିନ ଲିଙ୍ଗ ରୂପରେ ପ୍ରକଟ ହୋଇଥିଲେ

ମୁନି ସନତ କୁମାରଙ୍କ ମତରେ ଶିବଙ୍କୁ ପ୍ରସନ୍ନ କରିବାର ଦଶଗୋଟି ବ୍ରତ ଅଛି । ସେଥି ମଧ୍ୟରୁ ଶିବରାତ୍ରି ବ୍ରତ ସର୍ବଶ୍ରେଷ୍ଠ ଓ ସର୍ବକାମପ୍ରଦ ଅଟେ। ମହା ଶିବରାତ୍ରି ଏକ ହିନ୍ଦୁ ପର୍ବ । ଏହି ଦିନ ଭଗବାନ ଶିବଙ୍କ ପୂଜା କରାଯାଇଥାଏ । ଫାଲ୍‌ଗୁନ ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ଦିନ ଏହି ପର୍ବ…

ଗୀତା ମାହାତ୍ମ୍ୟ: ଯତସାଂଖ୍ୟ ପ୍ରାପ୍ୟତେ ସ୍ଥାନାଂ ତଦ୍ୟଗୈରପି ଗମ୍ୟତେ। ଏବଂ ସାଂଖ୍ୟ ଚ ଯୋଗଂ ଚ ଯାଃ ପଶ୍ୟତି ସ…

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ ପଞ୍ଚମଅଧ୍ୟାୟ ରେ କର୍ମସନ୍ୟାସ ଯୋଗ ସମ୍ବନ୍ଧରେ କହୁଛନ୍ତି : - ଯତସାଂଖ୍ୟ ପ୍ରାପ୍ୟତେ ସ୍ଥାନାଂ ତଦ୍ୟଗୈରପି ଗମ୍ୟତେ। ଏବଂ ସାଂଖ୍ୟ ଚ ଯୋଗଂ ଚ ଯାଃ ପଶ୍ୟତି ସ ପଶ୍ୟତି।। ହେ ଅର୍ଜ୍ଜୁନ ! ଜ୍ଞାନଯୋଗୀ ମାନଙ୍କ…