କରୋନା ଅପଡେଟ୍: ଦେଶରେ ଆଉ ୪୧,୩୮୩ ନୂଆ ମାମଲା, ୫୦୭ ମୃତ

ନୂଆଦିଲ୍ଲୀ: ଭାରତରେ କରୋନା ମହାମାରୀର ପ୍ରକୋପ ସମ୍ପୂର୍ଣ୍ଣ ଥମି ନାହିଁ । ଦୈନିକ ସଂକ୍ରମଣ ପୁଣିଥରେ ୪୦ ହଜାର ଟପିଛି। ଗୁରୁବାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଜାରି ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟାରେ ଦେଶରେ ଆଉ ୪୧,୩୮୩ ନୂଆ କରୋନା ମାମଲା ଚିହ୍ନଟ ହୋଇଛି । ଦିନକରେ ଏହି ମହାମାରୀରେ ୫୦୭…

ଆଜିଠାରୁ ଯନ୍ତର୍ ମନ୍ତର ଠାରେ ଚାଷୀଙ୍କ ବିକ୍ଷୋଭ

ନୂଆଦିଲ୍ଲୀ: କୃଷି ଆଇନ ରଦ୍ଦ କରିବାକୁ ଦାବି କରି ଗତ ଆଠ ମାସ ଧରି ଆନ୍ଦୋଳନ କରୁଥିବା କୃଷକ ସଂଗଠନ ଆଜି ଦିଲ୍ଲୀର ସଂସଦ ଭବନ ନିକଟସ୍ଥ ଯନ୍ତର ମନ୍ତର ଠାରେ ବିକ୍ଷୋଭ ପ୍ରଦର୍ଶନ କରିବେ। ଅନେକ ମାସ ଧରି ଦିଲ୍ଲୀ ସୀମାରେ ଆନ୍ଦୋଳନ କରୁଥିବା କୃଷକମାନେ ଏବେ ପ୍ରତିଦିନ ଜନ୍ତର ମନ୍ତରରେ ଏକାଠି…

Odisha CM Wishes Speedy Recovery to Union Minister Bishweswar Tudu

Bhubaneswar: Odisha Chief Minister Naveen Patnaik has wished a speedy recovery to Union Minister Bishweswar Tudu from post COVID complications. କେନ୍ଦ୍ରମନ୍ତ୍ରୀ ଶ୍ରୀ ବିଶ୍ୱେଶ୍ୱର ଟୁଡୁ କୋଭିଡ ପରବର୍ତ୍ତୀ ଅସୁସ୍ଥତା କାରଣରୁ ଦିଲ୍ଲୀ ଏମ୍ସରେ ଚିକିତ୍ସିତ…

ନୂଆପଡା ପ୍ରତି ପୁଣି ପ୍ରତିବଦ୍ଧତା ଦେଖାଇଲେ ନବୀନ, ଉଦନ୍ତୀ ନଦୀରେ ଅନ୍ତଃନଦୀ ବ୍ୟାରେଜ ନିର୍ମାଣକୁ ମଞ୍ଜୁରୀ

ନୂଆପଡା: ନୂଆପଡା ଜିଲ୍ଲା ପ୍ରତି ମୁଖ୍ୟମନ୍ତ୍ରୀ ପୁଣି ଥରେ ତାଙ୍କ ପ୍ରତିବଦ୍ଧତାର ପ୍ରମାଣ ଦେଖାଇଛନ୍ତି । ଗତ ପାର୍ଚ୍ଚ ମାସରେ ୨୩୩୭ କୋଟି ବ୍ୟୟରେ ବହୁ ପ୍ରତୀକ୍ଷିତ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପକୁ ଲୋକାର୍ପଣ କରି ମୁଖ୍ୟମନ୍ତ୍ରୀ ନୂଆପଡା ଜିଲ୍ଲାବାସୀଙ୍କ ଦୀର୍ଘ ଦଶନ୍ଧିର ଦୁଃଖ ଦୁର…

ଏସଟିଏଫ୍ ଓ ବନ ବିଭାଗର ଚଢାଉ ୨ ବାଘଛାଳ ସହ ବନ୍ଧୁକ ଜବତ , ୫ ଗିରଫ

ଦେବଗତ/ବୌଦ୍ଧ : ଏସଟିଏଫ୍ ଆଜି ଦେବଗତ ଏବଂ ବୌଦ୍ଧରେ ଚଡାଉ କରି ୨ଟି ଘଟଣାରେ ୨ଟି ବାଘ ଛାଲ ଜବତ କରିବା ସହିତ ଏଥିରେ ସଂପୃକ୍ତ ୫ ଜଣଙ୍କୁ ଗିରଫ କରିଛି । ଏମାନଙ୍କ ଠାରୁ ବନ୍ଧୁକ ମଧ୍ୟ ଜବତ ହୋଇଥିବା ଜଣାପଡିଛି । ଦେବଗଡ ଜିଲ୍ଲାର ରିଆମାଳ ରେଞ୍ଜରେ ବାଘଛାଲ ଜବତ ହେବା ସହିତ ଚାରି ଜଣକୁ…

ଅନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗ୍‌କୁ କାବୁ କଲା ବ୍ରହ୍ମପୁର ପୋଲିସ

ବ୍ରହ୍ମପୁର – ବ୍ରହ୍ମପୁର ଗୋଷାଣିନୂଆଗାଁ ପୋଲିସକୁ ବଡ ସଫଳତା । ଏକ ଅନ୍ତଃରାଜ୍ୟ ଡକାୟତ ଦଳକୁ କାବୁ କରିଛି ପୋଲିସ । ଗ୍ୟାଙ୍ଗର ସଦସ୍ୟମାନେ ଦାମୀ ମୋବାଇଲ ଚୋରି କରିବା ସହ ଅନ୍ୟାନ୍ୟ ଅପରାଧରେ ଲିପ୍ତ ଥିଲେ । ଗିରଫ ଡକାୟତଙ୍କଠାରୁ ୩୨ଟି ଚୋରା ମୋବାଇଲ ଉଦ୍ଧାର କରାଯାଇଛି । ଏହାଛଡା ଗୋଟିଏ…