ଆଇଏମ୍ଏ, ଜାମିଆ ମିଲିଆ ସହ ୬,୦୦୦ରୁ ଊର୍ଦ୍ଧ୍ବ ଅନୁଷ୍ଠାନ ବିଦେଶୀ ଅନୁଦାନ ସଂକ୍ରାନ୍ତ ଲାଇସେନ୍ସ ହରାଇଲେ
ନୂଆଦିଲ୍ଲୀ: ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି) ଦିଲ୍ଲୀ, ଜାମିଆ ମିଲିଆ ଇସଲାମିଆ, ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ (ଆଇଏମ୍ଏ) ଏବଂ ନେହେରୁ ମେମୋରିଆଲ୍ ମ୍ୟୁଜିୟମ୍ ଏବଂ ଲାଇବ୍ରେରୀ ସହ ପ୍ରାୟ ୬,୦୦୦ ଅନୁଷ୍ଠାନ ଏବଂ ସଂଗଠନର ଏଫସିଆରଏ ଲାଇସେନ୍ସ ବୈଧତା ଶେଷ ହୋଇଯାଇଛି।…