ନାଗାଲାଣ୍ଡ: ସେନା ଅପରେସନରେ ୧୧ ସାଧାରଣ ନାଗରିକଙ୍କ ମୃତ୍ୟୁ, ଏସ୍ଆଇଟି ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
ଗୌହାଟୀ: ମିଆଁମାର ସୀମାବର୍ତ୍ତୀ ନାଗାଲାଣ୍ଡର ମୋନ୍ ଜିଲ୍ଲାର ଓଟିଙ୍ଗ ଗ୍ରାମରେ ସୁରକ୍ଷା ବାହିନୀ ଅପରେସନରେ ୧୧ ସାଧାରଣ ନାଗରିକ ମୃତ୍ୟୁ ହୋଇଛି । ଏହି ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି । ନାଗରିକଙ୍କ ମୃତ୍ୟୁକୁ ସେନା ଦୁର୍ଭାଗ୍ୟଜନକ ବୋଲି କହିବା ସହ ଗଭୀର ଦୁଃଖ ପ୍ରକାଶ କରିଛି ।…