ନିମ୍ନମାନର ଓ ବାସୀଖାଦ୍ୟ ଦେବା ଅଭିଯୋଗରେ କଟକ ବାଦାମବାଡି କେଏଫସିରେ ଚଢାଉ

କଟକ- ନିମ୍ନମାନର ଓ ବାସୀ ଖାଦ୍ୟ ଦେବା ଅଭିଯୋଗରେ କଟକ ବାଦାମବାଡି କେଏଫସିରେ ଚଢାଉ କରିଛି ସିଏମସି ସ୍ୱାସ୍ଥ୍ୟ ବିଭାଗ । ଖାଦ୍ୟ ସୁରକ୍ଷା ଟିମ କେଫଏସିରେ ଚଢାଉ କରି କିଛି ନିମ୍ନମାନର ଖାଦ୍ୟ ଜବତ କରିଛି । ପରୀକ୍ଷା ପାଇଁ ଜବତ ଖାଦ୍ୟର ନମୂନା ଲାବ୍ରୋଟେରୀକୁ ପଠାଯିବ । ରିପୋର୍ଟ ଆସିଲା ପରେ…

ଭିଜିଲାନ୍ସ ରେଡ୍ ବେଳେ ନିମାପଡା ତହସିଲଦାରଙ୍କ ଘରୁ ମିଳିଲା ୫ଟି ପ୍ୟାନ୍ କାର୍ଡ, ଜନ୍ମ ତାରିଖ ଓ ବାପାଙ୍କ ନାଁ ଭିନ୍ନ…

ଭୁବନେଶ୍ୱର- ପୁରୀ ଜିଲ୍ଲା ନିମାପଡା ତହସିଲଦାର ରାମଚନ୍ଦ୍ର ଜେନାଙ୍କ ଘରେ ଆଜି ସକାଳେ ଭିଜିଲାନସ ଚଢାଉ ବେଳେ ସାମନାକୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ । ଚଢାଉ ବେଳେ ରାମଚନ୍ଦ୍ରଙ୍କ ୫ଟି ପ୍ୟାନକାର୍ଡ ପାଇଥିଲେ ଭିଜିଲାନଓ ଅଧିକାରୀ । ୫ଟି ପ୍ୟାନ କାର୍ଡରେ ରାମଚନ୍ଦ୍ରଙ୍କ ଭିନ୍ନ ଭିନ୍ନ ନମ୍ବର ସହ…

କୋହଲିଙ୍କ ଝିଅକୁ ଧମକ ମାମଲାରେ ଦିଲ୍ଲୀ ମହିଳା କମିଶନଙ୍କ ହସ୍ତକ୍ଷେପ, ପୋଲିସକୁ ପଠାଇଲେ ନୋଟିସ୍

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ୍‌ରେ ଭାରତୀୟ ଦଳର ଖରାପ ପ୍ରଦର୍ଶନ ପରେ ଟିମ୍ ଇଣ୍ଡିଆ ଧିନାୟକ ବିରାଟ କୋହଲିଙ୍କ ୯ ମାସର ଝିଅକୁ ସୋସିଆଲ ମିଡ଼ିଆରେ ମିଳିଥିବା ବଳାତ୍କାର ଧମକ ମାମଲାରେ ଦିଲ୍ଲୀ ମହିଳା କମିଶନ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। କମିଶନ ଦିଲ୍ଲୀ ପୋଲିସକୁ ନୋଟିସ ପଠାଇ…

ଅଧା ଇଞ୍ଚର ଦୁର୍ଗା ମୂର୍ତ୍ତି ପାଇଁ ବିଶ୍ୱ କୀର୍ତ୍ତିମାନ

ବ୍ରହ୍ମପୁର: ରେଶମ ସହରର ଯୁବ କାଷ୍ଟ କାରିଗର ଦିଲ୍ଲୀପ ମହାରଣା ଦଶହରା ସମୟରେ କାଠରେ ତିଆରି କରିଥିଲେ ୦.୫ ଇଞ୍ଚ ବିଶିଷ୍ଟ ଦେବୀ ଦଶଭୁଜାଙ୍କ ମୂର୍ତ୍ତି। କେବଳ ଗମ୍ଭାରୀ କାଠରେ ତିଆରି ଏହି ମୂର୍ତ୍ତି ଅସ୍ତ୍ରଶସ୍ତ୍ର ସହ ସିଂହ ଉପରେ ବିରାଜମାନ ଦେବୀ ତ୍ରିଶୂଳରେ ମହିଷାସୁରକୁ ବଧ କରୁଥିବା…

‘କେନ୍ଦ୍ରର ଟିକାକରଣ ଯୋଜନା ଭାରତରେ ଦୁଇ ଶ୍ରେଣୀର ନାଗରିକ ସୃଷ୍ଟି କରିଛି’, କୋଭାକ୍ସିନର ସୀମିତ…

କୋଚି: କେନ୍ଦ୍ରର ଟିକାକରଣ ଯୋଜନା ଭାରତରେ ଦୁଇ ଶ୍ରେଣୀର ନାଗରିକ ସୃଷ୍ଟି କରିଛି । ଯେଉଁମାନେ କୋଭାକ୍ସିନ ଟିକା ନେଉଛନ୍ତି ସେମାନଙ୍କ ଗତିବିଧି ସୀମିତ ଏବଂ ଯେଉଁମାନେ କୋଭିଶିଲ୍ଡ ଗ୍ରହଣ କରିଛନ୍ତି ସେମାନେ ବିଶ୍ବର ଯେକୌଣସି ସ୍ଥାନକୁ ଯାଇପାରୁଛନ୍ତି । କେନ୍ଦ୍ରର ଟିକାକରଣ ଯୋଜନା ନେଇ କେରଳ…