ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖ ଗିରଫ

ମୁମ୍ବାଇ: ମନି ଲଣ୍ଡ୍ରିଂ ଓ ବଟି ଆଦାୟ ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କୁ ଗିରଫ କରିଛି । ଦେଶମୁଖଙ୍କୁ ପ୍ରାୟ ୧୨ ଘଣ୍ଟାର ଜେରା ପରେ ସୋମବାର ବିଳମ୍ବିତ ରାତିରେ ଗିରଫ କରାଯାଇଥିଲା। ତାଙ୍କ ଗିରଫଦାରୀ ସମ୍ପର୍କରେ ଇଡି…

ସମ୍ବଲପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, କୁଚିଣ୍ଡାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ କାର୍ଡ ବଂଟନର କରିବେ…

ସମ୍ବଲପୁର -ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବଲପୁର ଗସ୍ତରେ ଯିବେ । କୁଚିଣ୍ଡାଠାରେ ହେବାକୁ ଥିବା ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଜିଲ୍ଲା ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ବଂଟନର ଶୁଭାରମ୍ଭ କରିବେ । ଆଜି ଦି ୧୧ଟାରେ ମୁଖ୍ୟମନ୍ତ୍ରୀ କୁଚିଣ୍ଡାରେ…

ନିତ୍ୟ ସ୍ମରଣୀୟ ମହାମନ୍ତ୍ରର ଗୂଢ ରହସ୍ୟ, ଜାଣନ୍ତୁ କଣ ରହିଛି ଶାସ୍ତ୍ର ନିର୍ଦ୍ଦେଶ

ଯୁଗେ ଯୁଗେ ଦେବତାମାନେ ଭୋଗଭୂମି ସ୍ୱର୍ଗଲୋକ ତ୍ୟାଗ କରି କର୍ମଭୂମି ମର୍ତ୍ୟଲୋକକୁ ଆସିଥାଆନ୍ତି । କର୍ମଭୂମିହିଁ ସାଧନାର ପ୍ରକୃଷ୍ଟ କ୍ଷେତ୍ର ଏବଂ ଦୁଲ୍ଲଭ ମାନବ ଶରୀର ହିଁ ସିଦ୍ଧିଲାଭର ମୁଖ୍ୟଦ୍ୱାର ଅଟେ । ଯେହେତୁ ପୂଣ୍ୟଭୂମି ଭାରତବର୍ଷ ଚତୁର୍ଧାମ ପରିବେଷ୍ଟିତ ଦେବଭୂମିର ମାନ୍ୟତା ଲାଭ…

ଗୀତା ମାହାତ୍ମ୍ୟ: କାମାତ୍ମାନଃ ସ୍ୱର୍ଗପରା ଜନ୍ମକର୍ମଫଳପ୍ରଦାମ। କ୍ରିୟାବିଶେଷବହୁଳାଂ ଭୋଗୈଶ୍ଵର୍ୟ୍ଯଗଟିଂ ପ୍ରତି।।

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ କର୍ମବନ୍ଧନ ବିଷୟରେ ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି: - କାମାତ୍ମାନଃ ସ୍ୱର୍ଗପରା ଜନ୍ମକର୍ମଫଳପ୍ରଦାମ। କ୍ରିୟାବିଶେଷବହୁଳାଂ ଭୋଗୈଶ୍ଵର୍ୟ୍ଯଗଟିଂ ପ୍ରତି।। ହେ ଅର୍ଜୁନ ! ଯେଉଁମାନେ ସ୍ୱର୍ଗରୁ ବଳି ଅନ୍ୟ କୌଣସି ବସ୍ତୁ ନାହିଁ ବୋଲି…

ବିଭିନ୍ନ ସ୍ଥାନରେ ଆସନ୍ତାକାଲିରୁ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନ, ସାମିଲ ହେବେ ୩ ମନ୍ତ୍ରୀଙ୍କ ସମେତ ଅନେକ ପଦାଧିକାରୀ…

ସମ୍ବଲପୁର : ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ସମ୍ବଲପୁର ଜିଲ୍ଲା ଗସ୍ତରେ ଆସି ବିଏସ୍‌କେୱାଇ ସ୍କାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ । ଆଉ ଏହା ସାଙ୍ଗକୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ୩ ଦିନ ଧରି ଏହି କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ଜାରି ରହିବ । ଏଥିପାଇଁ ଆଜିଠାରୁ ଜିଲ୍ଲାରେ ମନ୍ତ୍ରୀ…