କାଠଯୋଡି ପୋଲ ଉପରୁ ଡେଇଁ ଜୀବନ ହାରିଲେ ଯୁବକ

କଟକ- କାଠଯୋଡି ପୋଲ ଉପରୁ ନଦୀକୁ ଡେଇଁ ଯୁବକଙ୍କ ମୃତ୍ୟୁ ହୋଇଛି । ଯୁବକ ଜଣକ ଭୁବନେଶ୍ୱର ଖାରବେଳନଗରର ହୋଇଥିବା ସୂଚନା ମିଳିଛି । ଗତକାଲି ସପନ ବେହେରା ନାମକ ଯୁବକଙ୍କ ପରିବାର ସେ ନିଖୋଜ ଥିବା ନେଇ ଅଭିଯୋଗ କରିଥିଲେ । ଆଜି ଓଡ୍ରାଫ୍ ଟିମ୍ ପକ୍ଷରୁ ଖୋଜାଖୋଜି ପରେ ଯୁବକଙ୍କ ମୃତଦେହ…

ଦାଦାବଟି ମାଗି ଗୁଳାଇଲେ ଦୁର୍ବୃତ୍ତ, ମହିଳା ଆହତ

ପୁରୀ - ପୁରୀରେ ଗତ ବିଳମ୍ବିତ ରାତିରେ ଗୁଳିକାଣ୍ଡ ଘଟିଛି । ନରେନ୍ଦ୍ର କୋଣ ଅଞ୍ଚଳରେ ଘଟିଛି ଗୁଳିକାଣ୍ଡ । ଦାଦାବଟିକୁ ନେଇ ହୋଇଥିବା ଗୁଳିମାଡରେ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ କଟକ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ ସ୍ଥାନୀୟ ଅଂଚଳର ଜିତେନ୍ଦ୍ର…

ପବିତ୍ର ଗଜଲକ୍ଷ୍ମୀ ପୂଜା ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ଭୁବନେଶ୍ୱର- ଆଜି ହେଉଛି ପବିତ୍ର ଗଜଲକ୍ଷ୍ମୀ ପୂଜା । ଏହି ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମା’ ଲକ୍ଷ୍ମୀଙ୍କ କୃପାରୁ ସମସ୍ତଙ୍କ ଜୀବନ ସୁଖ ଓ ସମୃଦ୍ଧିମୟ ହେଉ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ବାର୍ତ୍ତାରେ କହିଛନ୍ତି ।…

ଆଜି କୁମାର ପୂର୍ଣ୍ଣିମା, କୁମାର ପୂର୍ଣ୍ଣିମାର ଚନ୍ଦ୍ରକିରଣ ପ୍ରତ୍ୟେକଙ୍କ ପାଇଁ ଅମୃତ ତୁଲ୍ୟ

ପବିତ୍ର କୁମାର ପୂର୍ଣ୍ଣିମା। ପ୍ରକୃତି ସହିତ ମନୁଷ୍ୟର ଏହା ଏକ ମିଳନ ଦ୍ୟୋତକ। ସହର ଠାରୁ ଗ୍ରାମ ପର୍ଯ୍ୟନ୍ତ ହୋଇ ଉଠିଛି ଉତ୍ସବ ମୁଖର। ଆଜିର ଏହିଦିନ ବିଶେଷ କରି ଚନ୍ଦ୍ର ଉପସନାର ଏକ ପ୍ରକୃଷ୍ଟ ଦିନ। ଆଜି ସନ୍ଧ୍ୟାର ଚନ୍ଦ୍ରକିରଣ ସମସ୍ତଙ୍କ ପାଇଁ ଅମୃତ ତୁଲ୍ୟ। ସେଥିପାଇଁ ଗାଁ ଗହଳିରେ ଆଜିର…

ଗୀତା ମାହାତ୍ମ୍ୟ: ଦେହୀ ନିତ୍ୟଂଅବଧ୍ୟୟମ ଦେହେ ସର୍ଵସ୍ୟ ଭାରତ। ତସ୍ମାତ ସର୍ବାଣୀ ଭୁତାନି ନ ତ୍ଵଂ ଶୋଚିତୁମର୍ହଶି ।।

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଆତ୍ମାର ସ୍ଥିତି ବିଷୟରେ ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି: - ଦେହୀ ନିତ୍ୟଂଅବଧ୍ୟୟମ ଦେହେ ସର୍ଵସ୍ୟ ଭାରତ। ତସ୍ମାତ ସର୍ବାଣୀ ଭୁତାନି ନ ତ୍ଵଂ ଶୋଚିତୁମର୍ହଶି ।। ହେ ଅର୍ଜୁନ ! ଏହି ଆତ୍ମା ସମସ୍ତଙ୍କ ଶରୀରରେ ସର୍ବଦା ଅବଧ୍ୟ। ତେଣୁ…

ପୁଣି ବିବାଦରେ ଜୋମାଟୋ, ହିନ୍ଦୀ ଜାଣିନଥିବାରୁ ଗ୍ରାହକଙ୍କ ସହ ଯୁକ୍ତିତର୍କ; କ୍ଷମା ମାଗିଲା କମ୍ପାନୀ

ଚେନ୍ନାଇ: ଫୁଡ୍ ଡେଲିଭେରୀ କମ୍ପାନୀ ଜୋମାଟୋ ପୁଣି ଥରେ ବିବାଦ ଘେରକୁ ଆସିଛି । ଏଥର କମ୍ପାନୀର ଜଣେ କର୍ମଚାରୀ ତାମିଲନାଡ଼ୁର ଜଣେ ଗ୍ରାହକଙ୍କୁ ହିନ୍ଦୀ ଭାଷା ଶିଖିବାକୁ ପରାମର୍ଶ ଦେଇ ଫସିଛନ୍ତି । ଚେନ୍ନାଇର ଜଣେ ଗ୍ରାହକ ଅଭିଯୋଗ କରିଛନ୍ତି ଯେ କମ୍ପାନୀର ଜଣେ କର୍ମଚାରୀ ତାଙ୍କ ସହିତ…

ବିଜେପି କର୍ମୀ ହିଁ ମୋହନ ମାଝିଙ୍କ କାର୍ ଉପରେ ଆକ୍ରମଣ କରିଛନ୍ତି : ବିଜେଡି

ଭୁବନେଶ୍ୱର- ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝିଙ୍କ ଗାଡି ଉପରକୁ ଆକ୍ରମଣ ମାମଲାରେ ବିଜେଡିର ପାଲଟା ଅଭିଯୋଗ । ପ୍ରେସମିଟରେ ବିଜେଡି ମୁଖପାତ୍ର ସୁଲତା ଦେଓ ଅଭିଯୋଗ କରିଛନ୍ତି ଯେ, ମୋହନଙ୍କ ଗାଡି ଉପରକୁ ବିଜେପି କର୍ମୀ ହିଁ ବୋମାମାଡ କରିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । କାମ ଦେଇ ନ…