ବିଶ୍ବ କ୍ଷୁଧା ତାଲିକାରେ ଆହୁରି ତଳକୁ ଖସିଲା ଭାରତ; ପାକିସ୍ତାନ, ବାଂଲାଦେଶ ଠାରୁ ବି ପଛରେ

ନୂଆଦିଲ୍ଲୀ: ୧୧୬ଟି ଦେଶକୁ ନେଇ ବିଶ୍ବ କ୍ଷୁଧା ସୂଚକାଙ୍କ (ଜିଏଚ୍ଆଇ) ୨୦୨୧ ପ୍ରକାଶ ପାଇଛି । ଗତ ଥର ଅପେକ୍ଷା ଏଥର ଏହି ତାଲିକାରେ ଭାରତ ଆହୁରି ତଳକୁ ଖସିଛି । ଭାରତ ୧୦୧ତମ ସ୍ଥାନକୁ ଖସି ଆସିଛି। ଏପରିକି ଭାରତ ପଡୋଶୀ ଦେଶ ପାକିସ୍ତାନ, ବାଂଲାଦେଶ ଏବଂ ନେପାଳଠାରୁ ମଧ୍ୟ ପଛରେ ପଡିଛି।…

ଏ ବର୍ଷ ଜନ୍ମ ଦିନ ପାଳିବେନି ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କୋଭିଡ଼ ସକ୍ରମଣ କୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା କାଲି ତାଙ୍କ ଜନ୍ମ ଦିନ ପାଳନ କରିବେ ନାହିଁ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଓଡିଶା ବାସୀଙ୍କ ଭଲ ପାଇବା ,ଶୁଭେଚ୍ଛା ଓ ଆଶୀର୍ବାଦ ନିମନ୍ତେ ସେ ସବୁବେଳେ ଋଣୀ । କୋଭିଡ଼ ଯୋଗୁଁ ଗତ ଦେଢ ବର୍ଷ…

ପୂର୍ବତନ ରାଷ୍ଟ୍ରପତି ଡକ୍ଟର ଏପିଜେ ଅବଦୁଲ କଲାମଙ୍କ ଜୟନ୍ତୀରେ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର - ପୂର୍ବତନ ରାଷ୍ଟ୍ରପତି ତଥା ଭାରତର ମିସାଇଲ ମ୍ୟାନ୍ ଭାବେ ପରିଚିତ ଡକ୍ଟର ଏପିଜେ ଅବଦୁଲ କଲାମଙ୍କ ଆଜି ହେଉଛି ଜୟନ୍ତୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିନମ୍ର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଭାରତର ଅଗ୍ରଣୀ ବୈଜ୍ଞାନିକଙ୍କ ମଧ୍ୟରେ ଡକ୍ଟର କଲାମ ଥିଲେ ଅନ୍ୟତମ । ଭାରତର ମହାକାଶ ଓ…

ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡିଶା ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି

ଭୁବନେଶ୍ୱର - ପୂର୍ବ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଯାଇଛି । ଦକ୍ଷିଣ ଓଡିଶାର ବିଭିନ୍ନ ଜିଲ୍ଲାରେ ସକାଳୁ ବର୍ଷା ଲାଗି ରହିଛି । ଲଘୁଚାପ ପ୍ରଭାବଗରେ ଆସନ୍ତା ଦୁଇ ଦିନ ମଧ୍ୟ ବର୍ଷା ହେବ । ତେବେ ପୂର୍ବର…

ହାତୀ ଆକ୍ରମଣରେ କକାପୁତୁରାଙ୍କ ଜୀବନ ଗଲା

ରେଢାଖୋଲ – ରେଢାଖୋଲରରେ ହାତୀ ଉପଦ୍ରବ । ରେଢାଖୋଲ ସଂରକ୍ଷିତ ଜଙ୍ଗଲ ନିକଟରେ ହାତୀ ଆକ୍ରମଣରେ କକା ପୁତୁରାଙ୍କ ମୃତ୍ୟୁ ହୋଇଛି । କକା ଓ ପୁତୁରା ସାଇକେଲରେ ଯାଉଥିବା ବେଳେ ହାତୀ ଆକ୍ରମଣ କରି ଦଳିଦେଇଛି । ମୃତ କକା ଦୁଶାସନ ଭୋଇଙ୍କ ବୟସ ୨୭ ବର୍ଷ ହୋଇଥିବା ବେଳେ ପୁତୁରା ରତିକଙ୍କୁ ମାତ୍ର ୫…

ରାଜ୍ୟରେ ଆଉ ୪୬୭ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର – ରାଜ୍ୟରେ ଦିନକରେ ଚିହ୍ନଟ ହୋଇଛନ୍ତି ୪୬୭ ନୂଆ କୋରୋନା ଆକ୍ରାନ୍ତ । ସେମାନଙ୍କ ମଧ୍ୟରେ ଅଛନ୍ତି ୬୬ ଜଣ ଶିଶୁ ଓ କିଶୋର । ସଙ୍ଗରୋଧରୁ ୨୭୧ ଓ ସ୍ଥାନୀୟ ଅଂଚଳରୁ ୧୯୬ ଜଣ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୨୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକ…