ଧବଳମୁଖୀ ବେଶରେ ମାଁ ସମଲେଶ୍ବରୀ, ଦୁର୍ଲଭ ଦର୍ଶନ ପାଇଁ ଭକ୍ତ ବିଭୋର

ସମ୍ବଲପୁର : ସମ୍ବଲପୁରର ଆରାଧ୍ୟ ଦେବୀ ମାଁ ସମଲେଶ୍ବରୀ ଆଜି ପବିତ୍ର ଅମାବାସ୍ୟା ତଥା ପବିତ୍ର ମହାଳୟା ତିଥି ଅବସରରେ ଧବଳମୁଖୀ ଧାରଣ କରିଛନ୍ତି। ଗତବର୍ଷ କରୋନା ମହାମାରୀ ଯୋଗୁଁ ଭକ୍ତଙ୍କୁ ଏହି ଦୁର୍ଲଭ ବେଶ ଦର୍ଶନର ସୁଯୋଗ ମିଳିନଥିଲା । ହେଲେ ଆଜି ଏହି ଅପୂର୍ବ ଦର୍ଶନ ପାଇ ଭକ୍ତ…

ପବିତ୍ର ମହାଳୟାରେ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ଭୁବନେଶ୍ୱର - ଆଜି ହେଉଛି ପବିତ୍ର ମହାଳୟା । ଏହି ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମା’ ଦୁର୍ଗାଙ୍କ ଅପାର କରୁଣାରୁ ସମସ୍ତଙ୍କ ଜୀବନ ସୁଖ, ସମୃଦ୍ଧିରେ ଭରିଯାଉ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ମହାଳୟା ବାର୍ତ୍ତାରେ…

ଆଉ ନାହାନ୍ତି ରାମାୟଣର ରାବଣ, ହୃଦଘାତରେ ଅଭିନେତା ଅରବିନ୍ଦ ତ୍ରିବେଦୀଙ୍କ ପରଲୋକ

ନୂଆଦିଲ୍ଲୀ: ଟେଲିଭିଜନର ସବୁଠାରୁ ଲୋକପ୍ରିୟ ଧାରାବାହିକ ରାମାୟଣରେ ଲଙ୍କାଧୀପତି ରାବଣ ଭୂମିକାରେ ଅଭିନୟ କରିଥିବା ଅଭିନେତା ତଥା ପୂର୍ବତନ ସାଂସଦ ଅରବିନ୍ଦ ତ୍ରିବେଦୀ ଆଉ ନାହାଁନ୍ତି । ଗତକାଲି ବିଳମ୍ବିତ ରାତିରେ ହୃଦଘାତରେ ତାଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ…