ପ୍ରବଳ ବର୍ଷାରେ ବଲାଙ୍ଗୀର ବେହାଲ, ଜିଲ୍ଲାରେ ଦିନକ ପାଇଁ ସବୁ ସ୍କୁଲ ଛୁଟି

ଭୁବନେଶ୍ୱର - ପ୍ରବଳ ବର୍ଷା ଯୋଗୁଁ ବଲାଙ୍ଗୀର ଜିଲ୍ଲାରେ ଆଜି ସବୁ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି । ସ୍କୁଲ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଚଞ୍ଚଳ ରାଣା । ଲଗାଣ ବର୍ଷା ଫଳରେ ବଲାଙ୍ଗିର ସହର ଜଳାର୍ଣ୍ଣବ ହୋଇଛି । ରାସ୍ତାରେ ଆଣ୍ଠୁଏଁ ଉଚ୍ଚତାର ପାଣି ଚାଲୁଛି । ସହରର ତଳିଆ ଅଂଚଳରେ…

କୋଭାକ୍ସିନକୁ ଖୁବ୍ ଶୀଘ୍ର ମିଳିବ ଡବ୍ଲ୍ୟୁଏଚ୍‌ଓ ମାନ୍ୟତା

ନୂଆଦିଲ୍ଲୀ: ଭାରତୀୟ କରୋନା ଟିକା କୋଭାକ୍ସିନ୍‌କୁ ଖୁବ୍ ଶୀଘ୍ର ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ)ର ମାନ୍ୟତା ମିଳିବ । ସମ୍ଭବତଃ ଏହି ମାସରେ କୋଭାକ୍ସିନକୁ ଡବ୍ଲ୍ୟୁଏଚ୍‌ଓ ତାର ମଞ୍ଜୁରିପ୍ରାପ୍ତ ତାଲିକାରେ ସାମିଲ କରିପାରେ । ଡବ୍ଲ୍ୟୁଏଚ୍‌ଓ ଏଯାବତ୍ ଆମେରିକାର ଫାଇଜର, ଜନସନ୍…

ରାଜ୍ୟରେ ୪୨୮ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ, ଶିଶୁ-କିଶୋରଙ୍କ ସଂଖ୍ୟା ୫୫

ଭୁବନେଶ୍ୱର – ରାଜ୍ୟରେ କୋରୋନା ଗ୍ରାଫ ଆହୁରି ତଳମୁହାଁ ହୋଇଛି । ଲଗାତର ଦ୍ୱିତୀୟ ଦିନରେ ଦୈନିକ କୋରୋନା ସଂକ୍ରମଣ ୫ ଶହରୁ ତଳେ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଛନ୍ତି ୪୨୮ ନୂଆ କୋରୋନା ଆକ୍ରାନ୍ତ । ସଂକ୍ରମିତଙ୍କ ମଧ୍ୟରେ ଅଛନ୍ତି ୫୫ ଜଣ ହେଉଛନ୍ତି ୧୮ ବର୍ଷରୁ କମ ବୟସ୍କ ।…

ସମ୍ଭାବ୍ୟ ବନ୍ୟା ସ୍ଥିତି ପାଇଁ ସତର୍କ ରହିବାକୁ ସବୁ ଜିଲ୍ଲାପାଳଙ୍କୁ ଏସଆରସିଙ୍କ ନିର୍ଦ୍ଦେଶ, ଆଜି ଦିନ ୧୧ଟାରେ…

ଭୁବନେଶ୍ୱର – ରାଜ୍ୟରେ ଲଘୁଚାପଜନିତ ଲଗାଣ ବର୍ଷା ଓ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ଆଜି ଦିନ ୧୧ଟାରେ ଏକ ଉଚ୍ଚସ୍ତରୀୟ ବୈଠକ ହେବ । ଏସଆରସି ପ୍ରଦୀପ ଜେନା ଏଥିଲେ ଅଧ୍ୟକ୍ଷତା କରିବେ । ବୈଠକରେ ବରିଷ୍ଠ ଅଧିକାରୀ ଓ ଜିଲ୍ଲାପାଳମାନେ ସାମିଲ ହେବେ । ସମ୍ଭାବ୍ୟ ବନ୍ୟା ସ୍ଥିତି ପାଇଁ ଏସଆରସି…

ମାଲବାହୀ ଟ୍ରେନ ଲାଇନଚ୍ୟୁତ, ରେଳ ଚଳାଚଳ ବାଧାପ୍ରାପ୍ତ, ୧୨ ଟ୍ରେନ ବାତିଲ

ଅନୁଗୁଳ - ଅନୁଗୁଳ ଓ ତାଳଚେର ରୋଡ୍ ଷ୍ଟେସନ ମଧ୍ୟରେ ଭୋଗବେରିଣୀ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଛି । ଟ୍ରେନର ଇଞ୍ଜିନ ସମେତ ୫ରୁ ଅଧିକ ବଗି ଟ୍ରାକ୍‌ରୁ ଖସିଯାଇଥିବା ସୂଚନା ମିଳିଛି । ଯାହା ଫଳରେ ଏହି ରୁଟରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ୧୨ଟି ଟ୍ରେନକୁ ବାତିଲ କରାଯାଇଛି…

କରୋନା ଅପଡେଟ୍: ଦେଶରେ ଆଉ ୨୫,୪୦୪ ନୂଆ କରୋନା ମାମଲା, ୩୩୯ ମୃତ

ନୂଆଦିଲ୍ଲୀ: ଭାରତରେ କରୋନା ମାମଲା କ୍ରମାଗତ ପଞ୍ଚମ ଦିନ ପାଇଁ ହ୍ରାସ ପାଇଛି। ସେପ୍ଟେମ୍ବର ୯ରୁ କରୋନା ମାମଲା ହ୍ରାସ ପାଉଛି। ମଙ୍ଗଳବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ସଦ୍ୟତମ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ୨୫,୪୦୪ ନୂତନ କରୋନା ମାମଲା ରୁଜୁ ହୋଇଛି। ଏଥି ସହିତ,…

ସେପଟେମ୍ବର ୧୫ ପରେ ଆଶୀର୍ବାଦ ଯୋଜନାରେ ପିଲାଙ୍କୁ ମିଳିବ ନାହିଁ ସହାୟତା, ଶିଶୁ ସୁରକ୍ଷା ଯୋଜନାରେ ସାମିଲ ହେବେ ଅନାଥ

ଭୁବନେଶ୍ୱର- ଏହି ମାସ ୧୫ ତାରିଖ ପରେ କୌଣସି ପିଲାମାନଙ୍କୁ ମିଳିବ ନାହିଁ ଆଶୀର୍ବାଦ ସହାୟତା । ବାପା-ମାଆଙ୍କୁ ହରାଇଥିବା ପିଲାମାନେ ଏଣିକି ଶିଶୁ ସୁରକ୍ଷା ଯୋଜନାରେ ସାମିଲ ହେବେ । ସବୁ ଜିଲ୍ଲାପାଳଙ୍କୁ ଏ ନେଇ ଚିଠି ଲେଖି ଅବଗତ କରିଛି ମହିଳା ଓ ଶିଶୁ ବିଭାଗ । କୋଭିଡ ମୃତ୍ୟୁସଂଖ୍ୟା…