ମୁମ୍ବାଇରେ ନିର୍ଭୟା ଘଟଣାର ପୁନରାବୃତ୍ତି, ବଳାତ୍କାର ପରେ ଗୁପ୍ତାଙ୍ଗରେ ଲୁହା ରଡ୍ ପୂରାଇଲେ, ପୀଡିତା ସଙ୍କଟାପନ୍ନ

ମୁମ୍ବାଇ: ଦେଶର ବାଣିଜ୍ୟିକ ରାଜଧାନୀ ମୁମ୍ବାଇରୁ ଏକ ହୃଦୟ ବିଦାରକ ମାମଲା ସାମ୍ନାକୁ ଆସିଛି। ସାକିନାକା ଅଞ୍ଚଳରେ ୩୦ ବର୍ଷର ଜଣେ ମହିଳାଙ୍କ ସହ ନିର୍ଭୟା ଭଳି ପାଶବିକ ନିର୍ଯାତନା ହୋଇଛି । ବଳାତ୍କାର ପରେ ମହିଳାଙ୍କ ଗୁପ୍ତାଙ୍ଗରେ ଲୁହା ରଡ୍ ପୂରାଇ ଲହୁଲୁହାଣ କରାଯାଇଛି । ଏହି ମାମଲାରେ…

Nuakhai Is Not Only A Festival, Its Our Identity: Naveen

Bhubaneswar: Chief Minister Naveen Patnaik has wished all on the occasion of Nuakhai – the festival of agriculture. ଗଣପର୍ବ ନୂଆଁଖାଇର୍ ଲାଗି ସମକୁ ହୁରୁଦରୁ ଶୁଭେଚ୍ଛା ଆର୍ ଅଭିନନ୍ଦନ୍। ତିହାର୍ ଭିତରେବି ସଭେ କୋଭିଡ୍ ନିୟମ୍ ମାନୁନ୍। ମାଁ ସମଲେଇ ସମକୁ ସୁଖ୍…

କରୋନା ଅପଡେଟ୍: ଦେଶରେ ଆଉ ୩୩,୩୭୬ ନୂଆ ମାମଲା ଚିହ୍ନଟ, ୩୦୮ ମୃତ

ନୂଆଦିଲ୍ଲୀ: ଦେଶରେ କରୋନା ସଙ୍କଟ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ | ପ୍ରତିଦିନ ୩୦ ରୁ ୪୦ ହଜାର ମାମଲା ରିପୋର୍ଟ ହେଉଛି | ଶନିବାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ ଗତ ୨୪ ଘଣ୍ଟାରେ ଦେଶରେ ଆଉ ୩୩,୩୭୬ ନୂଆ କରୋନା ମାମଲା ପଞ୍ଜିକୃତ ହୋଇଛି। ସେପ୍ଟେମ୍ବରରେ ପଞ୍ଚମ…

୯/୧୧ ଆକ୍ରମଣର‌ ୨୦ ବର୍ଷ ପୂର୍ତ୍ତି, ମୃତକଙ୍କୁ ମନେ ପକାଉଛି ଆମେରିକା

ୱାଶିଂଟନ୍: ଆମେରିକାରେ ଘଟିଥିବା ୯/୧୧ ଆତଙ୍କୀ ଆକ୍ରମଣକୁ ଆଜି ପୂରିଛି ୨୦ ବର୍ଷ । ଠିକ୍ ୨୦ ବର୍ଷ ତଳେ ଅଲ୍ କାଏଦାର ବିମାନ ମାଡ଼ରେ ଥରି ଉଠିଥିଲା ଆମେରିକା । ବିଶେଷକରି ନ୍ୟୁୟର୍କ ସହରର ଟୁଇନ୍ ଟାଓ୍ବାରକୁ ବିମାନ ଧକ୍କାରେ ଧରାଶାୟୀ କରିବାର ସେହି ଛାତିଥରା ଦୃଶ୍ୟ ଏବେ ବି ଲୋକଙ୍କ ମନରେ…

ରାଜ୍ୟରେ ଆଉ ୬୩୦ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହୋଇଥିବା ରୋଗୀଙ୍କ ସଂଖ୍ୟା ୧୦ ଲକ୍ଷ ପାର

ଭୁବନେଶ୍ୱର – ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଛନ୍ତି ୬୩୦ ନୂଆ କୋରୋନା ଆକ୍ରାନ୍ତ । ଏମାନଙ୍କ ମଧ୍ୟରେ ଶିଶୁ କିଶୋରଙ୍କ ସଂଖ୍ୟା ରହିଛି ୧୧୬ । ସଙ୍ଗରୋଧରୁ ୩୬୮ ଓ ସ୍ଥାନୀୟ ଅଞ୍ଚଳରୁ ୨୬୨ ଜଣ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୨୧, କଟକ ଜିଲ୍ଲାରୁ ୧୧୮ ,…

ନୂଆଁଖାଇ ଭେଟି : କାଳିଆ ଯୋଜନାରେ ୩୭ ଲକ୍ଷ ଯୋଗ୍ୟ ଚାଷୀଙ୍କୁ ସହାୟତା ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- ନୂଆଁଖାଇ ଅବସରରେ ରାଜ୍ୟବାସୀଙ୍କୁ କାଳିଆ ଯୋଜନାରେ ସହାୟତା ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ । କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ୨୦୨୧-୨୨ ବର୍ଷରେ ରବି ଫସଲ ପାଇଁ କାଳିଆ ଯୋଜନାରେ ସହାୟତା ଦେବେ ମୁଖ୍ୟମନ୍ତ୍ରୀ । ୩୭ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ମୋଟ ୭୪୩ କୋଟି ଟଙ୍କାର…