ରାଜ୍ୟକୁ ବନ୍ୟା ବିପଦ ନାହିଁ , ୨୦ଟି ସମ୍ବେଦନଶୀଳ ସ୍ଥାନ ଉପରେ କଡା ନଜର : ଜଳସଂପଦ ବିଭାଗ

ଭୁବନେଶ୍ୱର- ଲଘୁଚାପ ଯୋଗୁଁ ପ୍ରବଳ ବର୍ଷା ହୋଇଥିଲେ ମଧ୍ୟ ରାଜ୍ୟକୁ ବନ୍ୟା ବିପଦ ନାହିଁ ବୋଲି ଜଳସଂପଦ ବିଭାଗ କହିଛି । ଚିହ୍ନଟ ହୋଇଥିବା ୨୦ଟି ସମ୍ବେଦନଶୀଳ ସ୍ଥାନ ଉପରେ ନଜର ରଖାଯାଇଛି । ଆବଶ୍ୟକ ସ୍ଥଳେ ନାଇଟ୍ ପାଟ୍ରୋଲିଂ ପାଇଁ କୁହାଯାଇଛି । ତଳିଆ ଅଞ୍ଚଳରେ ସ୍ଥିତି ନିୟନ୍ତ୍ରଣ ପାଇଁ…

ଜୋକୋଭିକଙ୍କ କ୍ୟାଲେଣ୍ଡର ଗ୍ରାଣ୍ଡସ୍ଲାମ ସ୍ବପ୍ନ ଧୂଳିସାତ୍, ମେଡଭେଡେଭ୍ ଜିତିଲେ ୟୁଏସ୍ ଓପନ୍ ପୁରୁଷ ସିଙ୍ଗଲ୍ସ…

ନ୍ୟୁୟର୍କ: ଟପ୍ ସିଡ୍ ନୋଭାକ ଜୋକୋଭିକଙ୍କୁ ସିଧାସଳଖ ସେଟରେ ହରାଇ ରୁଷର ଡାନିଲ୍ ମେଡଭେଡେଭ୍ ୟୁଏସ୍ ଓପନ୍ ପୁରୁଷ ସିଙ୍ଗଲ୍ସ ଟାଇଟଲ୍ ଜିତିଛନ୍ତି । ମେଡଭେଡେଭଙ୍କ ଏହା ପ୍ରଥମ ଗ୍ରାଣ୍ଡସ୍ଲାମ ଟାଇଟଲ୍। ଅନ୍ୟପକ୍ଷରେ ଏହି ପରାଜୟ ସହିତ ୫୨ ବର୍ଷ ପରେ ପ୍ରଥମ ଖେଳାଳି ଭାବେ ଜୋକୋଭିକଙ୍କ…

ଯୁକ୍ତ ଦୁଇ ପ୍ରଥମ କଟ୍ ଅଫ୍ ମାର୍କ ଜାରି , ତିନିଟିଯାକ ବିଭାଗରେ ରେଭେନସା ଆଗୁଆ

ଭୁବନେଶ୍ୱର – ଯୁକ୍ତ ୨ କଟ୍ ଅଫ ମାର୍କ ପ୍ରକାଶ ପାଇଛି । ତିନିଟି ବିଭାଗର ପ୍ରଥମ ମେରିଟ୍ ଲିଷ୍ଟ ପ୍ରକାଶ ପାଇଛି । କଳା, ବାଣିଜ୍ୟ ଓ ବିଜ୍ଞାନରେ ଆଗରେ ରହିଛି ରେଭେନ୍ସ । କଳାରେ ୭୯ ଦଶମିକ ତିନି ପ୍ରତିଶତ, ବାଣିଜ୍ୟରେ ୮୨ ପ୍ରତିଶତ ଓ ବିଜ୍ଞାନରେ ୯୧ ଦଶମିକ ୩୩ ପ୍ରତିଶତ କଟ୍ ଅଫ ମାର୍କ ସହ…

ଲଘୁଚାପ ପ୍ରଭାବରେ ରାଜ୍ୟର ୫୭ଟି ସ୍ଥାନରେ ଅତି ପ୍ରବଳ ବର୍ଷା, ଆହୁରି ୨୪ ଘଂଟା ବର୍ଷିବ, ୫ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ

ଭୁବନେଶ୍ୱର – ଗଭୀର ଅବପାତରେ ପରିଣତ ହୋଇଥିବା ଲଘୁଚାପ ପ୍ରଭାବରେ ସାରାରାଜ୍ୟରେ ନାହିଁ ନ ଥିବା ବର୍ଷା ହୋଇଛି । ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ରାଜ୍ୟର ୫୭ଟି ସ୍ଥାନରେ ଅତି ପ୍ରବଳ ବର୍ଷା ହୋଇଛି । ଖୋର୍ଦ୍ଧା , ଜଗତସିଂହପୁର ଓ ପୁରୀ ଜିଲ୍ଲାରେ ପ୍ରବଳ ବର୍ଷା ରେକର୍ଡ…

ଅଢ଼େଇ ବର୍ଷ ପରେ ପୁଣି ଉଡ଼ାଣ ଭରିବ ଜେଟ୍ ଏୟାରୱେଜ୍, ମାର୍ଚ୍ଚ ସୁଦ୍ଧା ଆରମ୍ଭ କରିବ ଘରୋଇ ବିମାନସେବା

ନୂଆଦିଲ୍ଲୀ: ରନୱେରୁ ଜେଟ୍ ଏୟାରୱେଜ୍ ର ବିମାନ ଗୁଡ଼ିକୁ ଖୁବ୍ ଶୀଘ୍ର ଉଡ଼ାଣ ଭରୁଥିବାର ଦେଖିବାକୁ ମିଳିବ। ଏହି ବିମାନ କମ୍ପାନୀ ଅନୁଯାୟୀ, ଜେଟ୍ ଏୟାରୱେଜ୍ ର ଘରୋଇ ବିମାନସେବା ୨୦୨୨ର ପ୍ରଥମ ଆର୍ଥିକ ତ୍ରୈମାସିକରୁ ଆରମ୍ଭ ହେବ | ଏହାର‌ ୬ ମାସ ପରେ କମ୍ପାନୀର ଅନ୍ତର୍ଜାତୀୟ ବିମାନସେବା…