ଯୁକ୍ତ ଦୁଇରେ ନାମଲେଖା ପାଇଁ ଆଜି ଆସିବ ପ୍ରଥମ ମେରିଟ୍ ଲିଷ୍ଟ

ଭୁବନେଶ୍ୱର - ଯୁକ୍ତ ଦୁଇ ନାମଲେଖା ପାଇଁ ଆଜି ପ୍ରଥମ ମେରିଷ୍ଟ ଲିଷ୍ଟ ପ୍ରକାଶ ପାଇବ । ସାଢେ ୧୧ଟାରେ ପ୍ରକାଶ ପାଇଭ ପ୍ରଥମ ମେରିଟ ଲିଷ୍ଟ । ସାମ୍‌ସ ୱେବସାଇଟରେ ପିଲାମାନେ ତାଲିକା ଦେଖିପାରିବେ । ଚୟନ ହୋଇଥିବା ଛାତ୍ରଛାତ୍ରୀମାନେ ଆସନ୍ତାକାଲିଠାରୁ ୨୧ ତାରିଖ ଯାଏଁ ଧାର୍ଯ୍ୟ କଲେଜରେ ନାମ…

କରୋନା ଅପଡେଟ୍: ଦେଶରେ ୨୭,୨୫୪ ନୂଆ ମାମଲା, ୨୧୯ ମୃତ

ନୂଆଦିଲ୍ଲୀ: ଗତ ଏକ ସପ୍ତାହ ମଧ୍ୟରେ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା କରୋନା ମାମଲାରେ ଏବେ କ୍ରମାଗତ ହ୍ରାସ ଲକ୍ଷ୍ୟ କରାଯାଇଛି | ଏହି କାରଣରୁ ସକ୍ରିୟ ମାମଲା ସଂଖ୍ୟା ମଧ୍ୟ କମିବାରେ ଲାଗିଛି। ସୋମବାର ଜାରି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟ ଅନୁଯାୟୀ, ଦିନକରେ ସାରା ଦେଶରେ ମୋଟ…

ଅଧିନାୟକ ପଦ ଛାଡ଼ିବେ କୋହଲି ? ଟି-୨୦ ବିଶ୍ୱକପ ପରେ ରୋହିତ ହୋଇପାରନ୍ତି ସୀମିତ ଓଭର ଦଳର କ୍ୟାପଟେନ୍

ନୂଆଦିଲ୍ଲୀ: ଆଗାମୀ ଦିନରେ ଭାରତର ସୀମିତ ଓଭର ଦଳରେ ଏକ ବଡ଼ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି। ଅକ୍ଟୋବର-ନଭେମ୍ବରରେ ସଂଯୁକ୍ତ ଆରବ ଏମିରେଟ୍ସ ଏବଂ ଓମାନରେ ଅନୁଷ୍ଠିତ ହେବାକୁ ଥିବା ଟି-୨୦ ବିଶ୍ୱକପ ପରେ ବିରାଟ କୋହଲି ଦିନିକିଆ ଏବଂ ଟି-୨୦ ଅଧିନାୟକ ପଦରୁ ଇସ୍ତଫା ଦେଇପାରନ୍ତି। ସୀମିତ…

ପ୍ରବଳ ବର୍ଷା ଯୋଗୁଁ ୧୨ଟି ଜିଲ୍ଲାରେ ଦୁଇ ଦିନ ବନ୍ଦ ରହିବ ସ୍କୁଲ୍

ଭୁବନେଶ୍ୱର – ଲଘୁଚାପ ରେଡ୍ ୱାର୍ଣ୍ଣିଂ ଜାରି ହୋଇଥିବା ୧୨ଟି ଜିଲ୍ଲାରେ ଦୁଇ ଦିନ ପାଇଁ ସ୍କୁଲ୍ ଛୁଟି ରହିବ । ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଏହି ସୂଚନା ଦେଇଛନ୍ତି । ପୁରୀ ସମେତ ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଢେଙ୍କାନାଳ, ନୟାଗଡ, ସମ୍ବଲପୁର, ଦେବଗଡ, ଅନୁଗୁଳ,…

ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ୫ ଶହରୁ ତଳେ, ୪୭୧ ନୂଆ ଆକ୍ରାନ୍ତ ଚିହ୍ନଟ, ଶିଶୁ-କିଶୋରଙ୍କ ସଂଖ୍ୟା ୫୭

ଭୁବନେଶ୍ୱର – ଅନେକ ଦିନ ପରେ ପ୍ରଥମ ଥର ପାଇଁ ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ୫ଶହ ତଳେ ରହିଛି । ଗତ ୨୪ ଘଣ୍ଟାରେ କୋରୋନାର ୪୭୧ ନୂଆ ମାମଲା ଚିହ୍ନଟ ହୋଇଛି । ଏଥିମଧ୍ୟରେ ୫୭ ସଂକ୍ରମିତ ହେଉଛନ୍ତି ଶିଶୁ ଓ କିଶୋର । ସଙ୍ଗରୋଧରୁ ୨୭୪ ଓ ସ୍ଥାନୀୟ ଅଞ୍ଚଳରୁ ୧୯୭ ଆକ୍ରାନ୍ତ ଚିହ୍ନଟ…

ଲଘୁଚାପ ପ୍ରଭାବରେ ବର୍ଷା ଜାରି, ପୁରୀ ଓ ଭୁବନେଶ୍ୱରରେ ରେକର୍ଡ ବର୍ଷା,

ଭୁବନେଶ୍ୱର – ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତରେ ପରିଣତ ହୋଇ ଆଜି ସକାଳେ ଚାନ୍ଦବାଲି ଉପକୂଳ ଅତିକ୍ରମ କରିଛି । ଗତକାଲିଠାରୁ ସାରା ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିଛି । କାଲି ସକାଳ ଯାଏଁ ବର୍ଷା ଲାଗି ରହିବ ବୋଲି ପାଣିପାଗ କେନ୍ଦ୍ର କହିଛି । ଲଘୁଚାପ ପ୍ରଭାବରେ…