ଅଣ୍ଡର ୧୮ ଏସୀୟ ବାଳିକା ରଗବୀ ସେଭେନ ପାଇଁ ଭାରତୀୟ ଦଳରେ ଓଡିଶାର ତିନି ଖେଳାଳି
ଭୁବନେଶ୍ୱର – ଉଜବେକିସ୍ତାନରେ ଆସନ୍ତା ୧୮ ଓ ୧୯ ତାରିଖ ଦୁଇ ଦିନ ଧରି ଆୟୋଜିତ ହେବ ୧୮ ବର୍ଷରୁ କମ୍ ଏସିଆନ୍ ବାଳିକା ରଗବୀ ସେଭେନ୍ସ ଚାମ୍ପିଅନସିପ୍ । ଏଥିପାଇଁ ଘୋଷିତ ଭାରତୀୟ ଦଳରେ ଓଡିଶାରୁ ତିନି ଜଣ ଖେଳାଳିଙ୍କୁ ସ୍ଥାନ ଦିଆଯାଇଛି । କେନ୍ଦୁଝରର ତରୁଲତା ନାଏକ, ମାମା ନାଏକ , ବରଗଡର…