ପୁରୁଷଙ୍କ ପରେ ମହିଳାଙ୍କ କମାଲ, ଅଷ୍ଟ୍ରେଲିଆକୁ ହରାଇ ପ୍ରଥମ ଥର ପାଇଁ ଅଲିମ୍ପିକ୍ସ ସେମିଫାଇନାଲରେ ଭାରତୀୟ ମହିଳା ହକି…

ଟୋକିଓ - ପୁରୁଷ ଦଳ ପରେ ଭାରତୀୟ ମହିଳା ହକି ଦଳ ବି ଟୋକିଓରେ ଇତିହାସ ରଚିଛନ୍ତି । ପ୍ରଥମ ଥର ପାଇଁ ଭାରତୀୟ ଦଳ ଅଲିମ୍ପିକ୍ସ ହକି ସେମିଫାଇନାଲରେ ପ୍ରବେଶ କରିଛି । ଆଜି ଖେଳାଯାଇଥିବା କ୍ୱାର୍ଟର ଫାଇନାଲରେ ଭାରତୀୟ ଦଳ, ବିଶ୍ୱର ଦୁଇ ନମ୍ବର ଟିମ୍ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ଏକମାତ୍ର ଗୋଲରେ…

ଖରାପ ଟାଇମିଂ ସହ ୨୦୦ ମିଟର ଦୌଡରେ ବି ହିଟ୍‌ରେ ହିଁ ହାରିଲେ ଭାରତର ‘ଦ୍ରୁତତମ ଧାବିକା’

ଟୋକିଓ – ୧୦୦ ମିଟର ପରେ ୨୦୦ ମିଟରରେ ମଧ୍ୟ ଦୂତି ଚାନ୍ଦ ବିଫଳ । ଟୋକିଓ ଅଲିମ୍ପିକ୍ସର ମହିଳା ୨୦୦ ମିଟର ଦୌଡରେ ବି ବିଫଳ ହୋଇଛନ୍ତି ଦୂତି । ହିଟ୍ -୪ରେ ସପ୍ତମ ସ୍ଥାନରେ ରହିଛନ୍ତି ଦୂତି ଚାନ୍ଦ । ୨୩ ଦଶମିକ ୮୫ ସେକେଣ୍ଡରେ ଦୌଡ ପୂରଣ କରିଥିଲେ ଦୂତି, ଯାହା କି ତାଙ୍କର ଶ୍ରେଷ୍ଠ…

କଲେଜ, ବିଶ୍ୱବିଦ୍ୟାଳୟ ଖୋଲିବା ନେଇ ଆଜି ନିଷ୍ପତ୍ତି ସମ୍ଭାବନା

ଭୁବନେଶ୍ୱର- ରାଜ୍ୟରେ କଲେଜ ଓ ବିଶ୍ୱବିଦ୍ୟାଳୟ ସମେତ ବିଭିନ୍ନ ଉଚ୍ଚ ଶିକ୍ଷାନୁଷ୍ଠାନ ଖୋଲିବା ସଂପର୍କରେ ଆଜି ନିଷ୍ପତ୍ତି ନିଆଯାଇପାରେ । ଏସବୁ ଶିକ୍ଷାନୁଷ୍ଠାନ କେବେ ଓ କେମିତି ଖୋଲିବ , ସେ ସଂପର୍କରେ ନିଷ୍ପତ୍ତି ହେବ । ଇଞ୍ଜିନିୟରିଂ କଲେଜ, ବୈଷୟିକ ଓ ବୃତ୍ତିଗତ ଶିକ୍ଷାନୁଷ୍ଠାନଗୁଡିକୁ…

ତିନି ମାସରୁ ଅଧିକ ସମୟ ପରେ ଆଜି ପୁଣି ଖୋଲିଲା କୋଣାର୍କ ସୂର୍ଯ୍ୟ ମନ୍ଦିର

ଭୁବନେଶ୍ୱର- କୋଣାର୍କର ବିଶ୍ୱବିଖ୍ୟାତ ସୂର୍ଯ୍ୟମନ୍ଦିର ପର୍ଯ୍ୟଟକମାନଙ୍କ ପାଇଁ ପୁଣି ଖୋଲିଛି । କୋରୋନାର ଦ୍ୱିତୀୟ ପ୍ରବାହ ଯୋଗୁଁ ଏପ୍ରିଲ ୧୬ରୁ ଦୀର୍ଘ ତିନିମାସରୁ ଅଧିକ ସମୟ ଧରି ବନ୍ଦ ଥିଲା ସୂର୍ଯ୍ୟମନ୍ଦିର । ଆଜି କୋରୋନା କଟକଣା ଅନୁସାରେ ପୁଣି ମନ୍ଦିର ଖୋଲିଛି । ସକାଳ ୬ଟାରୁ ଦିନ…

ରାଜ୍ୟରେ ୧୧ ଶହ ତଳେ ଦୈନିକ କୋରୋନା ସଂକ୍ରମଣ, ଦିନକରେ ୧୦୩୨ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର – ରାଜ୍ୟରେ ୧୧ ଶହ ତଳକୁ ଖସିଛି ଦୈନିକ କୋରୋନା ସଂକ୍ରମଣ । ଦିନକରେ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୧ ହଜାର ୩୨ ନୂଆ ସଂକ୍ରମିତ । ସଙ୍ଗରୋଧରୁ ୫୯୮ ଓ ସ୍ଥାନୀୟ ଅଞ୍ଚଳରୁ ୪୩୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଓ କଟକ ଜିଲ୍ଲାରେ ହ୍ରାସ ପାଇଛି ଦୈନିକ କୋରୋନା ସଂକ୍ରମଣ ।…

ପୂରଣ ହେଲା ଦକ୍ଷିଣ ଓଡ଼ିଶାବାସୀଙ୍କ ଅଭିଳାଷ

ରାଜ୍ୟର ଦ୍ବିତୀୟ ସର୍ବପୁରାତନ ମହାବିଦ୍ୟାଳୟର ମାନ୍ୟତା ବଦଳିଗଲା। ପୂରଣ ହେଲା ଦକ୍ଷିଣ ଓଡ଼ିଶାବାସୀଙ୍କ ଦୀର୍ଘ ଦିନର ଆଶା ଓ ଆକାଂକ୍ଷା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଞ୍ଜାମ ଜିଲ୍ଲାବାସୀଙ୍କ ହୃଦୟର ଅଭିଳାଷକୁ ହୃଦୟଙ୍ଗମ କରି ପୂର୍ବରୁ କରିଥିବା ଘୋଷଣା ଅଗଷ୍ଟ ପହିଲାରୁ ବାସ୍ତବ ରୂପ…

ଫୁଲବାଣୀ ସହରରେ ବଡ଼ ଧରଣର ଡକାୟତି

ଫୁଲବାଣୀ: ଫୁଲବାଣୀ ସହରରେ ବଡ଼ ଧରଣର ଡକାୟତି । ରିଭଲଭୋର୍ ମୁନରେ ଡକାୟତ ଦଳ ଲୁଟିଲେ ୫୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ସୁନା ଅଳଙ୍କାର ଓ ନଗଦ ଟଙ୍କା l ସହରର ପଟାବାଲି ସାହିରେ ରହୁଥିବା ବିଶିଷ୍ଟ ବ୍ୟବସାୟୀ ପ୍ରଶାନ୍ତ ପାଣିଗ୍ରାହୀ ଓରଫ୍ ମାଲୁ ପାଣିଗ୍ରାହୀଙ୍କ ଘରୁ ସଶସ୍ତ୍ର ଡକାୟତି l ସେ…

ଶ୍ରୀକ୍ଷେତ୍ରର ମକରଧ୍ୱଜ ହନୁମାନ

ଶ୍ରୀକ୍ଷେତ୍ରରେ ହନୁମାନ ଉପାସନା ଅତି ପ୍ରାଚୀନ୍ନ। ପୁରୀ ସଂସ୍କୃତିର ସ୍ୱତନ୍ତ୍ର ପରିଚୟ ପ୍ରତ୍ୟେକ ଯାଗା ଆଖଡାରେ ବଜରଙ୍ଗବଲି ହନୁମାନଙ୍କ ମନ୍ଦିର ଏହାର ପ୍ରତ୍ୟକ୍ଷ ପ୍ରମାଣ। କେବଳ ଯାଗା ଆଖଡା କାହିଁକି ଏହି କ୍ଷେତ୍ରର ପ୍ରତ୍ୟେକ ଗଳି କନ୍ଦିରେ କିଛି ନହେଲେ ଗୋଟିଏ ହନୁମାନ ମନ୍ଦିର…