‘ସାଇକେଲ ଫର୍ ଚେଞ୍ଜ୍‌’ ପ୍ରତିଯୋଗିତାରେ ଭୁବନେଶ୍ୱରକୁ ଦ୍ୱିତୀୟ ସ୍ଥାନ

ଭୁବନେଶ୍ୱର- ସ୍ମାର୍ଟସିଟି ଭୁବନେଶ୍ୱରକୁ ଆଉ ଏକ ଜାତୀୟ ସ୍ତରୀୟ ପୁରସ୍କାର । କେନ୍ଦ୍ର ନଗର ଉନ୍ନୟନ ବିଭାଗ ପକ୍ଷରୁ ସାଇକେଲ ଫର୍ ଚେଞ୍ଜ୍ ପ୍ରତିଯୋଗିତାରେ ଭୁବନେଶ୍ୱର ଦେଶର ୧୧ଟି ପ୍ରମୁଖ ସହର ମଧ୍ୟରେ ଦ୍ୱିତୀୟ ସ୍ଥାନ ହାସଲ କରିଛି । ବେଙ୍ଗଳୁରୁ ପ୍ରଥମ ସ୍ଥାନରେ ରହିଛି । ପୁରସ୍କାର…

ସାରା ରାଜ୍ୟରେ ‘ଗୋଟିଏ ଦେଶ, ଗୋଟିଏ ରେସନ’ କାର୍ଯ୍ୟକ୍ରମର ଶୁଭାରମ୍ଭ

ମାଲକାନଗିରି ଜିଲ୍ଲାରେ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଭିଟାମିନଯୁକ୍ତ ଚାଉଳ ପ୍ରଦାନ ଆରମ୍ଭ ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଖାଦ୍ୟ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ କରିବା ପାଇଁ ଦୁଇଟି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଆଜିଠାରୁ ଓଡିଶାର ସବୁ…

ବ୍ୟାଙ୍କର୍ସମାନଙ୍କୁ ନେଇ ପିଏମ୍‌ଇଜିପି କାର୍ଯ୍ୟକ୍ରମ ଉପରେ ସମୀକ୍ଷା

ଭୁବନେଶ୍ବର: ବ୍ୟାଙ୍କର୍ସମାନଙ୍କୁ ନେଇ କେନ୍ଦ୍ରୀୟ ଯୋଜନା ପିଏମ୍‌ଇଜିପି ଅଗ୍ରଗତି ଉପରେ ଏମ୍ଏସ୍ଏମ୍ଇ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ମୁଖ୍ୟାଳୟ ସମ୍ମିଳନୀ କକ୍ଷଠାରେ ଆୟୋଜିତ ଏହି…

ମେଡ଼ିକାଲ ଶିକ୍ଷାରେ ଓବିସି ଛାତ୍ରଛାତ୍ରୀଙ୍କୁ ୨୭% ଓ ଆର୍ଥିକ ଅନଗ୍ରସର ବର୍ଗ ପାଇଁ ୧୦% ସଂରକ୍ଷଣ ବ୍ୟବସ୍ଥା

ନୂଆଦିଲ୍ଲୀ: ଦେଶର ଡାକ୍ତରୀ ଶିକ୍ଷା କ୍ଷେତ୍ରରେ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ସର୍ବଭାରତୀୟ କୋଟା (ଏଆଇକ୍ୟୁ) ଅଧୀନରେ ୨୦୨୧-୨୨ ଶିକ୍ଷାବର୍ଷରୁ ଅଣ୍ଡର ଗ୍ରାଜୁଏଟ୍ ଏବଂ ପୋଷ୍ଟ ଗ୍ରାଜୁଏଟ୍ ମେଡିକାଲ୍ / ଡେଣ୍ଟାଲ୍ ପାଠ୍ୟକ୍ରମ (ଏମବିବିଏସ୍ / ଏମଡି / ଏମ୍ଏସ୍ / ଡିପ୍ଲୋମା / ବିଡିଏସ୍…

ଆସନ୍ତାକାଲି ଆସିବ ଅଗଷ୍ଟ ମାସର କୋଭିଡ ଗାଇଡଲାଇନ୍‌, ସାମଗ୍ରିକ ଭାବେ କଟକଣା ଅଧିକ କୋହଳ ହେବା ସମ୍ଭାବନା

ଭୁବନେଶ୍ୱର- ଅଗଷ୍ଟ ମାସ ପାଇଁ ରାଜ୍ୟ ସରକାରଙ୍କ କୋରୋନା ଗାଇଡଲାଇନ ଆସନ୍ତାକାଲି ଜାରି ହେବା ସମ୍ଭାବନା ରହିଛି । ରାଜ୍ୟରେ କୋରୋନା ସଂକ୍ରମଣ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି । ତେଣୁ ରାଜ୍ୟ ସରକାର ଆଉ କିଛି କଟକଣା କୋହଳ କରିବା ନେଇ ଚର୍ଚ୍ଚା ହେଉଛି । ସାମଗ୍ରିକ ସ୍ଥିତି ରପରେ ସମୀକ୍ଷା…