ଜାପାନର ୧୩ ବର୍ଷୀୟା ନିଶିୟା ମୋମୋଜି ରଚିଲେ ଇତିହାସ, ସ୍କେଟ୍ ବୋର୍ଡିଂ ପ୍ରତିଯୋଗିତାରେ ଜିତିଲେ ପ୍ରଥମ ସ୍ବର୍ଣ୍ଣ
ଟୋକିଓ: ଜାପାନର ୧୩ ବର୍ଷୀୟା ଆଥଲେଟ୍ ନିଶିୟା ମୋମୋଜି ଟୋକିଓ ଅଲିମ୍ପିକ୍ସର ସ୍କେଟ୍ ବୋର୍ଡିଂ ପ୍ରତିଯୋଗିତାର ମହିଳା ବର୍ଗରେ ପ୍ରଥମ ସ୍ବର୍ଣ୍ଣ ପଦକ ବିଜେତା ହୋଇଛନ୍ତି | ଅଲିମ୍ପିକ୍ସ ଇତିହାସରେ ସ୍ବର୍ଣ୍ଣ ଜିତିବାରେ ମଧ୍ୟ ସେ ସର୍ବକନିଷ୍ଠ ଆଥଲେଟ୍ ମାନଙ୍କ ମଧ୍ୟରୁ ଜଣେ । ଅଲିମ୍ପିକ୍…