ଆସନ୍ତା ୧୯ ତାରିଖରୁ ରାଜଧାନୀରେ ପୁଣି ନିୟମିତ ହେବ ମୋ ବସ୍ ସେବା

ଭୁବନେଶ୍ୱର- ଆସନ୍ତା ୧୯ ତାରିଖରୁ ନିୟମିତ ରାଜଧାନୀରେ ଭାବେ 'ମୋ ବସ୍' ସେବା ପୁଣି ଆରମ୍ଭ ହେବ । ଏ ନେଇ କ୍ୟାପିଟାଲ ରିଜିଓନାଲ ଅର୍ବାନ ଟ୍ରାନସପୋର୍ଟ –ସିଆରୟୁଟି ପକ୍ଷରୁ ସୂଚନା ଦିଆଯାଇ । ମୋ ବସ୍ ସେବା ନେଇ ବିସ୍ତୃତ ସୂଚନା ପରେ ଦିଆଯିବ । ଭୁବନେଶ୍ୱର ଆସୁଥିବା ରେଳଯାତ୍ରୀଙ୍କୁ କଟକ…

କୋଭିଡ କ୍ଷତିଗ୍ରସ୍ତ ବସ ମାଲିକମାନଙ୍କୁ ଆଶ୍ୱସ୍ତି, ଜୁଲାଇ ମାସର ମୋଟର ଯାନ ଟିକସ ଛାଡ କଲେ ରାଜ୍ୟ ସରକାର

ଭୁବନେଶ୍ୱର- କୋଭିଡ ଯୋଗୁଁ କ୍ଷତିଗ୍ରସ୍ତ ବସ ମାଲିକମାନଙ୍କୁ ଆଶ୍ୱସ୍ତି ପ୍ରଦାନ କରିଛନ୍ତି ରାଜ୍ୟ ସରକାର । ଜୁଲାଇ ମାସର ମୋଟର ଯାନ ଟିକସ ଛାଡ କରିଛନ୍ତି ରାଜ୍ୟ ସରକାର । ପୂର୍ବରୁ ବସ୍ ଉପରୁ ୩ ମାସ ପାଇଂ ଟିକିସ ଛାଡ କରିଥିଲେ ରାଜ୍ୟ ସରକାର । ଏପ୍ରିଲ, ମେ, ଜୁନ୍ ମାସର ଟିକସ ଛାଡ…

ରଥଯାତ୍ରା ଦିନ କଟକଣା ଉଲ୍ଲଂଘନ କରିଥିବା ଅଭିଯୋଗରେ ୧୦ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ, ଅକ୍ଷୟ ପାତ୍ର ଅଫିସ ସିଲ୍

ପୁରୀ –ରଥଯାତ୍ରା ଦିନ କଟକଣା ଉଲ୍ଲଂଘନ କରିଥିବାରୁ ପୁରୀ ସହରର ବିଭିନ୍ନ ବ୍ୟକ୍ତି, ଲଜ୍ ଓ ଅଫିସ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଆଜି ଅକ୍ଷୟ ପାତ୍ର ଫାଉଣ୍ଡେସନ ଅଫିସ ସିଲ୍ କରାଯାଇଛି । ରଥଯାତ୍ରା ଦିନ ଏହି ଅଫିସର ବାଲକୋନି ଉପରେ ଗୋବିନ୍ଦ କ୍ରିଷ୍ଣା ଦାସ ମହାପ୍ରଭୁଙ୍କ ଯାତ୍ରା…

ନିର୍ମାଣ ଶ୍ରମିକଙ୍କୁ ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସହାୟତା ପ୍ରଦାନ: ୨୬ ଲକ୍ଷ ଶ୍ରମିକ ପାଇଲେ ୩୮୫ କୋଟି

ଧନ୍ୟବାଦ ମୁଖ୍ୟମନ୍ତ୍ରୀ ଆଜ୍ଞା, ଆପଣଙ୍କ ସହାୟତା ଆମକୁ ବଞ୍ଚିବାର ରାହା ଦେଇଛି – ନିର୍ମାଣ ଶ୍ରମିକ ଭୁବନେଶ୍ବର: ଗରିବ ଲୋକଙ୍କୁ ତାଙ୍କ ଅଧିକାରରୁ କେହି ବି ବଞ୍ଚିତ କରିପାରିବେ ନାହିଁ। ଗରିବ ଲୋକଙ୍କର ସମ୍ମାନର ସହ ବଞ୍ଚିବାର ସମସ୍ତ ଅଧିକାର ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।…

ମନ ମୋହିବ ରାଜ୍ୟର ପ୍ରଥମ ଗ୍ରାସ୍ ପାର୍କ

ଘାସରେ ତିଆରି ଠେକୁଆ, ଜିରାଫ୍, ହାତୀ, ବାଘ, ଗାଈ, ମୟୂର, ଘୋଡ଼ା ଓ ଛୁଆକୁ ସ୍ନେହ କରୁଥିବା ମାଆର ପ୍ରତିକୃତି। ଦେଖିଲେ ଲାଗିବ ଜୀବନ୍ତ, ସତେ ଯେମିତି ଘାସ ତାର ସବୁଜିମାରେ ଏସବୁକୁ ନିଜ ଭିତରେ ଲୁଚାଇ ରଖିବାକୁ ପ୍ରୟାସରତ। ତେବେ ଏହା ସତସତିକା ଘାସ ନୁହେଁ, କୃତ୍ରିମ ଘାସରେ ତିଆରି ବିଭିନ୍ନ…

ୟୁପିର ୫୦% ବିଜେପି ବିଧାୟକଙ୍କ ଅଛନ୍ତି ତିନିରୁ ଅଧିକ ସନ୍ତାନ, ଲାଗୁ ହେବ ତ ନୂଆ ଜନସଂଖ୍ୟା ନୀତି?

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟରେ ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ଏକ ନୂଆ ଆଇନ ଆଣିବାକୁ ଘୋଷଣା କରିଛନ୍ତି । ଏହି ଆଇନ ଅଧୀନରେ ଦୁଇରୁ ଅଧିକ ସନ୍ତାନ ଥିଲେ ସମ୍ପୃକ୍ତ ବ୍ୟକ୍ତି ସରକାରୀ ଯୋଜନାର ଲାଭ ପାଇବାରୁ ବଞ୍ଚିତ ହେବେ । ସେମାନଙ୍କୁ ସରକାରୀ ଚାକିରି ପାଇଁ ମଧ୍ୟ…