ଓଡ଼ିଶା ଲଳିତ କଳା ଏକାଡେମୀ ତରଫରୁ ‘ଶ୍ରୀଗୁଣ୍ଡିଚା’ ଚିତ୍ରକଳା ପ୍ରଦର୍ଶନୀ ଉଦ୍‌ଘାଟିତ

ଭୁବନେଶ୍ବର: ପବିତ୍ର ରଥଯାତ୍ରା ଅବସରରେ ଓଡ଼ିଶା ଲଳିତ କଳା ଏକାଡେମୀ ଏବଂ ଓଡ଼ିଆ ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ନିକଟରେ ୧୦୦ ଜଣ ଶିଳ୍ପୀଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଥିବା ଶ୍ରୀଜଗନ୍ନାଥ ଓ ରଥଯାତ୍ରା ’ ଶୀର୍ଷକ ଚିତ୍ରକଳା ଶିବିରର କଳାକୃତିଗୁଡ଼ିକୁ ନେଇ ବୁଦ୍ଧ ଆର୍ଟ…

ବଦଳିଲା କାର୍ଯ୍ୟସୂଚୀ, ଜୁଲାଇ ୧୮ରୁ ଆରମ୍ଭ ହେବ ଭାରତ-ଶ୍ରୀଲଙ୍କା ସିରିଜ୍

କଲମ୍ବୋ: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ସୀମିତ ଓଭର ସିରିଜ୍ ପାଇଁ ନୂଆ ତାରିଖ ଘୋଷଣା ହୋଇଛି । ଏହି ସିରିଜ୍ ଏବେ ଜୁଲାଇ ୧୮ ରୁ ୨୯ ପର୍ଯ୍ୟନ୍ତ ଖେଳାଯିବ । ଶ୍ରୀଲଙ୍କା ଦଳରେ କରୋନା ମାମଲା ଯୋଗୁଁ ଏହି ନିଷ୍ପତ୍ତି ନିଆଯାଇଛି। ପ୍ରଥମେ ଏହି ସିରିଜ୍ ଜୁଲାଇ ୧୩ ରୁ ୨୫ ପର୍ଯ୍ୟନ୍ତ ହେବାର ଥିଲା…

ପୁରୀ ଦେବଦାସୀ ପରମ୍ପରାର ଶେଷ ସନ୍ତକ ପରଶମଣିଙ୍କ ଦେହାନ୍ତ

ଶ୍ରୀମନ୍ଦିର ଦେବଦାସୀ ପରମ୍ପରାର ଶେଷ ସନ୍ତକ ପୂର୍ବତନ ଦେବଦାସୀ ପରଶମଣି ଆଜି ସକାଳେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଶ୍ରୀମନ୍ଦିର ଦେଵଦାସୀ ସେବା ଦୁଇ ଭାଗରେ ବିଭକ୍ତ ଥିଲା। ମହାପ୍ରଭୁଙ୍କ ଶୟନ ଓ ଲଷ୍ମୀ ନାରାୟଣ ବଚନୀକା ସମୟରେ ନୃତ୍ୟ ଓ ଲଷ୍ମୀଙ୍କ ବାଡ଼ରେ ବଚନୀକାରେ ଭାଗ ନେଉଥିବା…

ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ୟୁପି ସରକାର ଆଣିବେ କଡ଼ା ଆଇନ, ଦୁଇରୁ ଅଧିକ ସନ୍ତାନ ଥିଲେ ମିଳିବନି ସରକାରୀ ଚାକିରି

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ରାଜ୍ୟ ଆଇନ କମିଶନ ଜନସଂଖ୍ୟା ନିୟନ୍ତ୍ରଣ ବିଲ୍-୨୦୨୧ ଚିଠା ପ୍ରସ୍ତୁତ କରିଛନ୍ତି। ଖୁବ ଶୀଘ୍ର କମିଶନ ଏହାକୁ ରାଜ୍ୟ ସରକାରଙ୍କୁ ପ୍ରଦାନ କରିବେ। ଏହି ଚିଠା ପ୍ରସ୍ତାବ ଅନୁଯାୟୀ, ଦୁଇରୁ ଅଧିକ ପିଲା ଥିବା ବ୍ୟକ୍ତି ସରକାରୀ ଯୋଜନାର…

ତାମିଲନାଡୁରେ ଜୁଲାଇ ୧୯ ଯାଏଁ ବଢ଼ିଲା ଲକଡାଉନ୍

ଚେନ୍ନାଇ: ତାମିଲନାଡୁରେ କରୋନା ସଂକ୍ରମଣ କମୁଥିଲେ ମଧ୍ୟ ରାଜ୍ୟ ସରକାର ବର୍ତ୍ତମାନ କଟକଣା ସମ୍ପୂର୍ଣ୍ଣ ଉଠାଇବା ମୁଡ୍ ରେ ନାହାଁନ୍ତି। ଲକଡାଉନ୍ ଅବଧିକୁ ଏମ.କେ ଷ୍ଟାଲିନ ସରକାର ଜୁଲାଇ ୧୯ ପର୍ଯ୍ୟନ୍ତ ବଢ଼ାଇଛନ୍ତି। ତେବେ କିଛି କଟକଣା କୋହଳ ମଧ୍ୟ କରାଯାଇଛି। ହୋଟେଲ, ଚା ଦୋକାନ, ବେକେରୀ,…