ଆଇଟି ନିୟମ ବିରୋଧରେ କୋର୍ଟ ଗଲା ପିଟିଆଇ

ନୂଆଦିଲ୍ଲୀ: ଡିଜିଟାଲ୍ ଏବଂ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ପାଇଁ କେନ୍ଦ୍ର ସରକାରଙ୍କ ନୂଆ ଆଇଟି ନିୟମ ବିରୋଧରେ ଦେଶର ସର୍ବବୃହତ ନ୍ୟୁଜ୍ ଏଜେନ୍ସି ପିଟିଆଇ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛି । ଡିଜିଟାଲ ନ୍ୟୁଜ ମିଡିଆ ଉପରେ ନିୟନ୍ତ୍ରଣ ଜାହିର କରିବା ନୂଆ ଆଇଟି ନିୟମର ଲକ୍ଷ୍ୟ ବୋଲି…

ଦେଶର ଆଇନ ସମସ୍ତଙ୍କୁ ମାନିବାକୁ ପଡ଼ିବ, ଟ୍ବିଟରକୁ ନୂଆ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଚେତାବନୀ

ନୂଆଦିଲ୍ଲୀ: ଅଶ୍ୱିନୀ ବୈଷ୍ଣବ ଆଜି ଆଇଟି, ଇଲେକ୍ଟ୍ରୋନିକ୍ସ ଏବଂ ଯୋଗାଯୋଗ ମନ୍ତ୍ରଣାଳୟର ଦାୟିତ୍ଵ ଗ୍ରହଣ କରିଛନ୍ତି। ଦାୟିତ୍ୱ ଗ୍ରହଣ କରିବା ମାତ୍ରେ ସେ ନୂଆ ଆଇଟି ନିୟମ ନେଇ ଟ୍ୱିଟରକୁ ଚେତାବନୀ ଦେଇଛନ୍ତି। ଟ୍ୱିଟରର ମନମୁଖି ଆଚରଣ ସମ୍ପର୍କରେ ଗଣମାଧ୍ୟମର ପ୍ରଶ୍ନର ଉତ୍ତରରେ ଅଶ୍ୱିନୀ…

‘ମହାତ୍ମା ଗାନ୍ଧୀ ଇଜ୍ ନେସନ୍ ଅଫ୍ ଫାଦର୍..’, ପୁରୁଣା ଟ୍ବିଟ୍ ପାଇଁ ଟ୍ରୋଲ୍ ହେଲେ ନୂଆ…

ନୂଆଦିଲ୍ଲୀ: ଗୁଜରାଟର ବିଜେପି ସାଂସଦ ମନସୁଖ ମାଣ୍ଡବ୍ୟଙ୍କୁ ବୁଧବାର ପ୍ରଧାନମନ୍ତ୍ରୀ ମୋଦି ପଦୋନ୍ନତି ଦେଇ କ୍ୟାବିନେଟ ମନ୍ତ୍ରୀ କରିଛନ୍ତି। ମାଣ୍ଡବ୍ୟ ଡକ୍ଟର ହର୍ଷ ବର୍ଦ୍ଧନଙ୍କ ସ୍ଥାନ ନେଇଛନ୍ତି ଏବଂ ଦେଶର ନୂଆ ସ୍ୱାସ୍ଥ୍ୟମନ୍ତ୍ରୀ ହୋଇଛନ୍ତି। ତେବେ ମାଣ୍ଡବ୍ୟ ଦାୟିତ୍ୱ ଗ୍ରହଣ କରିବା…

କୋରୋନାର ତୃତୀୟ ପ୍ରବାହର ମୁକାବିଲା ପାଇଁ ତିନିଟି ବିଷୟ ଉପରେ ଅଧିକ ଗୁରୁତ୍ୱ

ଭୁବନେଶ୍ୱର- ରାଜ୍ୟରେ ସମ୍ଭାବ୍ୟ ତୃତୀୟ କୋରୋନା ପ୍ରବାହର ମୁକାବିଲା ପାଇଁ ସରକାର ସଂପୂର୍ଣ୍ଣ ବ୍ୟବସ୍ଥା କରିଛନ୍ତି । ତୃତୀୟ ପ୍ରବାହ ପାଇଁ ୩ଟି ବିଷୟ ଉପରେ ଗୁରୁତ୍ୱ ଦିଆଯାଉଛି । ଟିକାକରଣ, ସର୍ଭେଲାନ୍ସ ଓ ଭିତ୍ତିଭୂମି ପ୍ରସ୍ତୁତ ସହ ସ୍ୱତନ୍ତ୍ର ଗୋଷ୍ଠୀର ଚିକିତ୍ସା । ସ୍ୱାସ୍ଥ୍ୟ…

ବିଶ୍ୱରେ କୋଭିଡ-୧୯ରେ ରେକର୍ଡ ୪୦ ଲକ୍ଷରୁ ଉର୍ଦ୍ଧ୍ଵ ଲୋକଙ୍କ ମୃତ୍ୟୁ, ଇଣ୍ଡୋନେସିଆ ନୂଆ ହଟସ୍ପଟ୍

ଜେନିଭା: କୋଭିଡ -୧୯ରେ ବିଶ୍ୱରେ ଏପର୍ଯ୍ୟନ୍ତ ୪୦ ଲକ୍ଷରୁ ଉର୍ଦ୍ଧ୍ବ ଲୋକଙ୍କର ମୃତ୍ୟୁ ଘଟିଛି । ଏସିଆର ଅନେକ ଦେଶରେ ସଂକ୍ରମଣ ବଢିବାରେ ଲାଗିଛି। ଏସିଆର ଲକ୍ଷ ଲକ୍ଷ ଲୋକ ନୂଆ ଲକଡାଉନର ସମ୍ମୁଖୀନ ହେଉଛନ୍ତି ଏବଂ ଇଣ୍ଡୋନେସିଆ ଏବେ ବିଶ୍ଵର ହଟସ୍ପଟ୍ ଭାବରେ ଉଭା ହୋଇଛି ବୋଲି ବିଶ୍ୱ…

ପୁଣି ପଶ୍ଚିମ ଓଡ଼ିଶାକୁ କେନ୍ଦ୍ରର ଚରମ ଉପେକ୍ଷା: ୫ରୁ ୫ ଆସନ ଦେଇ ପ୍ରତିଦାନରେ ସାଂଘାତିକ ଅବହେଳା

ସମ୍ବଲପୁର : କେନ୍ଦ୍ର ମନ୍ତ୍ରୀମଣ୍ଡଳର ସଂପ୍ରସାରଣ ଇତିମଧ୍ୟରେ ଶେଷ ହୋଇଛି । ଏଥିରେ ରାଜ୍ୟରୁ ନିର୍ବାଚିତ ହୋଇଥିବା ୮ ବିଜେପି ସାଂସଦଙ୍କ ମଧ୍ୟରୁ କେବଳ ଜଣେ ସାଂସଦଙ୍କୁ ହିଁ ମନ୍ତ୍ରୀ ପଦ ମିଳିଛି । ଏହାଛଡା ରାଜ୍ୟରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ଅଶ୍ବିନୀ ବୈଷ୍ଣବଙ୍କୁ ବି କେବିନେଟ୍…

ଭିଜିଲାନ୍ସ ଜାଲରେ ଟିଟିଲାଗଡ ୱେୟାରହାଉସର ଅବସରପ୍ରାପ୍ତ ଅଧୀକ୍ଷକ

ବଲାଙ୍ଗିର - ଆୟ ବର୍ହିଭୁତ ସଂପତ୍ତି ଠୁଳ ଅଭିଯୋଗରେ ଟିଟିଲାଗଡ ୱେୟାର ହାଉସର ଅବସରପ୍ରାପ୍ତ ଅଧୀକ୍ଷକ ଗଣପତି ପୁରୋହିତଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଛି । ବଲାଙ୍ଗିରର ପ୍ୟାଲେସ ଲାଇନ ସ୍ଥିତ ତାଙ୍କ ଘର ସମେତ ୪ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ । ଦୁଇଟି ନୂଆ ଘର ଉପରେ ଚଢାଉ ହୋଇଛି ।…

ରଥଯାତ୍ରା ପୂର୍ବରୁ ସେବାୟତଙ୍କ କୋଭିଡ ଟେଷ୍ଟ ଆରମ୍ଭ

ପୁରୀ – ରଥଯାତ୍ରା ପାଇଁ ସେବାୟତଙ୍କ କୋଭିଡ ଟେଷ୍ଟ ଆରମ୍ଭ ହୋଇଛି । ୩ ହଜାର ସେବାୟତ, ୧ ହଜାର ରଥ ନିର୍ମାଣ ସେବକ ଓ ଶ୍ରୀମନ୍ଦିର କର୍ମଚାରୀଙ୍କ କୋଭିଡ ଟେଷ୍ଟ କରାଯିବ । ୩ ହଜାର ପୋଲିସ କର୍ମଚାରୀ, ୧ ହଜାର ସାମ୍ବାଦିକ ଓ ପ୍ରଶାସନିକ କର୍ମଚାରୀଙ୍କ ବ କୋଭିଡ ଟେଷ୍ଟ ହେବ । ମୋଟ ୭ଟି…

ଜାମ୍ମୁ କାଶ୍ମୀର: ସୁରକ୍ଷା ବାହିନୀ ସହ ଏନକାଉଣ୍ଟରରେ ତିନି ଆତଙ୍କବାଦୀ ନିହତ

ନୂଆଦିଲ୍ଲୀ: କାଶ୍ମୀରରେ ସୁରକ୍ଷା ବାହିନୀକୁ ଏକ ବଡ଼ ସଫଳତା ମିଳିଛି। ଦକ୍ଷିଣ କାଶ୍ମୀରର ଦୁଇଟି ସ୍ଥାନରେ ଚାଲିଥିବା ଏନକାଉଣ୍ଟରରେ ସୁରକ୍ଷା ବାହିନୀ ତିନି ଜଣ ଆତଙ୍କବାଦୀଙ୍କୁ ନିପାତ କରିଛି। କୁଲଗାମରେ ଦୁଇଜଣ ଲଶ୍କର ଆତଙ୍କବାଦୀ ଓ ପୁଲୱାମାରେ ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ ହୋଇଛି।…