ମୁଖ୍ୟମନ୍ତ୍ରୀଙ୍କ ୫-ଟି ମନ୍ତ୍ରକୁ ଜିଲ୍ଲାସ୍ତରରେ କାର୍ଯ୍ୟକାରୀ କରି ପରିବର୍ତ୍ତନର ବାର୍ତ୍ତାବହ ହୁଅନ୍ତୁ :…

ଭୁବନେଶ୍ୱର: ଆଜି ପୂର୍ବାହ୍ନରେ ଭର୍ଚୁଆଲ ମାଧ୍ୟମରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀମାନଙ୍କ ସମ୍ମଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜଳସମ୍ପଦ , ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ଯୋଗଦେଇ କହିଲେ ଯେ କରୋନା ମହାମାରୀର ଭୟାବହତା ସତ୍ତ୍ବେ ଜିଲ୍ଲା ସୂଚନା ଲୋକସମ୍ପର୍କ…

୧୧ରେ ହୀରାକୁଦ ଛାଡିବ ଏବର୍ଷର ପ୍ରଥମ ବନ୍ୟାଜଳ

ସମ୍ବଲପୁର: ଆସନ୍ତା ୧୧ ତାରିଖରେ ହୀରାକୁଦ ବନ୍ଧରୁ ଏବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ ହେବ । ଆଜି ଏନେଇ ବନ୍ଧ କର୍ତୁପଖ୍ୟ ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି । ଆଜି ଜଳସ୍ତର ୬୦୭.୫୮ରେ ପହଞ୍ଚିଥିବା ବେଳେ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ପ୍ରାୟ ୫୦ ହଜାର କ୍ୟସେକ୍ ପାଣି ପଶୁଛି । ସେହିପରି…

ସ୍ବାସ୍ଥ୍ୟ ମନ୍ତ୍ରୀ ବଦଳିବା ନେଇ ରାହୁଲଙ୍କ କଟାକ୍ଷ, ଟ୍ୱିଟ୍ କରି ଏମିତି କହିଲେ..

ନୂଆଦିଲ୍ଲୀ: ଡକ୍ଟର ହର୍ଷ ବର୍ଦ୍ଧନଙ୍କୁ ହଟାଇ ମନସୁଖ ମାଣ୍ଡବ୍ୟଙ୍କୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦାୟିତ୍ବ ଦିଆଯିବା ନେଇ ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ କେନ୍ଦ୍ରର ମୋଦି ସରକାରକୁ କଟାକ୍ଷ କରିଛନ୍ତି । ରାହୁଲ କହିଛନ୍ତି, ଏହାର ଅର୍ଥ ହେଉଛି ଏବେ ଦେଶରେ ଆଉ ଟିକାର ଅଭାବ ରହିବ…

ନୂଆ କ୍ୟାବିନେଟ୍ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଫେସବୁକ୍ ଆକାଉଣ୍ଟ ହ୍ୟାକ୍, ଅପଲୋଡ୍ ହେଲା ମୋଦି-ବିରୋଧୀ…

ନୂଆଦିଲ୍ଲୀ: ମୋଦି କ୍ୟାବିନେଟରେ ସାମିଲ ହେବାର କିଛି ଘଣ୍ଟା ମଧ୍ୟରେ କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଫେସବୁକ ଆକାଉଣ୍ଟ ହ୍ୟାକ୍ ହେବା ଖବର ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ହୋଇଛି। ଗତକାଲି ରାତି ୧୨ଟା ୨୩ ମିନିଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ…