ତୁମ ମନମାନି ଚଳିବନି, ଟ୍ବିଟରକୁ ଦିଲ୍ଲୀ ହାଇକୋର୍ଟଙ୍କ ଚେତାବନୀ

ନୂଆଦିଲ୍ଲୀ: ଅଭିଯୋଗ ନିବାରଣ ଅଧିକାରୀଙ୍କ ନିଯୁକ୍ତିକୁ ନେଇ ଦିଲ୍ଲୀ ହାଇକୋର୍ଟ ମାଇକ୍ରୋବ୍ଲଗିଂ ସାଇଟ୍ ଟ୍ୱିଟରକୁ ଭର୍ତ୍ସନା କରିଛନ୍ତି । ଅଭିଯୋଗ ଅଧିକାରୀଙ୍କୁ ନିଯୁକ୍ତ କରିବାକୁ ତୁମକୁ କେତେ ସମୟ ଲାଗୁଛି ? ଯଦି ତୁମେ ଭାବୁଛ ଆମ ଦେଶରେ ତୁମେ ନିଜ ଇଚ୍ଛା ମୁତାବକ ସମୟ ନେଇପାରିବ, ତେବେ…

ରୋଗୀ ନ ଥିଲେ ବନ୍ଦ ହେବ ରାଜ୍ୟର ସରକାରୀ ଓ ଘରୋଇ କୋଭିଡ କେୟାର ସେଂଟର

ଭୁବନେଶ୍ୱର – ରୋଗୀ ନ ଥିଲେ ରାଜ୍ୟରେ ଚାଲୁଥିବା ସରକାରୀ ଓ ଘରୋଇ କୋଭିଡ କେୟାର ସେଂଟରଗୁଡିକୁ ବନ୍ଦ କରିବା ପାଇଁ ସବୁ ଜିଲ୍ଲାପାଳ ଓ କମିଶନରଙ୍କୁ ଚିଠି ଲେଖିଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ । ରୋଗୀ ନ ଥିଲେ ସରକାରଙ୍କ ଦ୍ୱାରା ପରିଚାଳିତ ଘରୋଇ କୋଭିଡ ହସପିଟାଲ୍ ମଧ୍ୟ ବନ୍ଦ ରହିବ ।…

୮ ରାଜ୍ୟରେ ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି, କେନ୍ଦ୍ରମନ୍ତ୍ରୀ ଥୱର ଚାନ୍ଦ ଗେହଲୋଟ ହେଲେ କର୍ଣ୍ଣାଟକ ରାଜ୍ୟପାଳ

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀମଣ୍ଡଳର ସମ୍ଭାବ୍ୟ ସମ୍ପ୍ରସାରଣ ପୂର୍ବରୁ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ମଙ୍ଗଳବାର ୮ ରାଜ୍ୟରେ ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତ କରିଛନ୍ତି। ଏଥିରେ ମୋଦି କ୍ୟାବିନେଟର ସାମାଜିକ ନ୍ୟାୟ ମନ୍ତ୍ରୀ ଥୱର ଚାନ୍ଦ ଗେହଲୋଟଙ୍କ ନାମ ରହିଛି। ତାଙ୍କୁ କର୍ଣ୍ଣାଟକର…

ଖୁବଶୀଘ୍ର ହୋଇପାରେ କେନ୍ଦ୍ର ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ, ନେତାଙ୍କୁ ଦିଲ୍ଲୀ ଡ଼ାକରା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସପ୍ତାହରେ ତାଙ୍କ କ୍ୟାବିନେଟ ସମ୍ପ୍ରସାରଣ କରିପାରନ୍ତି। ଏନେଇ ପ୍ରାକ୍ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। କ୍ୟାବିନେଟ ସମ୍ପ୍ରସାରଣରେ ପ୍ରାୟ ଦେଢ଼ ଡଜନ ନୂଆ ମନ୍ତ୍ରୀଙ୍କୁ ସାମିଲ କରାଯିବାର ସମ୍ଭାବନା ରହିଛି। ପୂର୍ବରୁ…

ରାଜ୍ୟରେ ୪ ରୁ ୫ ମାସ ମଧ୍ୟରେ ସରିବ କୋଭିଡ ଟିକାକରଣ

ଭୁବନେଶ୍ୱର- ରାଜ୍ୟରେ ଆଉ ୪ ରୁ ୫ ମାସ ମଧ୍ୟରେ ସରିବ କୋଭିଡ ଟିକାକରଣ । ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ଏହି ସୂଚନା ଦେଇଛନ୍ତି । ଟିକାକରଣ ନେଇ ରାଜ୍ୟ ଅଧିକାରୀଙ୍କୁ କେନ୍ଦ୍ର ସରକାର ପ୍ରଶିକ୍ଷଣ ଦେବେ । ଏବେ ସୁଦ୍ଧା ରାଜ୍ୟରେ ୧ କୋଟି ୨୫ ଲକ୍ଷ ଡୋଜ୍ ଟିକା ଦିଆସରିଛି ।…