କରୋନା ଅପଡେଟ୍‌: ୮୮ ଦିନ ପରେ ସବୁଠୁ କମ୍ ମାମଲା, ଆଉ ୫୩,୨୫୬ ସଂକ୍ରମିତ ଚିହ୍ନଟ, ୧୪୨୨ ମୃତ

ନୂଆଦିଲ୍ଲୀ: ୮୮ ଦିନ ପରେ ଭାରତରେ ସବୁଠୁ କମ୍ କୋଭିଡ୍ ମାମଲା ରିପୋର୍ଟ ହୋଇଛି । ଗତ ୨୪ ଘଣ୍ଟାରେ ଦେଶରେ ଆଉ ୫୩,୨୫୬ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦିନକରେ ଏହି ରୋଗରେ ୧୪୨୨ ଜଣଙ୍କର ମୃତ୍ୟୁ ହୋଇଛି । କୋଭିଡ୍‌-୧୯ରୁ ପୁଣି ୭୮,୧୯୦ ଲୋକ ସୁସ୍ଥ ହୋଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ…

କରୋନା ମହାମାରୀ ମଧ୍ୟରେ ଆଶାର କିରଣ ସାଜିଛି ଯୋଗ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: କରୋନା ମହାମାରୀ ମଧ୍ୟରେ ଯୋଗ ଆଶାର କିରଣ ସାଜିଛି । ଯୋଗ ଆମକୁ ଷ୍ଟ୍ରେସ୍‌ରୁ ଷ୍ଟ୍ରେନ୍ଥ ଏବଂ ନେଗେଟିଭିଟିରୁ କ୍ରିଏଟିଭିଟିର ପଥ ଦେଖାଇଛି ବୋଲି ସପ୍ତମ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ କହିଛନ୍ତି, ଦୁଇ ବର୍ଷ…

ଆଜିଠୁ ଶିକ୍ଷାଦର୍ପଣ କାର୍ଯ୍ୟକ୍ରମ ୟୁ ଟ୍ୟୁବ୍ ମାଧ୍ୟମରେ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷାଦାନ ଆରମ୍ଭ

ଭୁବନେଶ୍ୱର- ଆଜିଠାରୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଶିକ୍ଷା ଦର୍ପଣ କାର୍ଯ୍ୟକ୍ରମ ଓ ୟୁଟ୍ୟୁବ ମାଧ୍ୟମରେ ପ୍ରଥମରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ ବ୍ୟବସ୍ଥା ଆରମ୍ଭ କରାଯାଇଛି । ପ୍ରତିଦିନ ସକାଳ ୯ଟାରୁ ଶିକ୍ଷାଦାନ କାର୍ଯ୍ୟକ୍ରମ ଆରମ୍ଭ କରାଯିବ । ଓସେପା ଗାଇଡଲାଇନ…

ରାଜ୍ୟରେ ଆଉ ୪୩ କୋରୋନା ରୋଗୀଙ୍କ ମୃତ୍ୟୁ

ଭୁବନେଶ୍ୱର- ରାଜ୍ୟରେ ଆଉ ୪୩ କୋରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଗତ ୨୪ ଘଂଟାରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭ ଜଣଙ୍କର ମୃତ୍ୟୁ ହୋଇଛି । କଟକ ଓ ବରଗଡ ଜିଲ୍ଲାରୁ ୫ ଜଣ ଲେଖାଏଁ ପ୍ରାଣ ହରାଇଛନ୍ତି । ପୁରୀ ଓ ଝାରସୁଗୁଡାରୁ ୪ ଜଣ ଲେଖାଏଁ ରୋଗୀଙ୍କ ମୃତ୍ୟୁ ହୋଇଛି । କୋରାପୁଟ ଓ…

ରାଜ୍ୟରେ ଆହୁରି ଖସିଲା ଦୈନିକ କୋରୋନା ସଂକ୍ରମଣ, ୩ ହଜାର ୩୧ ନୂଆ ଆକ୍ରାନ୍ତ, ରେଡ୍ ଜୋନ ଜିଲ୍ଲାରେ ଉଲ୍ଲେଖନୀୟ ହ୍ରାସ

ଭୁବନେଶ୍ୱର- ରାଜ୍ୟରେ ଗତ ୨୪ ଘଂଟାରେ ଚିହ୍ନଟ ହୋଇଛନ୍ତି ୩ ହଜାର ୩୧ ନୂଆ କୋରୋନା ପଜିଟିଭ । ସଙ୍ଗରୋଧରୁ ୧ ହଜାର ୭୩୮ ଏବଂ ସ୍ଥାନୀୟ ଅଂଚଳରୁ ୧ ହଜାର ୨୯୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୮୧, କଟକରୁ ୨୯୫, ବାଲେଶ୍ୱରରୁ ୨୯୦, ଯାଜପୁରରୁ ୨୨୬, ପୁରୀରୁ ୧୮୦…

ରାଜ୍ୟରେ ଆଜିଠୁ କ୍ୟାଂପେନ ମୋଡରେ ଟିକାକରଣ : ଦୈନିକ ୩ ଲକ୍ଷ ଟିକାକରଣ ପାଇଁ ଟାର୍ଗେଟ

ଭୁବନେଶ୍ୱର- ଆଜିଠୁ ରାଜ୍ୟରେ କ୍ୟାଂପେନ ମୋଡରେ ହେବ ଟିକାକରଣ । ଦେନିକ ୩ ଲକ୍ଷ ଟିକାକରଣ ପାଇଁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ପ୍ରତି ବ୍ଲକ ଓ ବିଜ୍ଞପିତ ଅଂଚଳ ପରିଷଦର ୫ଟି କେନ୍ଦ୍ରରେ ହେବ ଟିକାକରଣ । ପୌର ପରିଷଦର ୧୦ଟି କେନ୍ଦ୍ରରେ ଲୋକଙ୍କୁ ଟିକା ଦିଆଯିବ । ମହାନଗର ନିଗମର ୨୦ଟି…

ନ୍ୟୁଜରୁମ ଓଡିଶା: ସକାଳର ଖବର

ବଲିଉଡରେ ପ୍ରଶଂସା ସାଉଁଟିଲା ଓଡିଶା- ମୋ ପରିବାର ବାପା , ମା ବା ପରିବାର ର ମୁଖ୍ୟ ଉପାର୍ଜନ କାରୀଙ୍କୁ ହରାଇଥିବା ଶିଶୁ ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନୂଆ ଯୋଜନା “ଆଶୀର୍ବାଦ’ ସ୍ନାନପୂର୍ଣ୍ଣିମା ଓ ରଥଯାତ୍ରା ନୀତିନିର୍ଘଂଟ ଚୂଡାନ୍ତ ମହାପ୍ରଭୁଙ୍କ ସୁନାବେଶ ଓ ନିଳାଦ୍ରୀ…