ରାଜଧାନୀର ବୁଦ୍ଧେଶ୍ୱରୀ କଲୋନୀ ଅଂଚଳରୁ ସେକ୍ସ ରାକେଟ ଠାବ

ଭୁବନେଶ୍ୱର-ସଟଡାଉନ ମଧ୍ୟରେ ରାଜଧାନୀରେ ଏକ ସେକ୍ସ ରାକେଟ ଠାବ ହୋଇଛି । ବୁଦ୍ଧେଶ୍ୱରୀ କଲୋନୀ ଅଂଚଳର ଏକ ଗେଷ୍ଟ ହାଉସରେ ଦେହ ବ୍ୟବସାୟ ଚାଲିଥିଲା ବେଳେ ପୋଲିସ ଚଢାଉ କରିଥିଲା । ସେକ୍ସ ରାକେଟ ଚାଲୁଥିବା ଖବର ପାଇ ଲକ୍ଷ୍‌ମୀସାଗର ଥାନା ପୋଲିସ ଗେଷ୍ଟ ହାଉସରେ ଚଢାଉ କରିଥିଲା । ଜଣେ ଯୁବତୀ ଓ…

ସ୍ନାନପୂର୍ଣ୍ଣିମା ଓ ରଥଯାତ୍ରା ନୀତିନିର୍ଘଂଟ ଚୂଡାନ୍ତ

ପୁରୀ – ଛତିଶା ନିଯୋଗ ବୈଠକରେ ସ୍ନାନପୂର୍ଣ୍ଣିମା ଓ ରଥଯାତ୍ରା ନୀତିକାନ୍ତି ସମୟ ଚୂଡାନ୍ତ ହୋଇଛି । ବିନାଭକ୍ତରେ ହେବ ଉଭୟ ସ୍ନାନପୂର୍ଣ୍ଣିମା ଓ ରଥଯାତ୍ରା । ସୀମିତ ସଂଖ୍ୟକ ସେବକଙ୍କୁ ନେଇ ହେବ ନୀତିକାନ୍ତି । ସ୍ନାନପୂର୍ଣ୍ଣିମା ପାଇଁ ସ୍ଥିର ହୋଇଥିବା ନୀତିନିର୍ଘଂଟ ଅନୁସାରେ-…

ରଥଯାତ୍ରା ର ରୋଚକ ତଥ୍ୟ- ଆଜି ଜାଣିବା ଦର୍ପଦଳନ ରଥର ସାରଥୀ ଓ ପାର୍ଶ୍ଵଦେଵତାଙ୍କ ବିଷୟରେ କିଛି କଥା

ସୃଷ୍ଟିର ସମସ୍ତ ଶୁଭର ଭାବ ଯାହାଙ୍କ ଠାରେ ବିଦ୍ୟମାନ ସେ ହେଉଛନ୍ତି ଦେବୀ ସୁଭଦ୍ରା। ବୈଦିକ ସାହିତ୍ୟରେ ବର୍ଣ୍ଣିତ ଏକନଂଶା ଦେବୀଙ୍କ ପରବର୍ତ୍ତୀ ସ୍ୱରୂପ ହିଁ ସୁଭଦ୍ରା। ଏକନଂଶା ଶବ୍ଦର ଅର୍ଥ ହେଉଛି 'ବ୍ରହ୍ମମାୟା'। ବ୍ରହ୍ମଙ୍କ ଅବିଛିର୍ଣ୍ଣ ଅଙ୍ଗ ହେତୁ ସିଏ ଜୀବାତ୍ମାର ଗତି…

କାଲିଠାରୁ ରାଜ୍ୟରେ ବ୍ୟାପକ ହେବ କୋଭିଡ ଟିକାକରଣ, ଦୈନିକ ୩ ଲକ୍ଷ ଟିକାକରଣ ପାଇଁ ଲକ୍ଷ୍ୟ

ଭୁବନେଶ୍ୱର- ରାଜ୍ୟରେ ଆସନ୍ତାକାଲିଠାରୁ ଟିକାକରଣ ତ୍ୱରାନ୍ୱିତ ହେବ । କେନ୍ଦ୍ର ସରକାରଙ୍କ ନୂଆ ନୀତି ଅନୁସାରେ ହେବେ ଟିକାକରଣ । ପ୍ରତିଦିନ ୩ ଲକ୍ଷ ଟିକାକରଣ ପାଇଁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । କାଲିଠାରୁ ରାଜ୍ୟର ସବୁ ବ୍ଲକ ଓ ମ୍ୟୁନିସିପାଲିଟିରେ କ୍ୟାମ୍ପେନ ମୋଡରେ ଟିକାକରଣ…

କୋଭିଡ୍ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ଦେଇହେବ ନାହିଁ, ସୁପ୍ରିମକୋର୍ଟଙ୍କୁ ଜଣାଇଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: କରୋନାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ଦେଇ ହେବ ନାହିଁ । ଏ ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ଦାଏର ଏକ ଜନସ୍ୱାର୍ଥ ମାମଲାର ଜବାବରେ ଏହା କହିଛନ୍ତି କେନ୍ଦ୍ର ସରକାର । ବିପର୍ଯ୍ୟୟ ପରିଚାଳନା ଆଇନ ଅନୁସାରେ ଅନୁକମ୍ପା ରାଶି କେବଳ ଭୂମିକମ୍ପ ଓ…

ବାପା , ମା ବା ପରିବାର ର ମୁଖ୍ୟ ଉପାର୍ଜନ କାରୀଙ୍କୁ ହରାଇଥିବା ଶିଶୁ ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନୂଆ ଯୋଜନା…

ଭୁବନେଶ୍ୱର: ଗତ ଅପ୍ରେଲ ପହିଲା ୨୦୨୦ ଦିନ ବା ତା ପରେ ଉଭୟ ବାପା, ମା ବା ପରିବାରର ମୁଖ୍ୟ ଉପାର୍ଜନ କାରୀ ଙ୍କୁ ହରାଇ ଥିବା ପିଲା ମାନଙ୍କ ଶିଷା ଦୀଷା ଭରଣପୋଷଣ ତଥା ଯତ୍ନ  ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆ  ଯୋଜନା 'ଆଶୀର୍ବାଦ' ଘୋଷଣା କରିଛନ୍ତି । ଏହି ଯୋଜନା ପାଇଁ  ଯୋଗ୍ୟ…

ବିହାରରେ କରୋନା ମୃତ୍ୟୁସଂଖ୍ୟା ଉପରେ ପ୍ରଶ୍ନବାଚୀ; ୭୫ ହଜାର ମୃତ୍ୟୁର ହିସାବ ମିଳୁନି, ଭର୍ତ୍ସନା କଲେ ହାଇକୋର୍ଟ

ପାଟଣା: ବିହାରରେ କରୋନା ମୃତ୍ୟୁ ସଂଖ୍ୟା ନେଇ ସନ୍ଦେହ ସୃଷ୍ଟି ହୋଇଛି । ସରକାରୀ ଭାବେ ରାଜ୍ୟରେ ଯେତିକି ମୃତ୍ୟୁ ହୋଇଛି ବୋଲି କୁହାଯାଉଛି ତା’ଠାରୁ ବହୁଗୁଣ ଲୋକ ଦ୍ୱିତୀୟ ଲହରୀ ସମୟରେ ପ୍ରାଣ ହରାଇଥିଲେ । ଦ୍ୱିତୀୟ ଲହରୀ ସମୟରେ ବିହାରରେ ପ୍ରାୟ ୭୫ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ…