କାନପୁର: ଦୁଇ ବର୍ଷର ପିଲାକୁ ଦିଆଗଲା କୋଭାକ୍ସିନ ଟିକା

ଲକ୍ଷ୍ନୌ: ଦେଶରେ ପିଲାମାନଙ୍କ ଉପରେ କରୋନା ଟିକା ପରୀକ୍ଷଣ ଆରମ୍ଭ ହୋଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ୨ ରୁ ୬ ବର୍ଷ ବୟସର ୫ ଜଣ ପିଲାଙ୍କୁ ଟିକା ଦିଆଯାଇଛି। ପ୍ରଥମ ଥର ପାଇଁ ଦୁଇ ବର୍ଷ ଆଠ ମାସର ଏକ ଶିଶୁ ଉପରେ ମଧ୍ୟ ଏହି ଟିକାର ପରୀକ୍ଷଣ କରାଯାଇଛି। କାନପୁର ଗ୍ରାମାଞ୍ଚଳରେ ଜଣେ ଘରୋଇ…

ନକଲି ଔଷଧ କାରବାର ମାମଲା : ଆସନ୍ତା ୨୮ରେ ଶିବ ଜେନା ଓ ଅନ୍ୟ ତିନି ଜଣଙ୍କ ଜାମିନ ଆବେଦନର ଶୁଣାଣି

କଟକ- ନକଲି ଔଷଧ କାରବାର ମାମଲାରେ ଗିରଫ ଶିବ ଜେନାଙ୍କୁ ଆଜି କଟକ ଜିଲ୍ଲା ଦୌରାଜଜ୍ କୋର୍ଟରେ ହାଜର କରାଯାଇଛି । ନକଲି କୋରୋନା ଔଷଧ ବିକ୍ରି ମାମଲାରେ ଶିବ ଜେନାଙ୍କୁ କ୍ରାଇମବ୍ରାଂଚର ଏସଟିଏଫ ଗିରଫ କରିଥିଲା । ଆସନ୍ତା ୨୮ ତାରିଖରେ ତାଙ୍କର ଜାମିନ ଆବେଦନର ଶୁଣାଣି ହେବ । ଗତକାଲି ଶିବଙ୍କ…

ସ୍ନାନମଣ୍ଡପରେ ଶ୍ରୀଜିଉଙ୍କ ଦିବ୍ୟ ଦୁର୍ଲଭ ଗଜାନନ ବେଶ

ପୁରୀ – ଶ୍ରୀକ୍ଷେତ୍ରରେ ଶାନ୍ତିଶୃଙ୍ଖଳା ପୂର୍ବକ ଚତୁର୍ଦ୍ଧାମୂର୍ତ୍ତିଙ୍କ ସ୍ନାନ ନୀତି ସଂପାଦିତ ହୋଇଛି । ସ୍ନାନନୀତି ପରେ ସ୍ନାନମଣ୍ଡପରେ ମହାପ୍ରଭୁଙ୍କୁ ଗଜାନନ ବେଶ କରାଯାଇଛି । ସ୍ନାନ ପୂର୍ଣ୍ଣିମାରେ ମହାପ୍ରଭୁ ଦିବ୍ୟ ଦୁର୍ଲଭ ଗଜାନନ ବେଶରେ ସଜ୍ଜିତ ହୁଅନ୍ତି । ବିନା ଭକ୍ତରେ ଏଥର…

ଓମ୍‌ଫେଡ ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସହାୟତା

ଭୁବନେଶ୍ବର: ଓମ୍‌ଫେଡ ଦୁଗ୍‌ଧ ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଭିଡ ସହାୟତା ଘୋଷଣା କରିଛନ୍ତି । ଏହି ସହାୟତାରେ ପ୍ରତି ଦୁଗ୍‌ଧ ଚାଷୀଙ୍କୁ ଗୋଖାଦ୍ୟ ଖର୍ଚ୍ଚ ବାବଦ ସର୍ବାଧିକ ୬୦୦୦ ଟଙ୍କା ପର୍ଯ୍ୟନ୍ତ ସହାୟତା ଯୋଗାଇ ଦିଆଯିବ । ଏଥିରେ ୧୧ କୋଟି ଟଙ୍କା ଖର୍ଚ୍ଚ ହେବ ଏବଂ…

ନକଲି ଔଷଧ କାରବାର ମାମଲାରେ ମୁଖ୍ୟ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର - ନକଲି ଔଷଧ କାରବାର ମାମଲାର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରାଯାଇଛି । ମୁଖ୍ୟ ଅଭିଯୁକ୍ତ ଶିବ ଜେନାଙ୍କୁ କ୍ରାଇମବ୍ରାଂଚର ସ୍ୱତନ୍ତ୍ର ଟାସ୍କ ଫୋର୍ସ ଗିରଫ କରିଛି । ତାଙ୍କୁ ଅଜ୍ଞାତ ସ୍ଥାନକୁ ନିଆଯାଇ ପଚରାଉପରା କରିଛି ତଦନ୍ତକାରୀ ଟିମ୍ । ଶିବ ଜେନା ମେଡିଲଏଡ ମେଡିକାମେଂଟ୍…

ରିଲିଜ୍ ହେଲା ଭାରତର ଅଫିସିଆଲ ଅଲିମ୍ପିକ୍ ସଂଗୀତ ‘ତୁ ଠାନ୍ ଲେ..’

ନୂଆଦିଲ୍ଲୀ: ଆଉ ମାସକ ପରେ ଆରମ୍ଭ ହୋଇଯିବ ଟୋକିଓ ଅଲିମ୍ପିକ୍ସ । ଏହି କ୍ରୀଡ଼ା ମହାକୁମ୍ଭ ପାଇଁ ଆଥଲେଟଙ୍କୁ ଉତ୍ସାହିତ କରିବା ପାଇଁ ଭାରତର ଅଫିସିଆଲ୍ ଅଲିମ୍ପିକ୍ ସଂଗୀତ ରିଲିଜ୍ ହୋଇଛି । କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେନ୍ ରିଜିଜୁ ‘ତୁ ଠାନ୍ ଲେ..’ ଶୀର୍ଷକ ଏହି ଅଫିସିଆଲ ଅଲିମ୍ପିକ୍…

ସବୁ ରାଜ୍ୟ ବୋର୍ଡ ପାଇଁ ଏକକ ମୂଲ୍ୟାୟନ ପଦ୍ଧତି ସମ୍ଭବ ନୁହେଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସମସ୍ତ ରାଜ୍ୟ ବୋର୍ଡ ପାଇଁ ଏକକ ମୂଲ୍ୟାୟନ ପଦ୍ଧତି ସମ୍ଭବ ନୁହେଁ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ଏନେଇ ଦାଖଲ ହୋଇଥିବା ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ସବୁ ରାଜ୍ୟ ବୋର୍ଡକୁ ଏକକ ମୂଲ୍ୟାୟନ ପଦ୍ଧତି ଆପଣାଇବା ପାଇଁ ନିର୍ଦ୍ଦେଶ ଦେବାକୁ ସର୍ବୋଚ୍ଚ ନ୍ୟାୟାଳୟ ମନା…

ଆସନ୍ତାକାଲି ପ୍ରକାଶ ପାଇବ ମ୍ୟାଟ୍ରିକ ପରୀକ୍ଷା ଫଳ

ଭୁବନେଶ୍ୱର - ଆସନ୍ତାକାଲି ପ୍ରକାଶ ପାଇବ ଏ ବର୍ଷର ମ୍ୟାଟ୍ରିକ ପରୀକ୍ଷା ଫଳ । କଟକ ବୋର୍ଡ କାର୍ଯ୍ୟାଳୟରେ ଅପରାହ୍ନ ୪ଟାରେ ପ୍ରକାଶ ପାଇବ ଫଳ । ସଂଧ୍ୟା ୬ଟାରୁ ୨ଟି ୱେବସାଇଟ- bseodisha.ac.in , bseodisha.nic.in ରେ ଉପଲବ୍ଧ ହେବ ପରୀକ୍ଷା ଫଳ । ଏସଏମଏସ ମାଧ୍ୟମରେ ବି ପରୀକ୍ଷାଫଳ…

ମ୍ୟାକାଫି ଆଣ୍ଟି ଭାଇରସ୍ ସଫ୍ଟୱେୟାର ପ୍ରତିଷ୍ଠାତା ଜନ୍ ମ୍ୟାକାଫିଙ୍କ ମୃତ୍ୟୁ, ସ୍ପେନ୍‌ର ଏକ ଜେଲ୍‌ରେ କଲେ…

ମାଦ୍ରିଦ୍‌: ମ୍ୟାକାଫି ଆଣ୍ଟି ଭାଇରସ୍ ସଫ୍ଟୱେୟାରର ପ୍ରତିଷ୍ଠାତା ଜନ୍ ମ୍ୟାକାଫିଙ୍କ ସ୍ପେନ୍‌ର ଏକ ଜେଲ୍‌ରେ ମୃତ୍ୟୁ ହୋଇଯାଇଛି । ମ୍ୟାକାଫିଙ୍କୁ ଜେଲ୍ କୋଠାରୀରୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ସେ ଆତ୍ମହତ୍ୟା କରିଛନ୍ତି ବୋଲି ସ୍ପେନର କାଟାଲନ୍ ଅଞ୍ଚଳର ସରକାର ସ୍ପଷ୍ଟ କରିଛନ୍ତି…

ଶ୍ରୀକ୍ଷେତ୍ରରେ ସ୍ନାନ ପୂର୍ଣ୍ଣିମା, ଶ୍ରୀଜିଉମାନଙ୍କ ଜଳବିଜେ, ପୂଜା ଓ ସ୍ନାନ ନୀତି ସଂପନ୍ନ, ଗଜାନନ ବେଶରେ ଦର୍ଶନ…

ପୁରୀ- ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ଶ୍ରୀକ୍ଷେତ୍ରରେ ଶ୍ରୀଜିଉମାନଙ୍କ ସ୍ନାନଯାତ୍ରା । ପ୍ରଭୁ ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା, ଶ୍ରୀଜଗନ୍ନାଥ ଓ ଶ୍ରୀସୁଦର୍ଶନଙ୍କୁ ସୁବାସିତ ଜଳରେ ସ୍ନାନ କରାଯାଇଛି । ବଳଭଦ୍ରଙ୍କୁ ୩୩ ଗରା, ଦେବୀ ସୁଭଦ୍ରାଙ୍କୁ ୨୨ ଗରା, ଜଗନ୍ନାଥଙ୍କୁ ୩୫ ଗରା ଓ…