ସମ୍ମୁଖ କୋଭିଡ୍ ଯୋଦ୍ଧାର ମାନ୍ୟତା ଦାବି କଲେ ପାଇଲଟ୍‌

ନୂଆଦିଲ୍ଲୀ: ସେମାନଙ୍କୁ ସମ୍ମୁଖଭାଗ କୋଭିଡ୍ ଯୋଦ୍ଧାର ମାନ୍ୟତା ମିଳୁ ବୋଲି ଏକ ପାଇଲ୍‌ଟ ସଂଘ ଦାବି କରିଛି । ସମ୍ମୁଖଭାଗ କୋଭିଡ୍ ଯୋଦ୍ଧା ମାନ୍ୟତା ସହ ପ୍ରାଥମିକତା ଭିତ୍ତିରେ ଟିକାକରଣ, ବୀମା ଓ କ୍ଷତିପୂରଣ ଭଳି ସହାୟତା ପ୍ରଦାନ କରିବାକୁ ଦାବି କରି ‘ଫେଡେରେସ୍ ଅଫ୍ ଇଣ୍ଡିଆନ୍ ପାଇଲଟ୍‌ସ’…

ବିଶ୍ୱ ଇଣ୍ଟରନେଟ୍‌ରେ ଅଚଳାବସ୍ଥା, କାମ କରୁନି ପ୍ରମୁଖ ମିଡିଆ ଓ ସରକାରୀ ୱେବସାଇଟ୍

ନୂଆଦିଲ୍ଲୀ: ବିଶ୍ୱର ପ୍ରମୁଖ ମିଡିଆ ୱେବସାଇଟ୍ ଓ ସରକାରୀ ସାଇଟ୍ ହଠାତ୍ ଅଚଳ ହୋଇଯାଇଛି । ଏହି ସାଇଟ୍ ଗୁଡିକ ଖୋଲିଲେ ଏକ ଏରର୍ ମେସେଜ୍ ଦେଖାଯାଉଛି । ବିବିସି, ଦି ଗାର୍ଡିଆନ୍‌, ଫାଇନାନ୍ସିଆଲ୍ ଟାଇମ୍ସ, ଇଣ୍ଟେପେଣ୍ଡେଣ୍ଟ୍‌, ସିଏନ୍‌ଏନ୍ ଏବଂ ଦି ନ୍ୟୁୟର୍କ ଟାଇମ୍ସ ଭଳି ଅନ୍ତର୍ଜାତୀୟ…

ପଶ୍ଚିମ ଓଡିଶାର ୯ଜିଲ୍ଲାରେ ଦୁଇ ଅଙ୍କ ତଳକୁ ଖସିଲା ସଂକ୍ରମଣ

ଟିକାକରଣ ପାଇଁ ଜୋରଦାର ହେଲା ସର୍ଭେ ସମ୍ବଲପୁର: ଦୀର୍ଘ ଦିନ ପରେ ପଶ୍ଚିମ ଓଡିଶାର ୯ଟି ଜିଲ୍ଲାରେ ସଂକ୍ରମଣ ଆଜି ଦୁଇ ଅଙ୍କ ତଳକୁ ଖସିଛି । କେବଳ ସୁନ୍ଦରଗଡ ଜିଲ୍ଲାରେ ସଂକ୍ରମଣ ଆଜି ୧୦୦ ପାର କରିଛି । ସେପଟେ ସବୁ ଜିଲ୍ଲା ମୁଖ୍ୟାଳୟ ସମେତ ପଶ୍ଚିମ ଓଡିଶାର ରାଉରକେଲା, ସମ୍ବଲପୁର ଏବଂ…

କୋଭିଡ୍‌-୧୯ରେ ଅନାଥ ହୋଇଥିବା ପିଲାଙ୍କ ଶିକ୍ଷା ଜାରି ରଖିବାକୁ ରାଜ୍ୟଙ୍କୁ କହିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କୋଭିଡ୍‌-୧୯ଯୋଗୁଁ ଭାରତରେ ୩୦ ହଜାରରୁ ଊର୍ଦ୍ଧ୍ୱ ପିଲା ଅନାଥ ହୋଇଛନ୍ତି । ଏହି ପିଲାମାନଙ୍କ ଖାଦ୍ୟ, ଔଷଧ ଓ ପୋଷକ ଆଦି ମୌଳିକ ଆବଶ୍ୟକତା ପୂରଣ କରାଯିବା ସହ ସେମାନଙ୍କ ଶିକ୍ଷା ଯେଭଳି ବିନା ବାଧାରେ ଜାରି ରହିବ ତାହା ସୁନିଶ୍ଚିତ କରିବାକୁ ମଙ୍ଗଳବାର ସୁପ୍ରିମକୋର୍ଟ ସବୁ ରାଜ୍ୟ…