ଦିଲ୍ଲୀପ କୁମାର ଅସୁସ୍ଥ, ହସ୍ପିଟାଲ୍‌ରେ ଭର୍ତ୍ତି

ମୁମ୍ବାଇ: ବର୍ଷିୟାନ ଅଭିନେତା ତଥା ‘ଟ୍ରାଜେଡ଼ି କିଙ୍ଗ୍‌’ ଭାବେ ପରିଚିତ ଦିଲ୍ଲୀପ କୁମାର ଅସୁସ୍ଥ ହୋଇପଡିଛନ୍ତି । ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ହିନ୍ଦୁଜା ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି । ତାଙ୍କ ପତ୍ନୀ ସାଏରା ବାନୁ ଏହି ସୂଚନା ଗଣମାଧ୍ୟମକୁ ଦେଇଛନ୍ତି ।…

ଦୁଇମାସ ପରେ ସର୍ବନିମ୍ନ ମାମଲା, ଆଉ ୧.୧୪ ଲକ୍ଷ ନୂଆ ଆକ୍ରାନ୍ତ, ୨୬୭୭ ମୃତ

ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀ ଗ୍ରାଫ୍ କ୍ରମାଗତ ଭାବେ ଖସୁଛି । କିନ୍ତୁ ମୃତ୍ୟୁ ସଂଖ୍ୟା ହାର ଅପରିବର୍ତ୍ତିତ ରହିଛି । ଗତ ୨୪ ଘଣ୍ଟାରେ ଦେଶରେ ଆଉ ୧ ଲକ୍ଷ ୧୪ ହଜାର ୪୬୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏପ୍ରିଲ ୫ ପରେ ଏହା ହେଉଛି ସବୁଠୁ କମ୍ ଦୈନିକ ମାମଲା । ଦିନକରେ ଏହି…

ରାଜ୍ୟରେ ଦ୍ରୁତଗତିରେ ହ୍ରାସ ପାଉଛି କୋରୋନା ସଂକ୍ରମଣ, ୭୦୦୨ ନୂଆ ଆକ୍ରାନ୍ତ

ଭୁବନେଶ୍ୱର- ରାଜ୍ୟରେ ହ୍ରାସ ପାଇବାରେ ଲାଗିଛି ଦୈନିକ କୋରୋନା ସଂକ୍ରମଣ । ଦିନକରେ ଆଉ ୭ ହଜାର ୨ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୩ ହଜାର ୯୨୧ ଓ ସ୍ଥାନୀୟ ଅଂଚଳରୁ ୩ ହଜାର ୮୧ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧ ହଜାର ୧୬୭, କଟକରୁ ୭୭୧,…

ବିଏମସି ପକ୍ଷରୁ ୧୮ରୁ ୪୪ ବର୍ଷିୟଙ୍କ ଟିକାକରଣ ପାଇଁ ୱାକ-ଇନ୍ ବ୍ୟବସ୍ଥା ଘୋଷଣା

ଭୁବନେଶ୍ୱର- ୧୮ରୁ ୪୪ ବର୍ଷିୟଙ୍କ ପାଇଁ ଦ୍ୱିତୀୟ ଡୋଜ୍ ଟିକାକରଣ ଘୋଷଣା କରାଯାଇଛି । କୋ-ୱିନ୍ ଆପ୍‌ରେ ସ୍ଲଟ ବୁକିଂ ନ କରି ମଧ୍ୟ ନେଇ ହେବ ଟିକା । ମେ ୩ରୁ ୧୪ ତାରିଖ ମଧ୍ୟରେ ପ୍ରଥମ ଡୋଜ୍ ନେଇଥିବା ଲୋକଙ୍କ ପାଇଁ ଏହି ସୁବିଧା ଉପଲବ୍ଧ ହେବ । ପ୍ରଥମ ଡୋଜ୍ ଟିକା ନେଇଥିବା ସ୍ଥାନରେ…

ବିଶ୍ବ ମହାମାରୀକୁ ଟକ୍କର ଦେଉଛି ଟିମ୍ ଓଡିଶା

ଯୁଦ୍ଧରେ ଜୟ ପରାଜୟ କେବଳ ଜଣଙ୍କ ଶକ୍ତି ଉପରେ ନିର୍ଭରଶୀଳ ନଥାଏ। ବିଜୟ ପାଇଁ ଦରକାର ସଂଘବଦ୍ଧ ଓ ଏକତ୍ରିତ ଲଢ଼େଇ, ସୁଚିନ୍ତିତ ରଣନୀତି, ଉତ୍ତମ ସମନ୍ବୟ ଓ ଦକ୍ଷ ନେତୃତ୍ବ। କରୋନା ମହାମାରୀ ବିରୋଧରେ ଏଯାବତ ଓଡ଼ିଶାର ଲଢ଼େଇରେ ଆମ ରାଜ୍ୟର ବାଜିମାତ୍ ପଛରେ ରହିଛି ଏସବୁ ସାମୂହିକ କାରଣ।…

ଭୁବନେଶ୍ୱର ମହାନଗର ନିଗମରେ କରୋନା ମୁକାବିଲାର ବିବୄତି ଦେଲେ କମିଶନର ସଂଜୟ ସିଂ

ଭୁବନେଶ୍ବର: ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ କୋଭିଡ୍ ପଜିଟିଭିଟି ହାର କମିବାରେ ଲାଗିଛି। ଏହି ଧାରା ବଜାୟ ରଖିବା ପାଇଁ ବିଏମ୍‌ସି ପକ୍ଷରୁ କେତେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଉଛି। ଭୁବନେଶ୍ବରର ବିଭିନ୍ନ ଗହଳି ସ୍ଥାନରେ ମୋବାଇଲ୍ ଭ୍ୟାନ ଯୋଗେ ଆର୍‌ଟିପିସିଆର୍ ତଥା…