ଅବସର ନେଲେ ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବ ଅଲପନ୍ ବନ୍ଦୋପାଧ୍ୟାୟ, ମମତାଙ୍କ ମୁଖ୍ୟ ପରାମର୍ଶଦାତା ଭାବେ ନିଯୁକ୍ତ

କୋଲକାତା: ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବ ଅଲପନ ବନ୍ଦୋପାଧ୍ୟାୟ ଅବସର ନେଇଛନ୍ତି । ଅଲପନ ବନ୍ଦୋପାଧ୍ୟାୟ ଆଜି କେନ୍ଦ୍ରକୁ ବଦଳି ହେବାର ଥିଲା । ହେଲେ ତା ପୂର୍ବରୁ ବନ୍ଦୋପାଧ୍ୟାୟ ଅବସର ନେଇଛନ୍ତି । ବନ୍ଦୋପାଧ୍ୟାୟଙ୍କୁ ମମତା ଏବେ ନିଜ ସରକାରର ମୁଖ୍ୟ ପରାମର୍ଶଦାତା ଭାବେ ନିଯୁକ୍ତ…

ଦେଶଦ୍ରୋହର ସୀମା ନିରୂପଣ କରିବାର ସମୟ ଆସିଛି: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦେଶଦ୍ରୋହ ଆଇନର ଅପବ୍ୟବହାର ନେଇ ସୁପ୍ରିମକୋର୍ଟ ଉଦ୍‌ବେଗ ପ୍ରକାଶ କରିଛନ୍ତି । ଦେଶଦ୍ରୋହର ସୀମା ନିରୂପଣ କରିବାର ସମୟ ଆସିଯାଇଛି ବୋଲି ଉଚ୍ଚତମ ନ୍ୟାୟାଳୟ କହିଛନ୍ତି । ଆନ୍ଧ୍ର ପ୍ରଦେଶର ଦୁଇଟି ତେଲୁଗୁ ନ୍ୟୁଜ୍ ଚ୍ୟାନେଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ଉପରେ ରୋକ୍ ଲଗାଇବା ସହ…

ୟାଶ୍ ପ୍ରଭାବ : ପ୍ରାଥମିକ ଆକଳନ ରିପୋର୍ଟ ଅନୁସାରେ ବାଲେଶ୍ୱର ଜିଲ୍ଲାରେ ଜଳସଂପଦ ବିଭାଗର ୮୭ କୋଟି ଟଙ୍କା କ୍ଷତି

ଭୁବନେଶ୍ୱର- ବାଲେଶ୍ୱର ଜିଲ୍ଲାରେ ବାତ୍ୟା ୟାଶ୍ ଓ ଏହା ପରବର୍ତ୍ତୀ ବନ୍ୟାରେ ପ୍ରାଥମିକ ଆକଳନ ରିପୋର୍ଟ ଅନୁସାରେ ଜଳସଂପଦ ବିଭାଗର ୮୭ କୋଟି ଟଙ୍କାର କ୍ଷୟକ୍ଷତି ହୋଇଛି । କେବଳ ବୃହତ ପ୍ରକଳ୍ପ ଓ ଲୁଣାବନ୍ଧରେ ୬୯ ଦଶମିକ ୧୮ କୋଟି ଟଙ୍କା କ୍ଷତି ହୋଇଛି । ଜଳସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ…

କୋଭିଡ ଆକ୍ରାନ୍ତଙ୍କ ପାଇଁ କଟକରେ ଆରମ୍ଭ ହେଲା ‘ଭ୍ରାମ୍ୟମାଣ ଏକ୍ସ-ରେ’ ସେବା

କଟକ- କଟକରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ଭ୍ରାମ୍ୟମାଣ ଏକ୍ସ-ରେ ସେବା । କୋଭିଡ କେୟାର ସେଂଟର ଓ ହୋମ ଆଇସୋଲେସନରେ ରହି ଚିକିତ୍ସିତ ହେଉଥିବା କୋଭିଡ ରୋଗୀଙ୍କୁ ଏହି ସେବା ଉପଲବ୍ଧ ହୋଇପାରିବ । ଏହି ସେବା ଦ୍ୱାରା ନିଶ୍ୱାସ ପ୍ରଶ୍ୱାସ ନେବାରେ ସମସ୍ୟା ହେଉଥିବା ରୋଗୀଙ୍କୁ ଅତି…

ଟ୍ୱିଟରକୁ ନୂଆ ଆଇଟି ନିୟମ ମାନିବାକୁ ପଡ଼ିବ: ହାଇକୋର୍ଟ

ନୂଆଦିଲ୍ଲୀ: ନୂଆ ଆଇଟି ନିୟମ ନେଇ ଭାରତ ସରକାରଙ୍କ ସହ ବିବାଦ ପରେ ଟ୍ୱିଟରକୁ ଏବେ ଦିଲ୍ଲୀ ହାଇକେର୍ଟରୁ ବଡ଼ ଝଟ୍‌କା ଲାଗିଛି । ଦିଲ୍ଲୀ ହାଇକୋର୍ଟ କହିଛନ୍ତି ଯେ, ନୂଆ ଆଇଟି ନିୟମ ଉପରେ ରୋକ୍ ଲଗାଯାଇ ନଥିବାରୁ ଟ୍ୱିଟରକୁ ଏହି ନିୟମ ମାନିବାକୁ ପଡିବ । ଜଷ୍ଟିସ୍ ରେଖା ପାଲ୍ଲିଙ୍କ…