ଆଗାମୀ ୬ ଘଣ୍ଟାରେ ଅତି ଭୀଷଣ ସାମୁଦ୍ରିକ ଝଡର ରୂପ ନେବ ୟାଶ୍‌, କାଲି ଭୋରରୁ ୧୦ଟା ସୁଦ୍ଧା ଲ୍ୟାଣ୍ଡଫଲ୍ ସମ୍ଭାବନା

ଭୁବନେଶ୍ୱର- ଆଗାମୀ ୬ ଘଣ୍ଟାରେ ଅତି ଭୀଷଣ ସାମୁଦ୍ରିକ ଝଡର ରୂପ ନେବ ୟାଶ୍ । ଆସନ୍ତାକାଲି ଭୋର୍ ସମୟରେ ଧାମରା ବନ୍ଦରର ନିକଟତର ହେବ ବାତ୍ୟା । ଆସନ୍ତାକାଲି ଭୋରରୁ ପୂର୍ବାହ୍ନ ୧୦ଟା ସୁଦ୍ଧା ଲ୍ୟାଣ୍ଡଫଲ୍ କରିପାରେ ୟାଶ୍ । ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା ଜିଲ୍ଲାରେ ପବନର ବେଗ ସର୍ବାଧିକ…

ବାତ୍ୟା ସ୍ଥିତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ପ୍ରଶାସନକୁ ସହଯୋଗ କରିବା ପାଇଁ ଜନସାଧାରଣଙ୍କୁ ନିବେଦନ

ଭୁବନେଶ୍ୱର- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଡି ଆସୁଥିବା ବାତ୍ୟା ୟାଶ ସ୍ଥିତିର ସମୀକ୍ଷା କରିଛନ୍ତି । ବାତ୍ୟା ଆସନ୍ତାକାଲି ଧାମରା ଓ ବାଲେଶ୍ୱର ମଧ୍ୟରେ ଭୋରରେ ଅତିକ୍ରମ କରିବା ଆଶଙ୍କା ରହିଛି । ଏ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଛନ୍ତି ମୁଖ୍ୟ ଶାସନ ସଚିବ । ବାତ୍ୟା ମୁକାବିଲା…

Naveen Condoles Death of Former Bhanjanagar MLA Umakanta Mishra

Bhubaneswar: Odisha Chief Minister Naveen Patnaik has condoled the demise of former MLA Umakanta Mishra of Bhanjanagar constituency in Ganjam district. ଗଞ୍ଜାମ ଭଞ୍ଜନଗର ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଉମାକାନ୍ତ ମିଶ୍ରଙ୍କ ଦେହାନ୍ତ ବିଷୟରେ ଜାଣି…

‘କୋଭାକ୍ସିନ’କୁ ଜରୁରୀକାଳିନ ବ୍ୟବହାର ତାଲିକାରେ ସାମିଲ କରିବା ପାଇଁ ଅଧିକ ତଥ୍ୟ ମାଗିଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ନ୍ୟୁୟର୍କ: ‘କୋଭାକ୍ସିନ’କୁ ନିଜ ଜରୁରୀ ବ୍ୟବହାର ତାଲିକାରେ ସାମିଲ କରିବା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍‌ଓ) ଭାରତ ବାୟୋଟେକ୍ ଠାରୁ ଅଧିକ ତଥ୍ୟ ମାଗିଛି । ଡବ୍ଲୁଏଚ୍‌ଓର ଜରୁରି ବ୍ୟବହାର ତାଲିକା (ଇୟୁଏଲ୍‌)ରେ ସ୍ଥାନ ପାଇବା ପାଇଁ କୋଭିଡ୍ ଟିକା ଗୁଡିକର ସ୍ଥିତି ସମ୍ପର୍କରେ…

ମହାରାଷ୍ଟ୍ରରେ ବ୍ଲାକ୍ ଫଙ୍ଗସ୍‌ର ଆତଙ୍କ, ୧୨୦ ଲୋକଙ୍କ ମୃତ୍ୟୁ, ମହାମାରୀ ଘୋଷଣା କଲେ ଉଦ୍ଧବ ସରକାର

ମୁମ୍ବାଇ: କରୋନା ସହ ଏବେ ମ୍ୟୁକୋରମାଇକୋସିସ୍ ବା ବ୍ଲାକ୍ ଫଙ୍ଗସ୍ ମହାରାଷ୍ଟ୍ରରେ ଆତଙ୍କ ସୃଷ୍ଟି କରିଛି । ବ୍ଲାକ୍ ଫଙ୍ଗସ୍ କାରଣରୁ ରାଜ୍ୟରେ ଏ ଯାଏଁ ୧୨୦ ଲୋକଙ୍କ ମୃତ୍ୟୁ ହେଲାଣି । ଏହି ରୋଗରେ ପୁଣେରେ ସର୍ବାଧିକ ୨୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ନାନ୍ଦେଡ୍‌ରେ ୨୨ ଏବଂ ମୁମ୍ବାଇରେ…

ଗତିପଥ ବଦଳାଇଲା ୟାଶ୍ : ଏସଆରସି କହିଲେ, ବାଲେଶ୍ୱର ସମେତ ଭଦ୍ରକ ଓ କେନ୍ଦ୍ରାପଡା ଜିଲ୍ଲା ପାଇଁ ଅଧିକ ବିପଦ

ଭୁବନେଶ୍ୱର- ବାତ୍ୟା ୟାଶ୍ ବାଲେଶ୍ୱର ଜିଲ୍ଲା ସମେତ ଭଦ୍ରକ ଓ କେନ୍ଦ୍ରାପଡା ଜିଲ୍ଲା ପାଇଁ ଅଧିକ ବିପଦ ସାଜିବ । ଏସଆରସି ପ୍ରଦୀପ ଜେନା ଏହି ସଦ୍ୟତମ ସୂଚନା ଦେଇଛନ୍ତି । ବାତ୍ୟା ଗତିପଥ ବଦଳାଇଛି । ଧାମରାରୁ ଭିତରକନିକା ମଧ୍ୟରେ ବାତ୍ୟା ୟାଶ୍ ଲ୍ୟାଣ୍ଡଫଲ କରିପାରେ । ବାତ୍ୟା ମୁକାବିଲା…