ରାଜ୍ୟରେ ଦିନକରେ ୨୮ କୋରୋନା ରୋଗୀଙ୍କ ମୃତ୍ୟୁ

ଭୁବନେଶ୍ୱର- ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୮ କୋରୋନା ରୋଗୀଙ୍କ ମୃତ୍ୟୁ ହୋଇଛି । ଓଡିଶାରେ ମୋଟ ମୃତ୍ୟୁସଂଖ୍ୟା ୨ ହଜାର ୪୮୪କୁ ବୃଦ୍ଧି ପାଇଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । କଳାହାଣ୍ଡି ଓ ସୁନ୍ଦରଗଡରୁ ୪ ଜଣ ଲେଖାଏଁ ପ୍ରାଣ ହରାଇଛନ୍ତି । ଅନୁଗୁଳ ଓ…

ଘନୀଭୂତ ହେଉଛି ଲଘୁଚାପ, ଆଜି ନେବ ଅବପାତର ରୂପ

ଭୁବନେଶ୍ୱର- ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅଧିକ ଘନୀଭୂତ ହେଉଛି । ଆଜି ଏହା ଅବପାତର ରୂପ ନେବ । ୨୪ ତାରିଖରେ ଏହା ଉତ୍ତର ଓ ଉତ୍ତର ପଶ୍ଚିମ ଦିଗରେ ଗତି କରି ବାତ୍ୟାର ରୂପ ନେବ ବୋଲି ପାଣିପାଗ ବିଶେଷଜ୍ଞମାନେ କହିଛନ୍ତି । ୨୬ ତାରିଖରେ ବାତ୍ୟା ଉତ୍ତର ଓଡିଶା, ପଶ୍ଚିମବଙ୍ଗ…

ଭାରତରେ କମୁଛି ସଂକ୍ରମଣ: ଦିନକରେ ଆଉ ୨.୪୦ ଲକ୍ଷ ନୂଆ ମାମଲା, ୩୭୪୧ ମୃତ

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣର ଦ୍ୱିତୀୟ ଲହରୀ ପ୍ରକୋପ ଧିରେ ଧିରେ ଥମିବାରେ ଲାଗିଛି । ତେବେ ବିପଦ ସମ୍ପୂର୍ଣ୍ଣ ଟଳିନାହିଁ । ଗତ ୨୪ ଘଣ୍ଟାରେ ଦେଶରେ ଆଉ ୨,୪୦,୮୪୨ ମାମଲା ସାମ୍ନାକୁ ଆସିଛି । ସଂକ୍ରମଣ କମୁଥିଲେ ମଧ୍ୟ ମୃତ୍ୟୁସଂଖ୍ୟା ଅଧିକ ରହୁଛି । ଦିନକରେ ଏହି ଘାତକ ରୋଗରେ ଆଉ…

ରାଜ୍ୟରେ ୧୨ ହଜାର ୮୫୨ ନୂଆ କୋରୋନା ସଂକ୍ରମିତ ଚିହ୍ନଟ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧ ହଜାର ୯୦୯

ଭୁବନେଶ୍ୱର- ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୨ ହଜାର ୮୫୨ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୭ ହଜାର ୧୯୫ ଓ ସ୍ଥାନୀୟ ଅଞ୍ଚଳରୁ ୫ ହଜାର ୬୫୭ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ୧ ହଜାର ୯୦୯, କଟକରୁ ୧ ହଜାର ୭୩, ଅନୁଗୁଳରୁ ୮୭୪, ସୁନ୍ଦରଗଡରୁ ୮୪୮, କଳାହାଣ୍ଡିରୁ…

ଅକ୍ଲାନ୍ତ ପରିଶ୍ରମକୁ ବିଶ୍ୱ ମାନ୍ୟତା

ସେ ଓଡ଼ିଶା ହକିକୁ ନୂଆ ଦିଗରେ ଆଗେଇ ନେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାର୍ଗଦର୍ଶନରେ ଓଡ଼ିଶା ହକିର ଭିତ୍ତିଭୂମିକୁ ବିଶ୍ୱ ଦରବାରରେ ଶୀର୍ଷ ସ୍ଥାନରେ ପହଞ୍ଚାଇଛନ୍ତି। ଏଥିପାଇଁ ତାଙ୍କ ପ୍ରୟାସକୁ ଯେତେ ପ୍ରଶଂସା କଲେ ମଧ୍ୟ ହୁଏତ କମ୍ ହେବ। ସେଥିପାଇଁ ତ ମୁଖ୍ୟମନ୍ତ୍ରୀଙ୍କ…

ସୁଶୀଲ କୁମାର ପଞ୍ଜାବରୁ ଗିରଫ

ନୂଆଦିଲ୍ଲୀ: ଛତ୍ରାସଲ ଷ୍ଟାଡିୟମ ଗଣ୍ଡଗୋଳ ମାମଲାରେ ଡବଲ ଅଲିମ୍ପିକ୍ ପଦକ ବିଜେତା ରେସଲର ସୁଶୀଲ କୁମାର ଶେଷରେ ଗିରଫ ହୋଇଛନ୍ତି । ଗଣମାଧ୍ୟମ ରିପୋର୍ଟ ଅନୁସାରେ ସୁଶୀଲଙ୍କୁ ପଞ୍ଜାବରୁ ଗିରଫ କରାଯାଇଛି । ଛତ୍ରସାଲ ଷ୍ଟାଡିୟମରେ ଘଟିଥିବା ଗଣ୍ଡଗୋଳରେ ଯୁବ ରେସଲର ସାଗର ରାଣାଙ୍କ ମୃତ୍ୟୁ…

ଏତକେଁ କରୋନା ରିପୋର୍ଟ ମୋବାଇଲ୍ ଥିଁ

ଭୁବନେଶ୍ୱର : ରାଏଜ୍ ସରକାର୍ କରୋନା ରିପୋର୍ଟ ଲୋକଙ୍କୁ ପାଏବାର୍ ଲାଗି ବଢେଟେ କାମ୍ କରିଛନ୍ତି । ଇହାଦେ ଆର୍ ରିପୋର୍ଟ ଲାଗି ଲୋକଙ୍କୁ ଥର୍ ଥର୍ ଟେଷ୍ଟିଂ ସେଣ୍ଟର୍ କେ ଯିବାର୍ କେ ନେ ପଡେ । ଏତକେ ମୋବାଇଲ୍ ଥିଁ ମିଲିଯିବା ରିପୋର୍ଟ । ଇଥିର୍ ଲାଗି ଆଏଜ୍ ସରକାର୍ ଗୁଟେ ଖାସ୍ କରି କୋଭିଡ୍‌…