ଶକ୍ତିଶାଳୀ ହେଉଛି ବାତ୍ୟା ‘ତଉକତେ’, ଗୁଜରାଟରେ ହାଇ ଆଲର୍ଟ

ନୂଆଦିଲ୍ଲୀ: ବାତ୍ୟା ‘ତଉକତେ’ ଦୃଷ୍ଟିରୁ ଭାରତୀୟ ପାଣିପାଗ ବିଭାଗ ହାଇ ଆଲର୍ଟ ଜାରି କରିଛି । ଆରବ ସାଗରରେ ସୃଷ୍ଟ ଏହି ବାତ୍ୟା ମେ ୧୭ରେ ଅତ୍ୟନ୍ତ ଭୀଷଣ ସାମୁଦ୍ରିକ ଝଡ଼ରେ ପରିଣତ ହେବ ଏବଂ ମେ ୧୮ରେ ଏହା ଗୁଜରାଟ ଉପକୂଳରେ ମାଡ଼ ହେବ । ‘ତଉକତେ’ ଦୃଷ୍ଟିରୁ ଗୁଜରାଟ ସମେତ ସବୁ ପଶ୍ଚିମ ଭାରତର…

କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ଭେଣ୍ଟିଲେଟର ଗୁଡିକୁ ତୁରନ୍ତ ସ୍ଥାପନ କରିବାକୁ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଦେଶରେ କୋଭିଡ୍ ସ୍ଥିତି ଓ ଟିକାକରଣ ଅଭିଯାନର ଅଗ୍ରଗତି ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏକ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି । ବୈଠକରେ ପ୍ରଧାନମନ୍ତ୍ରୀ ଦେଶରେ କୋଭିଡ୍ ବିରୋଧରେ ଚାଲିଥିବା ଟିକାକରଣ ଅଭିଯାନ ସହ ଜଡିତ ସବୁ ଦିଗ ଉପରେ ଆଲୋଚନା କରିଥିଲେ । ଟିକାକରଣ…

ପଶ୍ଚିମବଙ୍ଗରେ ମେ ୧୬ ରୁ ୩୦ ସମ୍ପୂର୍ଣ୍ଣ ଲକଡାଉନ୍

‌କୋଲକାତା: ପଶ୍ଚିମବଙ୍ଗରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ମମତା ବାନାର୍ଜୀ ସରକାର ରାଜ୍ୟରେ ମେ ୧୬ରୁ ୩୦ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲକ୍‌ଡାଉନ୍ ଘୋଷଣା କରିଛନ୍ତି । ଏହି ସମୟରେ ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିବାକୁ ଥିବା ବେଳେ କେବଳ ଜରୁରୀ ସେବାକୁ ଅନୁମତି ମିଳିବ । ସବୁ…

ମାଲକାନଗିରି ଗସ୍ତରେ ଡିଜିପି, ବରିଷ୍ଠ ଅଧିକାରୀଙ୍କ ସହ ମାଓ ସ୍ଥିତି ନେଇ ସମୀକ୍ଷା

ମାଲକାନଗିରି – ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଭୟ ଓ ଅନ୍ୟାନ୍ୟ ବରିଷ୍ଠ ପୋଲିସ ଅଧିକାରୀ ମାଲକାନଗିରି ଗସ୍ତ କରିଛନ୍ତି । ଡିଜିପି ଅଭୟ ମାଲକାନଗିରି ଜିଲ୍ଲା ମୋଟୁ ସୀମା ଗସ୍ତ କରିଥିଲେ । ଏମଭି -୮୮ରେ ସେ ବିଏସଏଫ ଶିବିର ପରିଦର୍ଶନ କରି ଯବାନମାନଙ୍କ ସହ ଆଲୋଚନା କରିଛନ୍ତି ।…

କଟକ, ଭୁବନେଶ୍ୱରରେ କୋଭିଡ ହସପିଟାଲରେ ଆଇସିୟୁ ଓ ଭେଟିଂଲେଟର ଯାଂଚ ପାଇଁ କମିଟି ଗଠନ

ଭୁବନେଶ୍ୱର- କଟକ ଓ ଭୁବନେଶ୍ୱରରେ ଆଇସିୟୁ ଏବଂ ଭେଂଟିଲେଟର ଯାଂଚ ପାଇଁ ଗଠିତ ହୋଇଛି ସ୍ୱତନ୍ତ୍ର ଟିମ୍ । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୪ ଜଣିଆ ବିଶେଷଜ୍ଞ କମିଟି ଗଠନ ହୋଇଛି । କମିଟି କଟକ ଓ ଭୁବନେଶ୍ୱରରେ କୋଭିଡ ହସପିଟାଲ ବୁଲି ସ୍ଥିତି ଅନୁଧ୍ୟାନ କରିବେ । ଗୁରୁତର ରୋଗୀଙ୍କୁ ଆଇସିୟୁ…