ରାତିକ ଭିତରେ ପ୍ରବଳ ବର୍ଷା

ବ୍ରହ୍ମପୁର: ସୋମବାର ରାତିରେ ବ୍ରହ୍ମପୁର ମହାନଗର ସମେତ ଆଖପାଖ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଛି। ରାଜ୍ୟରୁ ମୌସୁମୀ ପ୍ରବାହ ପ୍ରାୟ ବିଦାୟ ନେଇ ସାରିଥିବା ବେଳେ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ତଥା ଘୁର୍ଣ୍ଣିବଳୟ ପ୍ରଭାବରେ ଗତ ୨/୩ ଦିନ ହେବ ପାଣିପାଗ ମେଘୁଆ ରହୁଛି। ତେବେ ସୋମବାର ରାତିତମାମ…

ଭାରତ ଆସିବେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍, ମୋଦିଙ୍କ ନିମନ୍ତ୍ରଣ ଗ୍ରହଣ କଲେ

ନୂଆଦିଲ୍ଲୀ: ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ଭାରତ ଗସ୍ତ ପାଇଁ ନରେନ୍ଦ୍ର ମୋଦିଙ୍କ ନିମନ୍ତ୍ରଣ ଗ୍ରହଣ କରିଛନ୍ତି। ମଙ୍ଗଳବାର ଦିନ ବୈଦେଶିକ ସଚିବ ହର୍ଷ ବର୍ଦ୍ଧନ ଶ୍ରୀଙ୍ଗଲା ଏହି ସୂଚନା ଦେଇଛନ୍ତି। ସ୍କଟଲାଣ୍ଡର ଗ୍ଲାସଗୋରେ ସିଓପି୨୬ ଜଳବାୟୁ ଶିଖର ସମ୍ମିଳନୀ ଅବସରରେ…

ରାଜ୍ୟରେ ତଳମୁହଁ କୋରୋନା ଗ୍ରାଫ, ଲଗାତର ତୃତୀୟ ଦିନ ୪ଶହରୁ ତଳେ ଦୈନିକ ସଂକ୍ରମଣ

ଭୁବନେଶ୍ୱର- ରାଜ୍ୟରେ ୩୨୭ ନୂଆ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଲଗାତର ତୃତୀୟ ଦିନ ଧରି ଦୈନିକ କୋରୋନା ସଂକ୍ରମଣ ୪ ଶହ ତଳେ ରହୁଛି । ଗତ ୨୪ ଘଣ୍ଟା ମଧ୍ୟରେ ସଙ୍ଗରୋଧରୁ ୧୯୧ ଓ ସ୍ଥାନୀୟ ଅଂଚଳରୁ ୧୩୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍…

ରାଜ୍ୟରେ କୋଭିଡ ଟିକାକରଣ ତ୍ୱରାନ୍ୱିତ ପାଇଁ ଆଜିଠାରୁ ଅଭିଯାନ

ଭୁବନେଶ୍ୱର- କୋଭିଡ ଟିକାକରଣ ତ୍ୱରାନ୍ୱିତ କରିବା ପାଇଁ ଆଜିଠାରୁ ରାଜ୍ୟରେ ଅଭିଯାନ ଆରମ୍ଭ ହୋଇଛି । ଏହି ଅଭିଯାନରେ ଟିକା ନେଇ ନ ଥିବା ଓ ଗୋଟିଏ ଡୋଜ୍ ନେଇଥିବା ଲୋକଙ୍କ ତଥ୍ୟ ଘର ଘର ବୁଲି ସଂଗ୍ରହ କରାଯିବ । ଏହାପରେ ନିକଟସ୍ଥ ଟିକାକରଣ କେନ୍ଦ୍ରରେ ସେମାନଙ୍କୁ ଟିକା ଦେବାର ବ୍ୟବସ୍ଥା…

ପୁଣି ବଢ଼ିଲା ପେଟ୍ରୋଲ ଦର

ନୂଆଦିଲ୍ଲୀ: ସାରା ଦେଶରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ରେକର୍ଡ ସ୍ତରରେ ପହଞ୍ଚିଛି। ଏହା ସତ୍ତ୍ୱେ କେନ୍ଦ୍ର ସରକାରଙ୍କ ନିରବତା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ମଙ୍ଗଳବାର ପୁଣି ତେଲ ଦରରେ ବୃଦ୍ଧି ଘଟିଛି, ଯଦିଓ ଡିଜେଲ ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ। ପେଟ୍ରୋଲ ଲିଟର ପିଛା ପୁଣି…

ଭିଜିଲାନ୍ସ ଜାଲରେ ଆଉ ଜଣେ ଥାନା ବାବୁ

ଭୁବନେଶ୍ୱର- ଆଉ ଜଣେ ଥାନା ବାବୁ ଏବେ ଭିଜିଲାନ୍ସ ଜାଲରେ । ବହିଷ୍କୃତ କନେଷ୍ଟବଳ ପ୍ରସନ୍ନ ବେହେରାଙ୍କ ପରେ ଏବେ ଆୟବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ଫସିଛନ୍ତି ଜଣେ ଫାଣ୍ଡି ଅଧିକାରୀ । ଢେଙ୍କାନାଳ ଜିଲ୍ଲା ମହାବିରୋଡ ଫାଣ୍ଡି ଅଧିକାରୀ ସମରେନ୍ଦ୍ର ସାମଲଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି ।…

ତିନି ଲୋକସଭା, ୨୯ଟି ବିଧାନସଭା ଆସନ ପାଇଁ ହୋଇଥିବା ଉପନିର୍ବାଚନର ଫଳ ଆଜି ଘୋଷଣା ହେବ

ନୂଆଦିଲ୍ଲୀ: ଅକ୍ଟୋବର ୩୦ରେ ତିନିଟି ଲୋକସଭା ଆସନ ଏବଂ ଦେଶର ୧୩ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୨୯ଟି ବିଧାନସଭା ଆସନ ପାଇଁ ହୋଇଥିବା ଉପନିର୍ବାଚନର ଫଳାଫଳ ଆଜି ଘୋଷଣା ହେବ । ଆଜି ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହୋଇଛି। ତିନୋଟି ନୂଆ କୃଷି ଆଇନକୁ ବିରୋଧ କରି ହରିୟାଣା ବିଧାନସଭା ରୁ…