ମାଲକାନଗିରି ଗସ୍ତରେ ଡିଜିପି, ବରିଷ୍ଠ ଅଧିକାରୀଙ୍କ ସହ ମାଓ ସ୍ଥିତି ନେଇ ସମୀକ୍ଷା
ମାଲକାନଗିରି – ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଭୟ ଓ ଅନ୍ୟାନ୍ୟ ବରିଷ୍ଠ ପୋଲିସ ଅଧିକାରୀ ମାଲକାନଗିରି ଗସ୍ତ କରିଛନ୍ତି । ଡିଜିପି ଅଭୟ ମାଲକାନଗିରି ଜିଲ୍ଲା ମୋଟୁ ସୀମା ଗସ୍ତ କରିଥିଲେ । ଏମଭି -୮୮ରେ ସେ ବିଏସଏଫ ଶିବିର ପରିଦର୍ଶନ କରି ଯବାନମାନଙ୍କ ସହ ଆଲୋଚନା କରିଛନ୍ତି ।…