ସୁଶୀଲ କୁମାର ପଞ୍ଜାବରୁ ଗିରଫ

ନୂଆଦିଲ୍ଲୀ: ଛତ୍ରାସଲ ଷ୍ଟାଡିୟମ ଗଣ୍ଡଗୋଳ ମାମଲାରେ ଡବଲ ଅଲିମ୍ପିକ୍ ପଦକ ବିଜେତା ରେସଲର ସୁଶୀଲ କୁମାର ଶେଷରେ ଗିରଫ ହୋଇଛନ୍ତି । ଗଣମାଧ୍ୟମ ରିପୋର୍ଟ ଅନୁସାରେ ସୁଶୀଲଙ୍କୁ ପଞ୍ଜାବରୁ ଗିରଫ କରାଯାଇଛି । ଛତ୍ରସାଲ ଷ୍ଟାଡିୟମରେ ଘଟିଥିବା ଗଣ୍ଡଗୋଳରେ ଯୁବ ରେସଲର ସାଗର ରାଣାଙ୍କ ମୃତ୍ୟୁ…

ଏତକେଁ କରୋନା ରିପୋର୍ଟ ମୋବାଇଲ୍ ଥିଁ

ଭୁବନେଶ୍ୱର : ରାଏଜ୍ ସରକାର୍ କରୋନା ରିପୋର୍ଟ ଲୋକଙ୍କୁ ପାଏବାର୍ ଲାଗି ବଢେଟେ କାମ୍ କରିଛନ୍ତି । ଇହାଦେ ଆର୍ ରିପୋର୍ଟ ଲାଗି ଲୋକଙ୍କୁ ଥର୍ ଥର୍ ଟେଷ୍ଟିଂ ସେଣ୍ଟର୍ କେ ଯିବାର୍ କେ ନେ ପଡେ । ଏତକେ ମୋବାଇଲ୍ ଥିଁ ମିଲିଯିବା ରିପୋର୍ଟ । ଇଥିର୍ ଲାଗି ଆଏଜ୍ ସରକାର୍ ଗୁଟେ ଖାସ୍ କରି କୋଭିଡ୍‌…

ଓଡିଶାରେ ହକିର ପ୍ରସାର କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୫ଟି ସଚିବ ଭି.କେ ପାଣ୍ଡିଆନଙ୍କୁ ଆନ୍ତର୍ଜାତିକ ହକି…

ଭୁବନେଶ୍ୱର- ୫-ଟି ସଚିବ ଭି.କେ ପାଣ୍ଡିଆନଙ୍କୁ୍ ଆନ୍ତର୍ଜାତିକ ହକି ମହାସଂଘ (ଏଫଆଇଏଚ)ର ସମ୍ମାନଜନକ ସଭାପତି ପୁରସ୍କାର ଦିଆଯାଇଛି । ଓଡିଶାରେ ହକିର ପ୍ରସାର କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପାଣ୍ଡିଆନଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ଏଫଆଇଏତର ୪୭ତମ ମହାଧିବେଶନରେ…

ମିଶନ ଜିରୋ କାଜୁଏଲଟି, ଆମେ ସଜାଗ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଂଧ୍ୟାରେ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ସମ୍ଭାବ୍ୟ ବାତ୍ୟା ୟାସର ମୁକାବିଲା ପାଇଁ ଏକ ବୈଠକରେ ଜନସାଧାରଣଙ୍କ ଜୀବନର ସୁରକ୍ଷା ଉପରେ ଗୁରୁତ୍ବ ଦେଇ ପଦକ୍ଷେପ ନେବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସବୁ…

କରୋନା ମୃତକଙ୍କୁ ପର କରି ଦେଲା ପରିବାର ଶବଦାହ କଲେ ବିଜେଡି ଜିଲ୍ଲା ସଭାପତି

ଦେବଗଡ : ବର୍ତ୍ତମାନ ସମୟରେ କରୋନା ମହାମାରୀ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳାଇ ଦେଇଛି । ସଂକ୍ରମଣ ଭୟ ଏତେ ଘାରିଛି ଯେ , ଲୋକେ ନିଜର ସଂପର୍କୀୟ ଏପରିକି ଜନ୍ମ କଲା ବାପା ମାଁଙ୍କ ମୁହଁରେ ବି ଚିତା ଟିକିଏ ଦେବାକୁ ପଛଘୁଞ୍ଚା ଦେଉଛନ୍ତି । ଏଭଳି ସମୟରେ ମାନବିକତାର ମୃତ୍ୟୁ ପରି ପ୍ରତିଦିନ ବହୁ…

‘କୋଭାକ୍ସିନ’ ଟିକା ନେଇଥିବା ବ୍ୟକ୍ତି ବିଦେଶ ଯାତ୍ରା କରିପାରିବେ ନାହିଁ , କାହିଁକି ଜାଣନ୍ତୁ

ନୂଆଦିିଲ୍ଲୀ: କୋଭିଡ୍‌-୧୯ ମହାମାରୀ ଯୋଗୁଁ ଅନେକ ଦେଶ ବିମାନ ଯାତ୍ରା ପାଇଁ କଡ଼ା ନିୟମ ଜାରି କରିଛନ୍ତି । କିଛି ଦେଶ କେବଳ ଟିକା ନେଇଥିବା ବିମାନ ଯାତ୍ରୀଙ୍କୁ ଅନୁମତି ଦେଇଛନ୍ତି । ତେବେ ଭାରତ ବାୟୋଟେକ୍‌ର ‘କୋଭାକ୍ସିନ’ ଟିକା ନେଇଥିବା ଭାରତୀୟ ଯାତ୍ରୀ କିଛି ମାସ ପାଇଁ ବିଦେଶ ଗସ୍ତରୁ…