ବିମାନରେ ଭୁବନେଶ୍ୱର ଆସୁଥିବା ଯାତ୍ରୀଙ୍କ ପାଇଁ କୋଭିଡ ନେଗେଟିଭ ରିପୋର୍ଟ ବା ଟିକା ପ୍ରମାଣପତ୍ର ଜରୁରୀ

ଭୁବନେଶ୍ୱର- ବିମାନରେ ଭୁବନେଶ୍ୱର ଆସିଲେ କୋଭିଡ ରିପୋର୍ଟ ଦେଖାଇବା ବାଧ୍ୟତାମୂଳକ କରାଯାଇଛି । ଯାତ୍ରୀଙ୍କୁ ନେଗେଟିଭ କିମ୍ବା ଟିକା ନେଇଥିବାର ରିପୋର୍ଟ ଦେଖାଇବାକୁ ପଡିବ । ୪୮ ଘଂଟା ଭିତରେ ଆରଟିପିସିଆର୍ ଟେଷ୍ଟ କରିଥିବା ଜରୁରୀ । ଯଦି ଯାତ୍ରୀଙ୍କ ରିପୋର୍ଟ ନ ଥିବ, ତାହାହେଲେ…

ଅବସର ନେଲେ ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବ ଅଲପନ୍ ବନ୍ଦୋପାଧ୍ୟାୟ, ମମତାଙ୍କ ମୁଖ୍ୟ ପରାମର୍ଶଦାତା ଭାବେ ନିଯୁକ୍ତ

କୋଲକାତା: ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବ ଅଲପନ ବନ୍ଦୋପାଧ୍ୟାୟ ଅବସର ନେଇଛନ୍ତି । ଅଲପନ ବନ୍ଦୋପାଧ୍ୟାୟ ଆଜି କେନ୍ଦ୍ରକୁ ବଦଳି ହେବାର ଥିଲା । ହେଲେ ତା ପୂର୍ବରୁ ବନ୍ଦୋପାଧ୍ୟାୟ ଅବସର ନେଇଛନ୍ତି । ବନ୍ଦୋପାଧ୍ୟାୟଙ୍କୁ ମମତା ଏବେ ନିଜ ସରକାରର ମୁଖ୍ୟ ପରାମର୍ଶଦାତା ଭାବେ ନିଯୁକ୍ତ…

ଦେଶଦ୍ରୋହର ସୀମା ନିରୂପଣ କରିବାର ସମୟ ଆସିଛି: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦେଶଦ୍ରୋହ ଆଇନର ଅପବ୍ୟବହାର ନେଇ ସୁପ୍ରିମକୋର୍ଟ ଉଦ୍‌ବେଗ ପ୍ରକାଶ କରିଛନ୍ତି । ଦେଶଦ୍ରୋହର ସୀମା ନିରୂପଣ କରିବାର ସମୟ ଆସିଯାଇଛି ବୋଲି ଉଚ୍ଚତମ ନ୍ୟାୟାଳୟ କହିଛନ୍ତି । ଆନ୍ଧ୍ର ପ୍ରଦେଶର ଦୁଇଟି ତେଲୁଗୁ ନ୍ୟୁଜ୍ ଚ୍ୟାନେଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ଉପରେ ରୋକ୍ ଲଗାଇବା ସହ…

ୟାଶ୍ ପ୍ରଭାବ : ପ୍ରାଥମିକ ଆକଳନ ରିପୋର୍ଟ ଅନୁସାରେ ବାଲେଶ୍ୱର ଜିଲ୍ଲାରେ ଜଳସଂପଦ ବିଭାଗର ୮୭ କୋଟି ଟଙ୍କା କ୍ଷତି

ଭୁବନେଶ୍ୱର- ବାଲେଶ୍ୱର ଜିଲ୍ଲାରେ ବାତ୍ୟା ୟାଶ୍ ଓ ଏହା ପରବର୍ତ୍ତୀ ବନ୍ୟାରେ ପ୍ରାଥମିକ ଆକଳନ ରିପୋର୍ଟ ଅନୁସାରେ ଜଳସଂପଦ ବିଭାଗର ୮୭ କୋଟି ଟଙ୍କାର କ୍ଷୟକ୍ଷତି ହୋଇଛି । କେବଳ ବୃହତ ପ୍ରକଳ୍ପ ଓ ଲୁଣାବନ୍ଧରେ ୬୯ ଦଶମିକ ୧୮ କୋଟି ଟଙ୍କା କ୍ଷତି ହୋଇଛି । ଜଳସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ…