ଚାଲିଗଲେ ‘ମୈନେ ପ୍ୟାର କିୟା’ ଓ ‘ହମ୍ ଆପ୍‌କେ ହୈ କୌନ୍‌’ର ସଂଗୀତ ନିର୍ଦ୍ଦେଶକ ରାମଲକ୍ଷ୍ମଣ

ମୁମ୍ବାଇ: ‘ମୈନେ ପ୍ୟାର୍ କିୟା’ ଓ ‘ହାମ୍ ଆପ୍‌କେ ହୈ କୌନ’ ଭଳି ସୁପରହିଟ୍ ଫିଲ୍ମର ସଂଗୀତ ନିର୍ଦ୍ଦେଶକ ରାମଲକ୍ଷ୍ମଣ ଫେମ୍‌ର ଲକ୍ଷ୍ମଣ ଆଉ ନାହାନ୍ତି । ଶୁକ୍ରବାର ବିଳମ୍ବିତ ରାତିରେ ତାଙ୍କର ହୃଦଘାତରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା । ଲକ୍ଷ୍ମଣ ଓରଫ୍…

ପୁରୀରେ ଆଉ ୨ ରଥ ନିର୍ମାଣ ସେବକଙ୍କୁ କୋରୋନା

ପୁରୀ- ପୁରୀରେ ଆଜି ଆଉ ଦୁଇ ଜଣ ରଥନିର୍ମାଣ ସେବକ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଜଣେ ମହାରଣା ସେବକ ଓ ଜଣେ ଭୋଇ ସେବକ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏ ଯାଏଁ ୨୦ ଜଣ ରଥ ନିର୍ମାଣ ସେବକ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତମାନଙ୍କୁ ନୀଳାଚଳ ଭକ୍ତ ନିବାସ କୋଭିଡ…

ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର : ଆଇଏମଡି

ଭୁବନେଶ୍ୱର- ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର । ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ନେଇ ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି । ମେ ୨୪ ତାରିଖରେ ଲଘୁଚାପ ବାତ୍ୟା ‘ୟଶ’ର ରୂପ ନେଇପାରେ । ଏହା ଅତି ଭୀଷଣ ସାମୁଦ୍ରିକ ଝଡର ରୂପ ନେଇ ଓଡିଶା ଉପକୂଳ ଅତିକ୍ରମ…

ଉତ୍ତର ପ୍ରଦେଶ: କରୋନା ନିୟମ ଭାଙ୍ଗିବା ନେଇ ପୋଲିସ୍ ମାଡ଼ରେ ନାବାଳକର ମୃତ୍ୟୁ

ଲକ୍ଷ୍ନୌ: କରୋନା କର୍ଫ୍ୟୁ ଉଲ୍ଲଂଘନ କରିବାରୁ ପୋଲିସ ମାଡ଼ରେ ଜଣେ ନାବାଳକର ମୃତ୍ୟୁ ହୋଇଛି । ଉତ୍ତର ପ୍ରଦେଶର ଉନ୍ନାଓ ଜିଲ୍ଲାରେ ଘଟିଥିବା ଏହି ଘଟଣା ପାଇଁ ଦୁଇ ପୋଲିସ୍ କନଷ୍ଟବଳଙ୍କୁ ନିଲମ୍ବିତ କରାଯାଇଥିବା ବେଳେ ଆଉ ଜଣେ ହୋମ୍‌ଗାର୍ଡକୁ ବହିଷ୍କୃତ କରାଯାଇଛି । ଉନ୍ନାଓ ଜିଲ୍ଲାର…