ଏୟାର ଇଣ୍ଡିଆ ଉପରେ ସାଇବର ଆକ୍ରମଣ, ୪୫ ଲକ୍ଷ ଯାତ୍ରୀଙ୍କ ଡାଟା ଲିକ୍

ନୂଆଦିଲ୍ଲୀ: ରାଷ୍ଟ୍ରାୟତ୍ତ ଏୟାରଲାଇନ୍ସ କମ୍ପାନୀ ଏୟାର ଇଣ୍ଡିଆର ବଡ଼ ଧରଣର ସାଇବର ଆକ୍ରମଣ ହୋଇଛି । କମ୍ପାନୀ କହିଛି ଯେ ଏହି ଘଟଣାରେ ୪୫ ଲକ୍ଷ ଯାତ୍ରୀଙ୍କ ଡାଟା ଲିକ୍ ହୋଇଛି। ଡାଟା ଲିକରେ ଗ୍ରାହକଙ୍କ ବ୍ୟକ୍ତିଗତ ସୂଚନା ମଧ୍ୟ ଲିକ୍ ହୋଇଛି। ଖବର ଅନୁଯାୟୀ, ଡାଟା ସେଣ୍ଟରରେ ସାଇବର…

ଅପରିଚିତଙ୍କ ଶବଦାହ କରି ମଣିଷପଣିଆ ଦେଖାଇଲା ସମ୍ବଲପୁର ପୁଲିସ

ସମ୍ବଲପୁର: ସମ୍ବଲପୁର ପୁଲିସ କୋଭିଡ ମୁକାବିଲା ସାଂଗକୁ ତାର ସାମାଜିକ ଦାୟିତ୍ବ ନିର୍ବାହ କରି ଅନେକ ସମୟରେ ପ୍ରଶଂସା ପାଇଆସିଛି । ଏହି ପରିପ୍ରେଖୀରେ ଗତକାଲି ବୁର୍ଲା ଥାନା ମେଡିକାଲ ଫାଣ୍ଡି ହେପାଜତରେ ଥିବା ୨ଟି ଅପରିଚିତଙ୍କ ଶବଦାହ କରି ମଣିଷ ପଣିଆର ପରିଚୟ ଦେଇଛି ପୁଲିସ ।…

ଟିକା ଉପଲବ୍ଧତା ଓ ଡବ୍ଲୁଏଚ୍‌ଓ ଗାଇଡ୍ ଲାଇନ୍‌କୁ ଅଣଦେଖା କରିଛନ୍ତି ସରକାର: ସେରମ୍ ଇନଷ୍ଟିଚ୍ୟୁଟ୍‌

ନୂଆଦିଲ୍ଲୀ: ଦେଶରେ ଟିକାର ଉତ୍କଟ ଅଭାବ ନେଇ ଚାରିଆଡୁ ସାମଲୋଚିତ ହେଉଥିବା ମୋଦି ସରକାର କିପରି ତରବରିଆ ଭାବେ ସବୁ ବୟସ ବର୍ଗ ପାଇଁ ଟିକାକରଣକୁ ଅନୁମତି ଦେଇଥିଲେ ତାହା ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଏସ୍‌ଆଇଆଇ) କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସୁରେଶ ଯାଦବ ଦେଇଥିବା ମନ୍ତବ୍ୟରୁ…

ବିଶ୍ୱ ଜୈବ ବିବିଧତା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

ଭୁବନେଶ୍ୱର - ଆଜି ହେଉଛି ବିଶ୍ୱ ଜୈବ ବିବିଧତା ଦିବସ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ବାର୍ତ୍ତା ଦେଇ କହିଛନ୍ତି ଯେ, ଜୈବ ବିବିଧତା ନଷ୍ଟ ହେଲେ ପରିବେଶ ଓ ମାନବ ସ୍ୱାସ୍ଥ୍ୟ ଉପରେ ଏହାର ଗୁରୁତର ପ୍ରଭାବ ପଡୁଛି । ତେଣୁ ଜୈବ ବିବିଧତାରୁ ସୁରକ୍ଷା ପାଇଁ ସମସ୍ତେ ସଂକଳ୍ପବଦ୍ଧ ହେବା ଦରକାର ।…

ଦିନକରେ ରାଜ୍ୟରେ ୨୬ କୋରୋନା ରୋଗୀଙ୍କ ମୃତ୍ୟୁ

ଭୁବନେଶ୍ୱର- ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୬ କୋରୋନା ରୋଗୀ ପ୍ରାଣ ହରାଇଛନ୍ତି । ମୋଟ କୋରୋନା ମୃତ୍ୟୁସଂଖ୍ୟା ୨ ହଜାର ୪୫୬କୁ ବୃଦ୍ଧି ପାଇଛି । ଦିନକରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ କଳାହାଣ୍ଡି ଜିଲ୍ଲାରୁ ୪ ଜଣଙ୍କର ମୃତ୍ୟୁ ହୋଇଛି । ଗଞ୍ଜାମ ଓ ପୁରୀ…

ରାଜ୍ୟରେ ୧୧ ହଜାର ୧୦୮ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ : ଖୋର୍ଦ୍ଧା, କଟକ, ଅନୁଗୁଳ, ସୁନ୍ଦରଗଡ, ମୟୂରଭଞ୍ଜ ଜିଲ୍ଲାରୁ…

ଭୁବନେଶ୍ୱର- ରାଜ୍ୟରେ ଆଉ ୧୧ ହଜାର ୧୦୮ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୬ ହଜାର ୨୧୯ ଓ ସ୍ଥାନୀୟ ଅଂଚଳରୁ ୪ ହଜାର ୮୮୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ୧ ହଜାର ୪୫୧, କଟକରୁ ୯୪୪, ଅନୁଗୁଳରୁ ୮୬୪, ସୁନ୍ଦରଗଡରୁ ୭୦୮, ମୟୂରଭଞ୍ଜରୁ ୬୩୫,…

କରୋନା ସଙ୍କଟ: ୨୪ ଘଣ୍ଟାରେ ୨.୫୭ ଲକ୍ଷ ନୂଆ ମାମଲା, ପୁଣି ଚାରି ହଜାରରୁ ଊର୍ଦ୍ଧ୍ୱ ମୃତ

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ ଖସୁଥିଲେ ମଧ୍ୟ ବିପଦ ଟଳି ନାହିଁ । ଏବେ ବି ଦୈନିକ ମୃତ୍ୟୁସଂଖ୍ୟା ୪୦୦୦ରୁ ଊର୍ଦ୍ଧ୍ୱ ରହିଛି । ଗତ ୨୪ ଘଣ୍ଟାରେ ଭାରତରେ ୨,୫୭,୨୯୯ ନୂଆ ମାମଲା ରିପୋର୍ଟ ହୋଇଛି । ଦିନକରେ ଏହି ରାଗରେ ଆଉ ୪୧୯୪ ଜଣଙ୍କର ମୃତ୍ୟୁ ହୋଇଛି । କରୋନାରୁ ପୁଣି ୩,୫୭,୬୩୦ ଜଣ…

ସମ୍ଭାବ୍ୟ ବାତ୍ୟା ୟସର ମୁକାବିଲା ପ୍ରସ୍ତୁତି ନେଇ ଆଜି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- ସମ୍ଭାବ୍ୟ ବାତ୍ୟା ୟସ୍ ଦୃଷ୍ଟିରୁ ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରାକ୍ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୟାସ୍ ମୁକାବିଲା ପ୍ରସ୍ତୁତିର ସମୀକ୍ଷା କରିବେ । ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକରେ ମୁଖ୍ୟ ସଚିବ, ଏସଆରସି ଓ ଅନ୍ୟ…